April 11, 2024

Odia Express

News For Public

ଅସଲି ପେନ୍ କିଲର୍ ଅଟେ ଏହି ଗଛ , ଶରୀରରେ ଯେଉଁଠି ବି ପୀଡା ହେଲେ ଗରମ ପାଣି ସହ ଗୋଟେ ପତ୍ର ଖାଇ ନିଅନ୍ତୁ…

1 min read

ଆପଣଙ୍କ ସହଯୋଗ ଓ ନୂଆ ନୂଆ ପସନ୍ଦିତା ଓ ଆପଣଙ୍କ ଅନୁରୋଧ ରକ୍ଷା କରି ଆମେ ଆଜି ଆପଣଙ୍କ ପାଖେ ନେଇ ଅଶିଚୁ ଏକ ନୂଆ ଜଡିବୁଟି ବିଷୟରେ |ଯାହା ଜାଣିଲେ ଆପଣ ମଧ୍ୟ ଖୁସି ହେବେ | ଯଦି ଆପଣଙ୍କ କିଛି ରୋଗର ସମାଧାନ ଚାହୁଁଛନ୍ତି ତେବେ ଆମକୁ କେମେଣ୍ଟ ମାଧ୍ୟମରେ କୁହନ୍ତୁ ,ଆମେ ଏହାର ଉପଚାର କିବା ପାଇଁ ଚେଷ୍ଟା କରିବୁ | ନିର୍ଗୁଣ୍ତି ଶରୀରରେ ରୋଗରୁ ରକ୍ଷା କରିଥାଏ , ଏହି ରୋଗକୁ ରାମବାଣ ଔଷଧୀ ମାନିଥାନ୍ତି , ଛଅ ରୁ ବାର ଫୁଟ ଉଚ୍ଚା ଏହି ଗଛ , ଝାଡିନୁମା ସୁକ୍ଷ୍ମ ରୁମରେ ଘୋଡାଇ ହୋଇଥାଏ , ପତ୍ରଗୁଡିକୁ ଚିହ୍ନିକରି ଏହାକୁ ଆଣିପାରିବ , ଏହାର ଫଳ ଗୁଡୀକ ଛୋଟ ଛୋଟ , ଗୋଲ ଏବଂ ଧଳା ବର୍ଣ୍ଣର ହୋଇଥାଏ ।

ଏହା କଫ ବାତନାଶକ ଔଷଧୀ ରୁପରେ ଜଣାଯାଇଥାଏ , ଯାହାର ଶ୍ରେଷ୍ଠ ବେଦନାସ୍ଥାପନା ଅର୍ଥାତ୍ କଷ୍ଟର କମ୍ କରୁଥିବା ଔଷଧୀ ବୋଲି ଜାଣିଥାନ୍ତି , ଏହା ଭରିବା ଭଳି ଗୁଣ ସହ ଯୋଡି ହୋଇଥାଏ , ଆସନ୍ତୁ ଜାଣିବା ଏହାର ଔଷଧୀୟ ପ୍ରୟୋଗରେ ଆମେ କିଛି ଜଣାଇବୁ , ଏହାର ପତ୍ରକୁ ଫୁଟାଇ ଖଣ୍ତ କରି ପୀଡା ହେଉଥିବା ଜାଗାରେ ବାନ୍ଧିଦିଆଯାଏ , ଓ ଏଥିରୁ ଉପଶମ ମିଳିଥାଏ , ଏହାର ପତ୍ରକୁ ସିଝାଇକରି କୁଳିକଲେ ଗଳାର ପୀଡା ଦୂର ହୁଏ ,

ଯଦି ମୁହଁରେ ଚୋପା ଛାଡିଯାଇଛି , କିମ୍ବା କେଉଁପ୍ରକାରର ଫୁଲିଥାଏ , ତେବେ ହାଲକା ନଖ ଉଷୁମ ପାଣିରେ ନିର୍ଗୁଣ୍ତି ତେଲ ଓ କିଛି ପରିମାଣରେ ଲୁଣ ମିଶାଇ ଗଳଗଳ କଲେ ଆରାମ ମିଳିଥାଏ , ଯଦି ଓଠ କଟି ଯାଇଛି ତେବେ କେବଳ ଏହାର ତେଲ ଲଗାଇଲେ ଲାଭ ମିଳିଥାଏ । କେଉଁ ପ୍ରକାରର କାନ ପୀଡା ହେଲେ ନୀର୍ଗୁଣ୍ତି ପତ୍ରକୁ ତେଲ ଓ ମହୁ ସହ ମିଶାଇ ଗୋଟେ ଦୁଇ ବୁନ୍ଦା କାନରେ ପକାନ୍ତୁ , ନିଶ୍ଚିତ ଲାଭ ମିଳିବ , ଧିମା ଆଞ୍ଚରେ ନିର୍ଗୁଣ୍ତିର ପତ୍ରକୁ ଅଧା ଲିଟର ପାଣିରେ ପକାଇ ୧୦-୨୦ ମିଲି ପାତ୍ରରେ ଦିନରେ ଦୁଇ ରୁ ତିନିଥର ଖାଲି ପେଟରେ ଦେଲେ ସାୟଟିକା ଯେପରି ସ୍ଥିତିରେ ଏହା ପ୍ରଭାବୀ ହୋଇଥାଏ ।

 

ନିର୍ଗୁଣ୍ତି ଚୁର୍ଣ୍ଣ ଶୁଣ୍ଠି ଚୁର୍ଣ୍ଣ ସହ ବରାବର ମାତ୍ରାରେ ମିଶାଇକରି ସେକ୍ସୁଆଲ୍ ଆକ୍ଟିଭିଟୀ ବଢାଇଥାଏ , ମାଂସପେଶୀକୁ ଫୁଲିବାରୁ ରକ୍ଷା କରିବାକୁ ହେଲେ , ନିର୍ଗୁଣ୍ତିର ଛାଲ ଚୁର୍ଣ୍ଣ ପାଞ୍ଚ ମାତ୍ରା ଦେବା ଲାଭକାରୀ ହୋଇଥାଏ , ଥଣ୍ତା ଜ୍ୱର, କାଶ ଆଦି ରୋଗରୁ ମୁକ୍ତି ପାଇବାକୁ ହେଲେ ଏହାର ତେଲକୁ ମାଲିସ୍ କରିଦେଲେ ଆରାମ ମିଳିଥାଏ ।

କେଉଁ ପ୍ରକାରର ମୁଣ୍ତ ବିନ୍ଦା ଆଣ୍ଠୁ ଗଣ୍ଠିର ଫୁଲିବା , ଏହି ପତ୍ରକୁ ଗରମ କରି ବାନ୍ଧିକରି ସେହି ଜାଗାରେ ଦେଲେ ଫୁଲିବା କମ୍ ହୋଇଯାଏ , ଆୟୁର୍ବେଦଚାର୍ଯ୍ୟଙ୍କ କହିବା କଥା କି ଏହି ଗଛର ପତ୍ରକୁ ଖାଇଲେ କ୍ୟାନସର ପରି ରୋଗ ଦୂର ହୋଇଥାଏ

Leave a Reply

Your email address will not be published. Required fields are marked *