ଫିଲ୍ମ ଦୁନିଆର ଏହି ଅଭିନେତ୍ରୀଙ୍କ ଝିଅ ଏବେ ଅଟନ୍ତି ଜଣାଶୁଣା ବଡ ହିରୋଇନ – ସୁନ୍ଦରତା ଦେଖିଲେ ଆପଣ ବିଶ୍ୱାସ କରିପାରିବେ ନାହିଁ..

ବଲିଉଡ୍ ଜଗତରେ ଏପରି ବହୁତ ତାରକା ଅଛନ୍ତି ଯିଏକି ନିଜ ଫିଲ୍ମ କ୍ୟାରିୟରପାଇଁ ବହୁତ ଲୋକପ୍ରିୟତା ହାସିଲ୍ କରିଛନ୍ତି , ଆଜି ଆମେ ଏହି ଲେଖ ମାଧ୍ୟମରେ ଏମିତି ଜଣେ ଲୋକପ୍ରିୟ ଅଭିନେତ୍ରୀଙ୍କ ବିଷୟରେ କହିବାକୁ ଯାଉଛୁ , ଯିଏକି ସଲମାନ ଖାନ୍ ଙ୍କ ଫିଲ୍ମରେ ସଲମାନଙ୍କ ମାଙ୍କ ଭୁମିକାରେ ନଜର ଆସିଥିଲେ । ଓ ତାଙ୍କର ଏହି ଅଭିନୟକୁ ବହୁତ ଲୋକ ପସନ୍ଦ ବି କରିଥିଲେ ।ବଲିଉଡ୍ ରେ ରିମା ଲାଗୁ ଏକ ଜଣାଶୁଣା ନାଁ ଅଟେ , ରିମା ନିଜ କ୍ୟାରିୟରରେ ୧୫୦ ରୁ ଅଧିକା ଫିଲ୍ମରେ କାମ କରିଛନ୍ତି , ହମ୍ ଆପକେ ହେଁ କୌନ୍ , ରଙ୍ଗିଲା, କଲ ହୋ ନା ହୋ, ପରି ସୁପରହିଟ୍ ଫିଲ୍ମରେ କାମ କରିଛନ୍ତି , ସେ ନିଜ୍ ପୁରା ଜୀବନ ଭାରତୀୟ ସିନେମାରେ ପାଇଁ ଦେଇଥିଲେ,  ଗତ ବର୍ଷ କାମ କରୁଥିବା ସମୟରେ ଏକ ଶୋ ରେ ସେ ନିଜ ଶେଷ ନିଶ୍ୱାସ ତ୍ୟାଗ କଲେ , ଓ ସମସ୍ତଙ୍କୁ ଛାଡି ଆରପାରିକୁ ଚାଲିଗଲେ ।

 

କିନ୍ତୁ ବୋଧେ ଆପଣ ଜାଣିନଥିବେ ତାଙ୍କର ଏକ ଝିଅ ଅଛନ୍ତି ,ଯିଏକି ଜଣେ ଅଭିନେତ୍ରୀ ଅଟନ୍ତି ଓ ଦେଖିବାକୁ ବହୁତ ସୁନ୍ଦର ଲାଗନ୍ତି । କହିଦେବୁ କି ରିମା ଲାଗୁ ଫିଲ୍ମରେ ଆସିବା ପରେ ବିନିତ୍ ଲାଗୁଙ୍କୁ ବିବାହ କରିଥିଲେ,  କିନ୍ତୁ ବହୁତ ଜଲଦି ଦୁହେଁ ଅଲଗା ହୋଇଯାଇଥିଲେ । କିନ୍ତୁ ଆପଣଙ୍କୁ କହିଦେବୁ କି ଆଜି ରିମାଙ୍କ ବହୁତ ସୁନ୍ଦର ଝିଅ ଅଛି , ଯିଏକି ବହୁତ ବଡ ହୋଇସାରିଲେଣି , ଝିଅ ମୃଣ୍ମୟୀ ଲାଗୁ ଏବେ ବହୁତ ଲୋକପ୍ରିୟ ଅଭିନେତ୍ରୀ ହୋଇସାରିଲେଣି , ମରାଠି ଫିଲ୍ମରେ ସେ କାମ କରୁଛନ୍ତି , ସେ ଥ୍ରୀ ଇଡିୟର୍ଡ୍ସରେ ରେ ନିଜ ଭୁମିକା ନିଭାଇଥିଲେ ।

 

ମୃଣ୍ମୟୀ ଏକ ମରାଠି ଅଭିନେତ୍ରି ଅଟନ୍ତି , ସେ ନିଜ କ୍ଷେତ୍ରରେ ନିଜର ଅଭିନୟର ଯାଦୁ ଦେଖାଉଛନ୍ତି , ଏବେ ତାଙ୍କୁ ଏକ ଟିଭି ସିରିଆଲ୍ ପାଇଁ ଅଫର୍ ଆସିଛି, ଯାହାପାଇଁ ସେ ହଁ କରିଛନ୍ତି , କାରଣ ଟିଭି ସିରିଆଲ ସହ ତାଙ୍କ ମା ରିମା ଲାଗୁଙ୍କର ଏକ ଗଭୀର ସଂମ୍ପର୍କ ଅଛି , ବୋଧେ ଏହି କାରଣରୁ ସେ ଜାଣିପାରିଲେ କି ଫିଲ୍ମ ଇଣ୍ତଷ୍ଟ୍ରିକୁ ଛାଡି ଟିଭି ଜଗତରେ ଯୋଡିହେବା କେଉଁ ଛୋଟ କଥା ନୁହେଁ ।

 

ଅଭିନେତ୍ରୀ ମୃଣ୍ମୟୀ ବଲିଉଡ୍ ରେ ସେପରି କିଛି ଖାସ୍ କମାଲ୍ କରିପାରିନଥିଲେ । କିନ୍ତୁ ମରାଠି ଫିଲ୍ମରେ ସେ ବହୁତ ନାଁ କମାଇଥିଲେ,  ମୃଣ୍ମୟୀ ଅମିର ଖାନ୍ ଙ୍କ ଫିଲ୍ମ ଥ୍ରୀ ଇଡିୟର୍ଡ୍ସରେ ଆଷିଷ୍ଟାଣ୍ତ କାମ କରିଥିଲେ,  ଏକ କପ୍ ଚାୟ ଧାମ୍ ଧୁମ୍ , ନଟସସ୍ରାଟ ପରି ବହୁତ ବଢିଆ ମରାଠି ଫିଲ୍ମରେ ସେ ନଜର ଆସିଛନ୍ତି , ମୃଣ୍ମୟୀ ମରାଠି ଫିଲ୍ମରେ ନାଁ କମାଇ ନିଜ ପରିଚୟ ମାଙ୍କ ପରି ହିନ୍ଦୀ ଫିଲ୍ମ ଓ ଟିଭି ଶୋରେ ନାଁ କମାଇବାକୁ ଚାହଁନ୍ତି , ମୃଣ୍ମୟୀ ନିଜ ମା ରୀମା ଲାଗୁଙ୍କ ପରି ବଲିଉଡ୍ ରେ ନାଁ କମାଇବାକୁ ଚାହଁନ୍ତି , ଓ ବହୁତ ଜଲଦି ବଲିଉଡ୍ ରେ ଡେବ୍ୟୁ କରିପାରନ୍ତି , ମୃଣ୍ମୟୀ ନିଜ ସୁନ୍ଦରତା କାରଣରୁ ସୋସିଆଲ୍ ମିଡିଆରେ ବହୁତ ଚର୍ଚ୍ଚିତ ରହିଥାନ୍ତି ,

Leave a Reply

Your email address will not be published.