ଏବେ ଗୃହମନ୍ତ୍ରୀ ହୋଇଥିବା ପ୍ରମୁଖ ନେତା ଅମିତ୍ ଶାହ ଆଜି ଗୁରୁବାରର ସକାଳ ୪ ଟାରେ ନିଜ ସ୍ତ୍ରୀଙ୍କ ସହ ଭଗବାନଙ୍କ ଆଳତୀ କରୁଥିବାର ନଜର ଆସିଥିଲେ, ଏହି ଆରତୀ ଗୁଜୁରାଟର ଅହମଦାବାଦ ସହରରେ ଜଗନ୍ନାଥ ମନ୍ଦିରର ଅଟେ , ଆପଣଙ୍କୁ ଜଣେଇଦେବୁ କି ଗୁରୁବାରକୁ ଅହମଦାବାଦରେ ରଥଯାତ୍ରା ଆରମ୍ଭ ହେବାକୁ ଅଛି । ଗୁରୁବାରକୁ ଅମିତ୍ ଶାହ୍ ଅହମଦାବାଦରେ ସକାଳ ୪ ଟା ସମୟରେ ନିଜ ସ୍ତ୍ରୀଙ୍କ ସହ ଜଗନ୍ନାଥଙ୍କ ମନ୍ଦିରରେ ପହଞ୍ଚିଥିଲେ ,ଅମିତ୍ ଶାହ ଏଠାରେ ପୁଜା ଅର୍ଚ୍ଚନା କରିଥିଲେ, ଓ ତାଙ୍କ ସ୍ତ୍ରୀ ସୋନଲ୍ ଶାହ ବି ମଙ୍ଗଳ ଆଳତୀ କଲେ , ଅହମଦାବାଦରେ ଗୁରୁବାରକୁ ରଥଯାତ୍ରା ଆରମ୍ଭ ହେବାକୁ ଯାଊଛି ,
ଏମିତିରେ ଭଗବାନଙ୍କ ଦର୍ଶନ ନେବା ପାଇଁ ଅମିତ୍ ଶାହ ସକାଳ ୪ ଟାରୁ ନିଜ ସ୍ତ୍ରୀଙ୍କ ସହ ଜଗନ୍ନାଥ ଜୀଙ୍କୁ ଦର୍ଶନ କଲେ , ତାଙ୍କ ଆସିବାର କାରଣ ଏହା ଥିଲା କି ଗୃହମନ୍ତ୍ରୀ ହେବାପରେ ଗୁଜୁରାଟ ଆସିବାର ଏହା ତାଙ୍କର ପ୍ରଥମ ଗ୍ରସ୍ତ ଥିଲା , ଏମିତିରେ ନୁଆ ପାରିର ଆରମ୍ଭ କରି ପୂର୍ବ ଗୁଡ ଲକ୍ ସହ ଇଶ୍ୱରଙ୍କ ଆଶିର୍ବାଦ ନେବାକୁ ଚାହୁଁଥିଲେ । ଏହା ପୂର୍ବରୁ ଓଡିଶାରେ ରଥଯାତ୍ରା ହୋଇଥିଲା ଯାହାପରେ ଅହମଦାବାଦରେ ଜଗନ୍ନାଥ ମହାପ୍ରଭୁଙ୍କର ରଥଯାତ୍ରା ବାହାରିବାର କାର୍ଯ୍ୟକ୍ରମ ରଖାଯାଇଥିଲା , କହିଦେବୁ କି ଅହମଦାବାଦରେ ୧୪୨ ତମ ରଥଯାତ୍ରା ଏହା ହେବ , ଏହି ଥର ରଥଯାତ୍ରାରେ ୧୭ କିଲୋମିଟର ଯାଏଁ ରଥଯାତ୍ରା ହେବାର ଅଛି , ଏତିକି ନୁହେଁ ଯାତ୍ରା ସମୟରେ ରାସ୍ତାରେ ଏକ ଲକ୍ଷ ଶାଢୀ ବିଛା ଯିବ ,
ଏହାପରେ ସେହି ଶାଢୀକୁ ମନ୍ଦିର ଦର୍ଶନ କରିବାକୁ ଆସୁଥିବା ବିବାହିତ ଜୋଡାଙ୍କୁ ଗିଫ୍ଟ କରିଦିଆଯିବ , ରଥଯାତ୍ରା ସମୟରେ ଜଗନ୍ନାଥଙ୍କ ଅତିରିକ୍ତ ଭକ୍ତଙ୍କ ଦ୍ୱାରା ବଡ ଭାଇ ବଳରାମ ଓ ଭଉଣୀ ସୁଭଦ୍ରାଙ୍କ ପୁଜା ପାଠ କରାଯାଏ , ଏହା ଅହମଦାବାଦର ଏକ ପ୍ରସିଦ୍ଧ ଉତ୍ସବ ଅଟେ , ଯେଉଁଥିରେ ଅମିତ୍ ଶାହ ପ୍ରତିବର୍ଷ ସାମିଲ୍ ହୋଇଥାନ୍ତି , ଏମିତିରେ ସେ ନିଜ ସ୍ତ୍ରୀ ସୋନଲ୍ ଶାହଙ୍କ ସହ ଆସି ପହଞ୍ଚିଛନ୍ତି , ନିଜ ସ୍ତ୍ରୀଙ୍କ ସହ ସକାଳ ୪ ଟାରୁ ଆରତୀ କରୁଥିବା ଏହି ଭିଡିଓ ୟୁଟ୍ୟୁବରେ ବହୁତ ଭାଇରାଲ୍ ହୋଇଛି, ଖାସକରି ଭାଜପାର ସମର୍ଥକ ଏହାକୁ ବହୁତ ପସନ୍ଦ କରିଛନ୍ତି , ଏହି ଭିଡିଓ ଏନ୍ ଆଇ ନିଜ ଟ୍ୱିଟର୍ ହ୍ୟାଣ୍ତେଲ୍ ରେ ସେୟାର୍ କରିଛନ୍ତି , ଆପଣ ବି ଏହି ଭିଡିଓ ଦେଖିପାରିବେ ।
କହିଦେବୁ କି ଲୋକସଭା ନିର୍ବାଚନ ୨୦୧୯ ରେ ବିଜେପି ସରକାରର ଏକ ଭାରି ବହୁମତରେ ଜିତ୍ ହାସିଲ୍ କରିବାର ଅମିତ୍ ଶାହଙ୍କ ଏକ ମହତ୍ତ୍ୱପୂର୍ଣ୍ଣ ଭୂମିକା ଅଛି , ନିଜର ବୁଦ୍ଧି ଓ ରଣନୀତି ସକାଶେ ଭାଜପା ପୁର୍ଣ୍ଣ ବହୁମତରେ ଆଜି ପୁଣି ଆଉଥରେ ସରକାର ବନେଇବାର ସଫଳ ହୋଇଛି , ପାର୍ଟିର ନିର୍ବାଚନରେ ୩୦୦ ରୁ ଅଧିକା ସିଟ୍ ମିଳିଛି , ଯାହାକି ଏକ ଇତିହାସ ଅଟେ , ବହୁତ ଲୋକଙ୍କର ମାନିବା କଥା କି ଏହା ଟାର୍ଗେଟ୍ ଅମିତ୍ ଶାହଙ୍କ ମାଇଣ୍ତ ବିନା ହାସିଲ୍ କରିବା ମୁସକିଲ୍ ଥିଲା , ଅମିତ୍ ଶାହ ଯେଉଁ ସବୁ ରାଜ୍ୟରେ ଫୋକସ୍ କଲେ , ଓ ଅଧିକା ରୁ ଅଧିକା ସିଟ୍ ହାସିଲ୍ କରିବାର ଚେଷ୍ଟା କଲେ ତାଙ୍କର ଭାଜପା ସେମିତି ଅନ୍ୟ ପାର୍ଟିର ନେତା ବି ପ୍ରଶଂସା କରୁଛନ୍ତି , ଏହି ନିର୍ବାଚନ ଜିତ୍ ପରେ ଅମିତ୍ ଶାହ ଭାଜପାର ଅଧ୍ୟକ୍ଷ୍ୟ ପଦରୁ ହଟିକରି ଗୃହମନ୍ତ୍ରୀ କାର୍ଯ୍ୟଭାର ସମ୍ଭାଳିଛନ୍ତି , ଏହାପରେ ସେ ବହୁତ ଲୋକଙ୍କୁ ଆଶା ରଖିଛନ୍ତି କି ଏଥିରେ ଭାରତ ଓ ପାକିସ୍ଥାନ ମଧ୍ୟରେ ନେଇକରି କାଶ୍ମୀରର ହାଲାତ୍ ସୁଧରି ଯିବ ,
#WATCH: Home Minister Amit Shah and his wife Sonal Shah offer prayers at Lord Jagannath Temple in Ahmedabad, Gujarat. pic.twitter.com/QnowQcdqG5
— ANI (@ANI) July 3, 2019