April 12, 2024

Odia Express

News For Public

ଦେଖନ୍ତୁ ଦୀପିକା ପାଦୁକୋଣଙ୍କ ଭଉଣୀ ଅନୀଶାଙ୍କୁ ସହ , ତାଙ୍କର ସୁନ୍ଦରତା ଦେଖି ଦୀପିକାଙ୍କୁ ବି ଆପଣ ଭୁଲିଯିବେ…

ଲ୍ମ ପଦ୍ମାବତୀ ବିବାଦରେ ଫସିଥିବା ଅଭିନେତ୍ରୀ ଦୀପିକା ପାଦୁକୋଣ ଆଜି ସେମିତି ସମସ୍ତେ ଜାଣିଛନ୍ତି , ପଦ୍ମାବତୀ ୨୫ ଜାନୁୟାରୀକୁ ରିଲିଜ୍ ହୋଇଥିଲା , ସୁପ୍ରିମ୍ କୋର୍ଟ ତାଙ୍କୁ ସବୁଜ ସଙ୍କେତ ଦେଇଥିବା ସତ୍ତ୍ୱେ ଏବେ ବି ବିବାଦ ଘେରରେ ଥିଲା , କିନ୍ତୁ ଆମେ ଏଠାରେ ଦୀପିକା ପାଦୁକୋଣଙ୍କ ଭଉଣୀଙ୍କ ବିଷୟରେ କହୁଛୁ ଯିଏ କି ବହୁତ ସୁନ୍ଦର ଅଟନ୍ତି , ଦୀପିକାଙ୍କୁ ଆଜି କାଲି ଦୁନିଆଁର ସବୁ ଲୋକ ଜାଣିଛନ୍ତି ,କିନ୍ତୁ ଆଜି ଜାଣିବା ତାଙ୍କ ଭଉଣୀଙ୍କ ବିଷୟରେ ।

 

ଜଣାଯାଏ ଯେ ତାଙ୍କ ଭଉଣୀ ଅନିଶା ପାଦୁକୋଣ ଅଟନ୍ତି ,ଯିଏ କି ଦୀପିକାଙ୍କ ଠାରୁ ପାଞ୍ଚବର୍ଷ ଛୋଟ ଅଟନ୍ତି ,କହିଦେବୁ କି ସେ ଯେତିକି ଲାଜୁକୁଳି ଅଟନ୍ତି , ସେତିକି ଦୀପିକାଙ୍କ ପରି ଚଞ୍ଚଳ ଅଟନ୍ତି , କହିଦେଉଛୁ କି ଦୀପିକାଙ୍କ ଛୋଟ ଭଉଣୀଙ୍କ ଜନ୍ମ ବାଙ୍ଗାଲୋରରେ ହୋଇଥିଲା ,ଏହି ଦୁହ୍ଁଙ୍କ ମଧ୍ୟରେ ଖାସ୍ କଥା ଏହି କି ଯେ ଦୀପିକା ବଲିଉଡ୍ ର ଅଭିନେତ୍ରୀ ଅଟନ୍ତି , ଅନ୍ୟପଟେ ଅନୀଶା ନିଜ ପିତାଙ୍କ ପରି ଏକ ସ୍ପୋର୍ଟ୍ସ ଖେଳାଳୀ ଅଟନ୍ତି ।

ସୂଚନା ମୁତାବକ ଅନୀଶା ଏକ ଗୋଲ୍ଫର ଅଟନ୍ତି , ସେ ଗୋଲ୍ଫ ଖେଳୁଥିବା ପ୍ରାୟ ୭ ବର୍ଷ ହୋଇସାରିଲାଣି , ଏବେ ଅନିଶାଙ୍କ ବୟସ ୨୬ ବର୍ଷ ଅଟେ , ଅନୀଶାଙ୍କ ଭିତରେ ନିଜ ଭଉଣୀଙ୍କ ଭଳି ବହୁତ କିଛି ଦକ୍ଷତା ଅଛି , ସେ ନିଜ ଖେଳ ଦ୍ୱାରା ଭାରତର ନାଁ ଉଚ୍ଚା କରିବାକୁ ଚାହୁଁଛନ୍ତି , ଅନୀଶାଙ୍କ ପ୍ରଶଂସିତ ଖେଳାଳୀ ସାନିଆ ନେହ୍ ୱାଲ୍ ଅଟନ୍ତି , ସେ ବହୁତ କାର୍ଯ୍ୟକ୍ରମରେ ଦୀପିକାଙ୍କ ସହ ନଜର ଆସିଛନ୍ତି ।

 

ସେମିତି ଦୀପିକାଙ୍କ ଭଉଣୀ ଅନୀଶା ଫେସ୍ ବୁକ୍ ଓ ଟ୍ୱିଟରରେ ବହୁତ ଆକ୍ଟିଭ୍ ରୁହନ୍ତି , ଓ ନିଜ ଫ୍ୟାନ୍ ଙ୍କ ପାଇଁ ଅପ୍ ଡେଟ୍ ରୁହନ୍ତି , ଓ ସେ ଦିପିକାଙ୍କ ସହ ଉଠାଇଥିବା ଫଟୋ ଗୁଡିକୁ ସୋସିଆଲ୍ ମିଡିଆରେ ସେୟାର୍ କରନ୍ତି ।

Leave a Reply

Your email address will not be published. Required fields are marked *