April 14, 2024

Odia Express

News For Public

୫୦୦୦ ବର୍ଷ ପୂର୍ବରୁ ଶ୍ରୀକୃଷ୍ଣ କହିକରି ଯାଇଥିଲେ ଏହି କଥା – ଏହି ଘରରେ ହେବ କଳିଯୁଗର ଅନ୍ତ ର ଆରମ୍ଭ…ଦେଖନ୍ତୁ କିପରି…

ଯେବେ ଧର୍ମ ହାନି ହେବାକୁ ଲାଗିଥାଏ ତେବେ ଅଧର୍ମ ବଢିବାରେ ଲାଗିଥାଏ , ତେବେ ଭଗବାନ ଧରା ପୃଷ୍ଠକୁ ଆସି ଜନ୍ମ ନେଇକରି ପାପୀ ମାନଙ୍କୁ ବିନାଶ କରନ୍ତି , ଏମିତି ଆମେ କହୁନାହୁଁ ବରଂ ଶ୍ରୀମଦ ଭାଗବତ ଗୀତାରେ ଏହା ସ୍ୱୟଂ ଭଗବାନ ଶ୍ରୀକୃଷ୍ଣ କହିଛନ୍ତି , କେବେ ମତ୍ସ୍ୟ ଅବତାର , କେବେ ବରାହ ଅବତାର, କେବେ ପର୍ଶୁରାମ ଅବତାର କେବେ ଶ୍ରୀରାମ ଅବତାର ନେଇ ଜନ୍ମ କରି ଭଗବାନ ବିଷ୍ଣୁ ଧରିତ୍ରୀରେ ଅଧର୍ମକୁ ବିନାଶ କରି ଧର୍ମର ସ୍ଥାପନା କରିଥିଲେ  ଏବେ କଳିଯୁଗରେ ଆମେ ଜୀବନ କାଟୁଛେ , ପୁରାଣରେ କଳିଯୁଗରେ ସବୁ ଯୁଗର ସବୁଠାରୁ ନିକୃଷ୍ଟ ବୋଲି ମାନାଯାଇଛି ।

 

ଏହି ଯୁଗରେ ପାପ, ଅନୈତିକତା, ଅଧର୍ମ ସବୁ ଚରମ ସୀମାରେ ରହିବ , ଲୋକେ ନିଜ ନିଜ ମଧ୍ୟରେ କ୍ଷତି କରିବାକୁ ଚେଷ୍ଟା କରିବେ , ନୈତିକତା ନାଁରେ କୌଣସି ମଣିଷର ମନ ଲାଗିବ ନାହିଁ ପ୍ରାକୃତିକ ବିପଦ ଜାରି ରହିବ , ପୁରାଣ ଅନୁସାରେ କଳିଯୁଗରେ ନିଜ ଚରମରେ ରହିବ , ତେବେ ଭଗବାନ ଦଶମ ଅବତାର ନେଇକରି କଳ୍ କୀ ରୂପରେ ଧରା ପୃଷ୍ଠରେ ଅବତରଣ କରିବେ ।

 

ସତ୍ୟଯୁଗରୁ ନେଇକରି ଦ୍ୱାପର ଯୁଗରେ ଭଗବାନ ବିଷ୍ଣୁ ଏବେ ପର୍ଯ୍ୟନ୍ତ ନଅଟି ଅବତାର ପୃଥିବୀ ପୃଷ୍ଠରେ ଦେଖାଇସାରିଛନ୍ତି , ଏବେ କଳିଯୁଗର ସମୟ ଅଛି , ଏବେ ତାଙ୍କର ଦଶମ ଅବତାରର ଅପେକ୍ଷା ରହିଛି , ଯେଉଁ ସଂସାରରେ ଖରାପ କୁ ଶେଷ କରି ଏକ ନୂଆ ଯୁଗ ସ୍ଥାପନା କରିବା , ପୁରାଣରେ ଏମିତି କୁହାଯାଇଛି କି ଭଗବାନ କଳ୍ କି କଳିଯୁଗରେ ଅନ୍ତିମ ସମୟରେ ଶ୍ରାବଣ ମାସରେ ଶୁକ୍ଳ ପକ୍ଷ ପଞ୍ଚମୀ ତିଥିରେ ଜନ୍ମ ନେବେ , ଏହି ଆଧାରରେ ମାନିକରି ସବୁ ବର୍ଷ ଶ୍ରାବଣ ମାସର ଶୁକ୍ଳ ପକ୍ଷକୁ କଳ୍ କି ଜୟନ୍ତି ରୁପରେ ମନାଯାଇଥାଏ , ପୁରାଣ ଅନୁସାରେ ଭଗବାନ କଳ୍ କି ଉତ୍ତର ପ୍ରଦେଶର ମୁରାଦାବାଦ ଜିଲ୍ଲାର ସଂଭଳ ନାମକ ସ୍ଥାନରେ ବିଷ୍ଣୁୟଶା ନାମକ ଏକ ବ୍ରାହ୍ମଣ ପରିବାରରେ ଜନ୍ମ ନେବେ , ସେ ଧଳା ଘୋଡାରେ ବସି ପାପିଙ୍କର ନାଶ କରିବେ ।

 

କହିଦେବୁ କି ଶ୍ରୀମଦ ଭଗବତ ଗୀତାର ୧୨ତମ ସ୍କନ୍ଧରେ ୨୪ ତମ ଶ୍ଲୋକରେ କୁହାଯାଇଛି କି ଗୁରୁ, ସୁର୍ଯ୍ୟ, ଓ ଚନ୍ଦ୍ରମା ଯେବେ ଏକା ସାଙ୍ଗେ ପୁଷ୍ପ ନକ୍ଷତ୍ରରେ ପ୍ରବେଶ କରିବେ ତେବେ କଳକୀଙ୍କର ଜନ୍ମ ହେବ , ତାଙ୍କର ଅବତାର ନେଲେ ପୁଣି ସତ୍ୟଯୁଗ ଆରମ୍ଭ ହୋଇଯିବ , କଳିଯୁଗର ଅବଧି ୪,୩୨,୦୦୦ ବର୍ଷ କୁହାଯାଇଛି , ବର୍ତ୍ତମାନ ଏହାର ୫୧୧୯ ବର୍ଷ ପୁରା ହୋଇସାରିଛି ,

Leave a Reply

Your email address will not be published. Required fields are marked *