April 21, 2024

Odia Express

News For Public

୧୫ ଦିନ ହେଲା ATM ରୁ ବାହାରୁ ନଥିଲା ପଇସା, ଯେବେ ବ୍ୟାଙ୍କ୍ କର୍ମଚାରୀ ଆସି ATM ମେସିନ୍ ଖୋଲିଲେ , ତେବେ ସମସ୍ତଙ୍କ ହୋସ୍ ଉଡିଗଲା

ମୂଷା ଯେତେ ବି ନଷ୍ଟ କରନ୍ତି ଏହା ଆପଣ ଏହି କଥାରୁ ବିଶ୍ୱାସ କରିପାରିବେ , ଆପଣ ଏହି ଖବରକୁ ପଢିକରି ଜାଣିପାରିବେ , ଆସାମର ତିନସୁକିୟାରେ ଅଜବ ମାମଲା ସାମନାକୁ ଆସିଛି , ଏଠାରେ ଲୋକମାନଙ୍କ କହିବା କଥା କି ଯେବେ ଏଟିଏମ୍ ଅଚଳ ହୋଇଯାଇଥିଲା , ସେତେବେଳେ ବ୍ୟାଙ୍କ୍ କର୍ମଚାରୀ ଆସି ଏଟିଏମ୍ ମେସିନ୍ କୁ ଖୋଲିଥିଲେ , ସେହି ସମୟରେ ନୋଟ୍ ଗୁଡିକ ଖଣ୍ତ ବିଖଣ୍ତିତ ହୋଇ ବାହାରେ ପଡିଥିଲା , ସେହି ନୋଟ୍ ଗୁଡିକ ମୂଷା ସବୁ କାଟି ଗୁଣ୍ତ କରିଦେଇଥିଲା , ଆପଣଙ୍କୁ କହିଦେବୁ କି ଏଟିଏମ୍ ଷ୍ଟେଟ୍ ବ୍ୟାଙ୍କ ଅଫ୍ ଇଣ୍ତିଆର ଥିଲା , ଆସନ୍ତୁ ଜାଣିବା ପୂରା ମାମଲା ।

 

ଜଣାଯାଏ ଯେ ତିନସୁକିୟା ଏସ୍ ବି ଆଇ ଏଟିମ୍ ମେସିନ୍ ଖରାପ ହେବାର ଖବର ଲୋକମାନଙ୍କ ଦ୍ୱାରା ଅଭିଯୋଗ ହୋଇଥିଲା , ତାହାପରେ ବ୍ୟାଙ୍କ୍ ଅଧିକାରୀ ମାଣେ ଆସି ଯେବେ ମେସିନ୍ ଖୋଲିଲେ , ତେବେ ଅଧିକାରୀଙ୍କ ହୋସ୍ ଉଡିଗଲା , ମେସିନ୍ ଭିତରେ ୧୦ କିମ୍ବା ୨୦ ହଜାର ଟଙ୍କା ନଥିଲା ବରଂ ପୂରା ୧୨ ଲକ୍ଷ ଟଙ୍କାକୁ ମୂଷା କାଟି ଖଣ୍ତ ବିଖଣ୍ତିତ କରିଦେଇଥିଲେ

ସେ ଦେଖିଲେ କି ୫୦୦ ଓ ୨୦୦୦ ଟଙ୍କିଆ ନୋଟ୍ କୁ ମୂଷା କାଟି ପକାଇଛନ୍ତି , ଏହା ବିଷୟରେ ବ୍ୟାଙ୍କ୍ ର ଏକ ଅଧିକାରୀ କହିଲେ କି ତିନିସୁକିୟାର ଲେପୁଲି ଇଲାକାରେ ଏଟିଏମ୍ ବହୁତ ଦିନ ହେଲା ଯାନ୍ତ୍ରିକ ତୃଟି ଦେଖାଦେଇଥିବାରୁ ବନ୍ଦ ହୋଇଯାଇଥିଲା , ଅଧିକାରୀ କହିଲେ ଏହା ୧୨ ଲକ୍ଷ ୩୮ ହଜାର ଥିଲା , ଯାହାକୁ ମୂଷା ମାନେ କାଟି ଖଣ୍ତ ବିଖଣ୍ତିତ କରିଦେଇଛନ୍ତି

Leave a Reply

Your email address will not be published. Required fields are marked *