April 17, 2024

Odia Express

News For Public

ଏହି ହିରୋ ହେଉଛନ୍ତି ଦୁନିଆଁର୍ ସବୁଠାରୁ ଧନୀଶାଳୀ ଲୋକ – ୫୦୦ କୋଟିର ଜେଟ୍ ବିମାନ ଓ ୧୦ ଟି ଆଲିଶାନ୍ ବଙ୍ଗଳାର ମାଲିକ ଅଟନ୍ତି ସେ..ଏବେ ଦେଖନ୍ତୁ

1 min read

ସେମିତି ଦୁନିଆଁରେ ବହୁତ ବଡ ବଡ ଅଭିନେତାମାନେ ଅଛନ୍ତି , ଆଜି ଆମେ ଆପଣଙ୍କୁ ଯେଉଁ ଅଭିନେତାଙ୍କ ବିଷୟରେ କହିବାକୁ ଯାଉଛୁ , ସିଏ ଦୁନିଆଁର ସବୁଠାରୁ ଧନୀକ ଅଭିନେତା ହିସାବରେ ଜଣାଯାଆନ୍ତି , ଆସନ୍ତୁ ଜାଣିବା ସେହି ଅଭିନେତାଙ୍କ ସଂମ୍ପର୍କିତ କିଛି ଖବର ଉପରେ । କହିଦେବୁ କି WWE ରେ ଆସିଥିବା ଡେବେନ୍ ଫୁଟବଲ୍ ଓ ରଗବି ପରି ଗେମ୍ ଖେଳୁଥିଲେ,  ଏହାପରେ ସେ ରେସଲିଙ୍ଗ୍ ଦୁନିଆଁରେ ପାଦ ଦେଲେ , ଓ ଦି ରକ୍ ନାଁରେ ପ୍ରସିଦ୍ଧି ଲାଭ କଲେ , ତାପରେ ଅଭିନୟ ବି କରିଥିଲେ,  ଡେଭିନ୍ ଜନସନ୍ ଯିଏ ହେଲେ ବି ଚିହ୍ନିଥିବେ , ଆପଣଙ୍କୁ କହିଦେବୁ କି ଡେଭିନ୍ ଜନସନ୍ ଦୁନିଆଁର ସବୁଠାରୁ ଧନୀ ଅଭିନେତାଙ୍କ ମଧ୍ୟରୁ ଜଣେ ଅଟନ୍ତି , ଡେଭିନ୍ ଜନସନ ସବୁଠାରୁ ପ୍ରଥମେ WWE ରେ କାମ କରିଥିଲେ , ତାପରେ ଡେଭିନ୍ ଜନସନ ଅଭିନୟ ଦୁନିଆଁକୁ ଚାଲିଗଲେ ।

 

ଡେଭିନ୍ ଜନସନ ଏକ ବର୍ଷରେ ୪୦୦ କୋଟି ଆରାମ ରେ କମାଇନେଇଥିଲେ , ଡେଭିନ୍ ଜନସନଙ୍କ ପାଖରେ ନିଜସ୍ୱ ଏକ ପ୍ରାଇଭେଟ୍ ଜେଟ୍ ଅଛି, ଏହି ଜେଟ୍ ଦାମ୍ ୪୩୫ କୋଟି ଟଙ୍କା ଅଟେ, ଯାହାକି ବହୁତ ଅଧିକା ଅଟେ , ଡେଭିନ୍ ଜନସନ ଙ୍କ ପାଖରେ ୧୦ ଟି ବଡ ବଙ୍ଗଳା ଅଛି , ଯାହାକି ବହୁତ ମହଙ୍ଗା ଅଟେ , ଏବେ ପର୍ଯ୍ୟନ୍ତ ସେ ମମି ରିଟର୍ଣ୍ଣସ୍ , ଦି ସ୍କରପିଅନ୍ କିଙ୍ଗ୍ , ଦି ରନ୍ ଡାଉନ୍ , ଓ ଫାଷ୍ଟ ଆଣ୍ତ ଫ୍ୟୁରିଅସ୍ ସମେତ ଦର୍ଜନରୁ ଅଧିକା ଫିଲ୍ମରେ କାମ କରିଛନ୍ତି , ଏଏବ୍ ପ୍ରିୟଙ୍କା ଚୋପ୍ରାଙ୍କ ହଲିଉଡ୍ ଡେବ୍ୟୁ ଫିଲ୍ମ ବେୱାଚ୍ ରେ ତାଙ୍କ ସହ ନଜର ଆସିଥିଲେ ।

Leave a Reply

Your email address will not be published. Required fields are marked *