ନୀତା ଅମ୍ବାନୀ ଏହି ନୂଆ କାର୍ କିଣିଲେ , ଲୁକ୍ ଏପରି କି ସମସ୍ତେ ଚାହଁବେ କିଣିବା ପାଇଁ , ଦାମ୍ ଜାଣିଲେ ଆପଣ ମୁଣ୍ତରେ ହାତ ଦେଇଦେବେ..

ଯେବେ ଭାରତରେ ସବୁଠାରୁ ଧନୀକ ଶ୍ରେଣୀର ବ୍ୟକ୍ତି କଥା ଆସେ ତେବେ ମୁଣ୍ତରେ କେବଳ ଅମ୍ବାନୀଙ୍କ ନାଁ ଆସିଥାଏ , ଅମ୍ବାନୀ ଏମିତି ଏକ ବ୍ୟକ୍ତି ଅଛନ୍ତି ଯାହାଙ୍କୁ ଦେଶର ଛୁଆ ମାନେ ଜାଣିଛନ୍ତି , ସେମିତି ଆପଣ ସମସ୍ତେ ଜାଣିଛନ୍ତି କି ଅମ୍ବାନୀଙ୍କ ପରିବାର ସହ ଯୋଡି ହୋଇଥିବା ବହୁତ ଖବର ସାମନାକୁ ଆସିଥାନ୍ତି , ଯାହା ଚର୍ଚ୍ଚାର ବିଷୟ ହୋଇଥାଏ , ଯେତିକି ଲୋକପ୍ରିୟ ଅମ୍ବାନୀ ଅଟନ୍ତି ସେତିକି ତାଙ୍କର ପତ୍ନୀ ନୀତା ଅମ୍ବାନୀ ବି ଅଟନ୍ତି ,ଆଜିର ସମୟରେ ନୀତା ଅମ୍ବାନୀ ରିଲାୟନ୍ସ ଇଣ୍ତଷ୍ଟ୍ରିର ଡାଇରେକ୍ଟଟର ଠୁ ନେଇକରି ଆଇପିଏଲ୍ ଟିମ୍ ର ମୁମ୍ବାଇ ଇଣ୍ତିଆନ୍ ମାଲିକାଣୀ ଅଟନ୍ତି , ନୀତା ଅମ୍ବାନୀ ନାମରେ ବହୁତ ଉପଲବ୍ଧୀ ଅଛି , ୧୯୬୩ ରେ ଜନ୍ମ ନେଇଥିବା ନୀତା ଅମ୍ବାନୀ ଆଜି ଦେଶର ସବୁଠାରୁ ଧନୀ ମହିଳା ଭାବେ ପରିଚିତ ,

 

ମିଡିଲ୍ କ୍ଲାସରୁ ଆସିଥିବା ନୀତା ଅମ୍ବାନୀ ପ୍ରକୃତରେ କ୍ଲାସିକାଲ୍ ଡ୍ୟାନ୍ସ କରିବାକୁ ପସନ୍ଦ କରୁଥିଲେ , ଜଣାଯାଉଛି କି ମଣିଷର ପରିଚୟ ତାଙ୍କର ଜୋତାରୁ ହୋଇଥାଏ , ସେଥିପାଇଁ ନୀତା ଅମ୍ବାନୀ ଏହାକୁ ବହୁତ ଗମ୍ଭୀରତା ସହ ନେଇଥାନ୍ତି , ଦୁନିଆଁରେ ସବୁଠାରୁ ବଢିଆ ବ୍ରାଣ୍ତ ପେଡ୍ରୋ ଗାର୍ସିଆ , ଜିମି ଚୁ , ପେଲମୋଡା, ମାର୍ଲିନ୍ ବ୍ରାଣ୍ତର ଜୋତା ନୀତା ଅମ୍ବାନୀ ପିନ୍ଧନ୍ତି , ନୀତା ଅମ୍ବାନୀ ଫୋନ୍ ଠୁ ନେଇକରି ସେ ଶାଢୀ ପର୍ଯ୍ୟନ୍ତ ପ୍ରାୟ ସବୁ ଜିନିଷ ଚର୍ଚ୍ଚାରେ ହୋଇଥାଏ ।

 

ସେମିତି କହିଦେଉଛୁ କି ନୀତା ଚାହିଁଲେ କେତେ କାର୍ଯ୍ୟକ୍ରମରେ ସାମିଲ୍ ହେଉଥିଲେ , ସବୁବେଳେ ତାଙ୍କ ଲୁକ୍ ଅଲଗା ହୋଇଥାଏ , ସବୁ ପ୍ରୋଗାମ୍ ପାଇଁ ତାଙ୍କ ପାଖରେ ଏକ ଡ୍ରେସ୍ ସହ ମ୍ୟାଚ୍ କରି ସାଣ୍ତାଲ୍ ବି ଥାଏ , ସବୁ ସାଣ୍ତାଲ୍ ଦାମ୍ ପ୍ରାୟ ଲକ୍ଷଧିକ ଟଙ୍କା ହୋଇଥାଏ , ନୀତା ଅମ୍ବାନୀ ଯେଉଁ ହ୍ୟାଣ୍ତ ବ୍ୟାଗ୍ ଓ ପର୍ସ ବ୍ୟବହାର କରିଥାନ୍ତି ତାର ଆରମ୍ଭ ପାଞ୍ଚ ଲକ୍ଷରୁ ଅଧିକା ହୋଇଥାଏ , ସେମିତି ଆପଣଙ୍କୁ କହିଦେବୁ କି ନୀତା ଅମ୍ବାନୀଙ୍କ ଥିବା ଘଡି ବିଷୟରେ କହିଲେ ତାହା ଖାସ୍ ବିଶ୍ୱର ପ୍ରସିଦ୍ଧ ବ୍ରାଣ୍ତ ହୋଇଥାଏ ।

 

ସେଥିରେ ବୁଲ୍ଗାରି, କାର୍ଟିୟର୍ , ରାଡୋ, ଗୁସି, କେଲ୍ବିନ୍ କେଲିନ୍ ଓ ଫେସିଲ୍ ସାମିଲ୍ ଅଛି , ଏହି ବ୍ରାଣ୍ତର ଘଡିର ଦାମ୍ ଦୁଇ ଲକ୍ଷରୁ ଆରମ୍ଭ ହେଉଛି , ନୀତାଙ୍କ ପାଖରେ ମହଙ୍ଗା ହୀରା ସହ ଯୋଡି ହୋଇଥିବା ବହୁତ ହାର ଅଛି , ତାଙ୍କର ସବୁ ଶାଢି ଡିଜାଇନର୍ ଙ୍କ ଦ୍ୱାରା ତିଆରି ହୋଇଥାଏ , ଯାହାର ଦାମ୍ ଦଶ ଲକ୍ଷରୁ ଅଧିକା ହୋଇଥାଏ , ଓ ସେ ଗୋଟେ କପଡାକୁ ବାରମ୍ବାର ପିନ୍ଧିବା ପସନ୍ଦ କରନ୍ତି ନାହିଁ ,

 

ସେମିତି ଆପଣଙ୍କୁ କହିଦେଉଛୁ କି ଅମ୍ବାନୀ ଘରର ଏକ ଡ୍ରାଇଭର୍ କହିଲେ କି ନୀତା ଅମ୍ବାନୀ କାର୍ କଲେକଶନ୍ ରେ ଆଉ ଏକ କାର୍ ଯୋଡି ହୋଇଯାଇଛି , ଯାହାର ଦାମ୍ ଜାଣିଲେ ଆପଣ ଚକିତ ହୋଇଯିବେ , ଆପଣଙ୍କୁ କହିଦେଉଛୁ କି ନୀତା ଅମ୍ବାନୀ ଅଡିର ସ୍ପେସିଆଲ୍ ଏଡିଶନ୍ Audi A9 chameleon  କିଣିଛନ୍ତି , ସ୍ପେସିଆଲ୍ ଏଡିଶନ୍ ର ଏହି କାର୍ ବଜାରରେ କିଛିଟା ଛଡା ଯାଇଛି , ସେମିତି ଆପଣଙ୍କୁ କହିଦେବୁ କି କାର୍ ଇଣ୍ତିଆରେ ଏହି କାର୍ ଉପଲବ୍ଧ ନାହିଁ , ଏହି କାର୍ USA ରେ ଇମ୍ପୋର୍ଟ କରିଥିଲେ , ଯାହାର ମୂଲ୍ୟ ଏବେ ବହୁତ ବଢିଯାଇଛି ।

କହିଦେବୁ କି ଏହି କାର୍ ର ମୂଲ୍ୟ ଏବେ ୧୦୦ କୋଟି ଅଛି , ସେମିତି ଆପଣଙ୍କୁ କହିଦେବୁ କି ନୀତା ଅମ୍ବାନୀ ଏହି କାର୍ ନିଜ ଅଫିସ୍ ଯିବା ଆସିବା କରିବାପାଇଁ କିଣିଛନ୍ତି

Leave a Reply

Your email address will not be published.