March 26, 2024

Odia Express

News For Public

ଡ୍ରେସ ପିନ୍ଧିବା ସମୟରେ ବୋତାମ ଛିଡିବା , ଓ ଚାବିରେ ଜଙ୍କ ଲାଗିବା ଜୀବନରେ ଏହି ସଙ୍କେତ ଦେଇଥାଏ..

ଏହି ଦୁନିଆଁରେ ଯାହା ବି ଘଟଣା ହୋଇଥାଏ ତାହା କେଉଁ ଅନ୍ୟ ଘଟଣା ସହ ସଂବନ୍ଧ ରଖିଥାଏ , ବହୁତଥର ଏହା ଭବିଷ୍ୟତରେ ହେବାକୁ ଥିବା ହାନି ବିଷୟରେ କହିଥାଏ , ଯଦି ଆପଣ ଏହି ସଙ୍କେତକୁ ବୁଝିପାରିବେ ତେବେ ଆଗକୁ ଆସୁଥିବା ଖରାପ ଜିନିଷକୁ କାଟିପାରିବେ , ଏହି କଥାକୁ ଧ୍ୟାନରେ ରଖି ଆଜି ଆମେ ଆପଣଙ୍କୁ ଏମିତି କିଛି ଜିନିଷ ବିଷୟରେ କହିବାକୁ ଯାଉଛୁ , ଯାହା ଆପଣଙ୍କ ଆସୁଥିବା ସଙ୍କଟ ବିଷୟରେ ଜଣାଇବ , ଯଦି ଆପଣଙ୍କ ସହ ଏମିତି କିଛି ହୋଇଥାଏ ତେବେ ଆପଣ ସାବଧାନତା ଅବଲମ୍ବନ କରନ୍ତୁ , ତେବେ ଆସନ୍ତୁ ଜାଣିନେବା ସେହି ବିଷୟରେ ।

 

ଛିଙ୍କ ଆସିବା : ଏବେ ଏହା ତ ସମସ୍ତେ ଜାଣିଥିବେ କି ଆପଣ ଯେବେ କେବେ କେଉଁଠି କୁ କେଉଁ କାମରେ ଯାଉଛନ୍ତି ତେବେ ଛିଙ୍କ ଆସିଲେ ତାହା ଅଲକ୍ଷଣ ହୋଇଥାଏ , କିଛି ମିନିଟ୍ ଗୋଟେ ସ୍ଥାନରେ ବସିଯାଆନ୍ତି , ଓ ବାହାରକୁ ବାହାରନ୍ତି , କିନ୍ତୁ ଯଦି କିଏ ଗୋଟେରୁ ଅଧିକା ଥର ଛିଙ୍କ ମାରେ ତେବେ ଅଶୁଭ ସଙ୍କେତ ହୋଇନଥାଏ,  ଏମିତିରେ ବିନା ବସିବାରେ ଯାଇପାରିବେ , ଯଦି ଆପଣ କେଉଁ ଯାତ୍ରାରେ ଯାଉଛନ୍ତି ତେବେ କେଉଁ ଗାଇ ଛିଙ୍କ ମାରିଲେ ତେବେ ଯାତ୍ରାକୁ ସ୍ଥଗିତ କରିନେବା ଉଚିତ୍ , ଏହା ଆସୁଥିବା ଦୁର୍ଘଟଣାର ସଙ୍କେତ ଦେଇଥାଏ ।

 

ଚାବିରେ ଜଙ୍କ ଲାଗିବା ବା କଳଙ୍କି ଲାଗିବା : ଘରର କେଉଁ ଆଲମୀରାର ଚାବିରେ ଜଙ୍କ ଲାଗିଲେ ତେବେ ଏହା ସଙ୍କେତ ଦେଇଥାଏ କି ଏହା ଆପଣଙ୍କ ଧନର ହାନି ହେବାର ଅଛି ,ଏମିତି ସ୍ଥିତିରେ ଆପଣଙ୍କୁ ଏକ ନୁଆ ଚାବି ବନାଇବା ଉଚିତ୍ , ଯଦି ସେହି ଜଙ୍କ୍ ଚାବିରେ ବ୍ୟବହାର କରିବେ ତେବେ ଆପଣଙ୍କ ଆଲମିରାରେ ରଖିଥିବା ଧନ ଜଲଦି ଖର୍ଚ୍ଚ ହୋଇଯିବ , ଆହୁରି ଏକ ଟିପ୍ସ ଅଛି କି ଆପଣଙ୍କ ଘରର ଚାବି ଗୋଟେ ବାକ୍ସରେ ରଖିଦେବେ , ଯେଉଁଥିରେ ମୟୁର ପଙ୍ଖ ଥିବ , ତେବେ ଏହା ଦ୍ୱାରା ଆପଣଙ୍କ ଧନର ବୃଦ୍ଧି ଘଟିବ  ।

 

କପଡାରୁ ବୋତାମ ଛିଡିବା : କପଡା ପିନ୍ଧୁଥିବା ସମୟରେ ଯଦି ସାର୍ଟରୁ ବଟନ୍ ଛିଡିଯାଏ ତେବେ ଏହା ଖରାପ ସଙ୍କେତ ଦେଇଥାଏ , ଏହା ଆପଣଙ୍କୁ ଦୁର୍ଭାଗ୍ୟ ଦର୍ଶାଇଥାଏ , ଏହା ସବୁ କାମ ବିଗାଡିବାକୁ ଲାଗେ,  ଏହା ଖରାପ ଭାଗ୍ୟ ଆପଣଙ୍କ ଉପରେ ଗୋଟେ ସପ୍ତାହ ପର୍ଯ୍ୟନ୍ତ ରହିଥାଏ , ଏମିତି ସ୍ଥିତିରେ ଆପଣଙ୍କ ସାର୍ଟର ବଟନ ଛିଡିବା ପରେ ଯଦି ନୁଆ ବଟନ ଲଗାଇଦେଲେ ତେବେ ଗୋଟେ ସପ୍ତାହ ଯାଏଁ କିଛି ଜରୁରୀ କାମ କରନ୍ତୁ ନାହିଁ । ଯଦି କପଡା ବଟନ ପରେ କେବେ ରାସ୍ତାରେ କେଉଁ ଅନ୍ୟ କାମ କରିବା ସମୟରେ ଛିଡିଯାଏ ତେବେ ଏହା ସଙ୍କେତ ହୋଇଥାଏ କି ଶତ୍ରୁ ଆପଣଙ୍କ କ୍ଷତି କରିବାର ଚେଷ୍ଟା କରୁଛି ।

 

କୁକୁର ଭୋକିବା : ଆପଣଙ୍କ ଘରେ ଯଦି କେଉଁ ଗୃହ ପାଳିତ କୁକୁର ଅଛି ତେବେ ସେ ଯଦି ଆପଣଙ୍କ ଯିବା ସମୟରେ ଅଧିକା ସମୟ ଯାଏଁ ଭୋକେ ତେବେ ଏହା ଅଶୁଭ ସଙ୍କେତ ହୋଇଥାଏ,  ଏମିତିରେ ଭଗବାନଙ୍କୁ ମୁଣ୍ତିଆ ମାରି ଘରୁ ବାହାରିବା ଉଚିତ୍ , ଏହାର ଅତିରିକ୍ତ ରାତିରେ ଯଦି ପାଳିଥିବା କୁକୁର କିମ୍ବା ବାହାର ବୁଲା କୁକୁର କାନ୍ଧୁଥାଏ ତେବେ ଏହା ସଙ୍କେତ ଦେଇଥାଏ କି ତେବେ ଆଖପାଖରେ କେଉଁ ଖରାପ ଶକ୍ତି ବୁଲୁଅଛି , ଏମିତିରେ ସକାଳ ଉଠି ହନୁମାନ ଚାଳିଶା ପାଠ କରିବା ଉଚିତ୍ , ଏହା ଛଡା ଘର ଚାରିପାର୍ଶ୍ୱରେ ଗଙ୍ଗାଜଳର ଛିଞ୍ଚନ କରିବା ଉଚିତ୍ ,

Leave a Reply

Your email address will not be published. Required fields are marked *