ବିଶ୍ୱକପ ୨୦୧୯ କୁ ନେଇକରି ଏକ ବଡ ଭବିଷ୍ୟବାଣୀ କଲେ ଏହି ବଡ ଖେଳାଳି – କହିଲେ ଏହି ଦୁଇ ଦେଶ ଯିବେ ଫାଇନାଲ୍ ରେ ହେବ କଡା ମୁକାବିଲା..

ଯେପରି କି ଆପଣ ସମସ୍ତେ ଜାଣିଛନ୍ତି କି ପୁରା ବିଶ୍ୱରେ ଏବେ ଆଇସିସି ୱାର୍ଲଡ୍ କପ୍ କୁ ନେଇକରି ବହୁତ କଳ୍ପନା ଜଳ୍ପନା ଚାଲିଛି , ଦେଖୁ ଦେଖୁ ୱାର୍ଲଡ୍ କପ୍ ର ଅନ୍ତିମ ଚରଣ ଆସି ପହଞ୍ଚିଯାଇଛି । ମଙ୍ଗଳବାର ୯ ଜୁଲାଇକୁ ଗୁରୁବାର ୧୧ ଜୁଲାଇ କୁ ଏମାନଙ୍କ ସେମି ଫାଇନାଲ୍ ମ୍ୟାଚ୍ ହେବ । ଏହି ମ୍ୟାଚ୍ ନିଶ୍ଚିତ କରିବ କି କେଉଁ ଦୁଇଟି ଟିମ୍ ଫାଇନାଲ୍ ରେ ଖେଳିବ , ଆପଣଙ୍କୁ କହିଦେବୁ କି ଭାରତ ରାଙ୍କ୍ ରେ ସବୁଠାରୁ ଶିର୍ଷରେ ଅଛି , ଓ ଟପ୍ ୪ ରେ ଜାଗା ପକ୍କା କରିନେଇଛି, ଏହି ଲିଷ୍ଟରେ ଦ୍ୱିତୀୟ ସ୍ଥାନରେ ଅଷ୍ଟ୍ରେଲିଆ, ତୃତୀୟରେ ଇଂଲଣ୍ତ ଓ ଚତୁର୍ଥରେ ନ୍ୟୁଜିଲାଣ୍ତ ଅଛି,  ଯେଉଁଠି ମଙ୍ଗଳବାରକୁ ଭାରତ ଓ ନ୍ୟୁଜିଲାଣ୍ତ ମଧ୍ୟରେ ସେମିଫାଇନାଲ୍ ହେବ , ସେପଟେ ଗୁରୁବାରକୁ ଅଷ୍ଟ୍ରେଲିଆ ଓ ଇଂଲଣ୍ତ ମଧ୍ୟରେ ଏକ ମ୍ୟାଚ୍ ହେବ , ଏହି ସ୍ଥିତିରେ ସବୁଠାରୁ ବଡ ପ୍ରଶ୍ନ ଆସୁଛି କି ଫାଇନାଲ୍ ରେ କେଉଁ ଦୁଇଟି ଟିମ୍ ଆମ୍ନା ସାମ୍ନା ହେବ , ଏହି କଥାକୁ ନେଇ ଭବିଷ୍ୟବାଣୀ ଦକ୍ଷିଣ ଆଫ୍ରିକା କ୍ରିକେଟ୍ ଟିମ୍ ଅଧିନାୟକ ଫାଫ୍ ଡୁ ପ୍ଲେସି କରିଛନ୍ତି ।

 

ଫାପ୍ ଡୁ ପ୍ଲେସିସ୍ ୱାର୍ଲଡ୍ କପ୍ ୨୦୧୯ ର ଫାଇନାଲ୍ ରେ ଭାରତ ଓ ଇଂଲଣ୍ତର ଆମନା ସାମ୍ନା ହେବ ବୋଲି କହିଛନ୍ତି , ସେ କହିଲେ କି କିଛି ମ୍ୟାଚରୁ ନ୍ୟୁଜିଲାଣ୍ତ ଟିମ୍ ର ପରଫରମାନ୍ସ ଭଲ ନାହିଁ , ଏହା ଅନୁମାନ ଅଛି କି ଭାରତ ସେମି ଫାଇନାଲ୍ ରେ ହରାଇକରି ଫାଇନାଲ୍ ରେ ପ୍ରବେଶ କରିବ , ସେମିତି ଇଂଲଣ୍ତ ଓ ଅଷ୍ଟ୍ରେଲିଆ ମଧ୍ୟରେ ହେବାକୁ ଥିବା ମ୍ୟାଚରେ ଇଂଲଣ୍ତର ଜିତ୍ ଆସାର ଅଧିକା ଲାଗୁଛି , ଡୁ ପ୍ଲେସିସ୍ କହିଲେ କି ଆମର ଲାଷ୍ଟ ମ୍ୟାଚ୍ ରେ ଅଷ୍ଟ୍ରେଲିଆ ଠାରୁ ଜିତ୍ ରୁ ଭାରତକୁ ବେଶୀ ଖୁସି ଲାଗିଥିଲା ।

 

ଅଷ୍ଟ୍ରେଲିଆ ଏବେ ପର୍ଯ୍ୟନ୍ତ ସବୁଠାରୁ ଶୀର୍ଷ ଅଙ୍କ ତାଲିକାରେ ଥିଲା,  କିନ୍ତୁ ସାଉଥ୍ ଆଫ୍ରିକା ଗତ ମ୍ୟାଚରେ ହରାଇଲା , ତେବେ ସେ ଗୋଟେ ଅଙ୍କ ତାଲିକା ତଳକୁ ଖସିଗଲେ । ସେପଟେ ଇଣ୍ତିଆ ଶ୍ରୀଲଙ୍କାକୁ ହରାଇଲା ଯାହା ପରେ ସବୁଠାରୁ ଟପ୍ ଟିମ୍ ପୋଜିସନ୍ ରେ ସେ ଏବେ ଅଛି, ଡୁ ପ୍ଲେସିସ୍ ଙ୍କ କହିବା କଥାକି ବିଶ୍ୱକପ୍ ଭାରତ ଓ ଅଷ୍ଟ୍ରେଲିଆ ଦୁହେଁ ଶାନଦାର୍ ପ୍ରଦର୍ଶନ କରିଛନ୍ତି , ଏଥିପାଇଁ ମୁଁ ଦୁଇଟି ଟିମ୍ କୁ ସମର୍ଥନ କରିବି ।

ଏବେ ଡୁ ପ୍ଲେସିସ୍ ସେମି ଫାଇନାଲ୍ ରେ କେଉଁ ଟିମ୍ ଜିତିବାକୁ ନେଇ ଭବିଷ୍ୟବାଣୀ କରିଦେଲେ କିନ୍ତୁ ଫାଇନାଲ୍ କିଏ ଜିତିବ , ଏହା ବଡ ପ୍ରଶ୍ନ ଅଟେ , ସବୁ ଦେଶର ନାଗରିକ ଏହା ଚାହଁନ୍ତି କି ତାଙ୍କ ଟିମ୍ ବିଶ୍ୱକପ୍ ଜିତି ଯାଉ । ଭାରତ କଥା କହିଲେ ସେ ଶେଷଥର ୨୦୧୧ ରେ ୱାର୍ଲଡ୍ କପ୍ ଜିତିଥିଲା , ସେହି ସମୟରେ ମହେନ୍ଦ୍ର ସିଂ ଧୋନୀ ଅଧିନାୟକ ଥିଲେ , ଧୋନୀ ଏବେ ଟିମ୍ ରେ ଅଛନ୍ତି କିନ୍ତୁ ବିରାଟ କୋହଲି ଏବେ ଅଧିନାୟକ ଅଛନ୍ତି ମାନେ ଏବେ ଡବଲ୍ ଦିମାଗ କାମ କରୁଛି ଟିମ୍ ଇଣ୍ତିଆ ଟିମ୍ ରେ , ଏମିତିରେ ଲୋକଙ୍କ କହିବା କଥା କି ଏହିଥର ଭାରତ ନିଜ ଅକ୍ତିଆରକୁ ୱାର୍ଲଡ କପ୍ ଆଣିପାରେ , କିନ୍ତୁ ଆମେ ବାକି ଦେଶର ଟିମ୍ କୁ କମ୍ ଭାବିବା ଉଚିତ୍ ନୁହେଁ , ସବୁ ଟିମ୍ ଏହି ସିରିଜ୍ ରେ ଜିତିବାର ସ୍ୱପ୍ନ ଦେଖୁଛି । ସମସ୍ତଙ୍କ ପରଫରମାନ୍ସ ଭଲ ଅଛି, ଏମିତିରେ ଦେଖିବାକୁ ଅଛି କି ୧୪ ଜୁଲାଇରେ ହେବାକୁ ଥିବା ଫାଇନାଲ୍ ମ୍ୟାଚ୍ ରେ କିଏ ଜିତ୍ ହାସିଲ୍ କରିବ ।

Leave a Reply

Your email address will not be published.