April 22, 2024

Odia Express

News For Public

ଏବେ ପଇସା କମେଇବା ହେଲା ସହଜ , ଖାଲି ଚୁପ୍ ଚାପ୍ ରାତିରେ ଏହି ଜାଗାରେ ରଖିଦିଅନ୍ତୁ ଗୁଜୁରାତି ଓ ଦେଖନ୍ତୁ ତାର ଚମତ୍କାରିତା..

ଆଜିର ଏହି ଉପାୟ ବହୁତ କାମକୁ ଆସିବ ଯେଉଁମାନେ ଜୀବନରେ ହାର୍ ମାନିସାରିଛନ୍ତି , ଯଦି ଆପଣଙ୍କୁ ଏପରି ଲାଗୁଛି କି ଜୀବନ ମଧ୍ୟରେ ଆପଣ ଏକେଲା ହୋଇଯାଇଛନ୍ତି ତେବେ ଆଶା କରୁଥିବା ବ୍ୟକ୍ତିଙ୍କ ଠାରୁ ଧୋକା ମିଳିଛି ତେବେ ଚିନ୍ତା କରିବାର କୌଣସି ଆବଶ୍ୟକତା ନାହିଁ ଆଜି ଏହି ସମାଧାନ ପରେ ଆପଣଙ୍କ ଚିନ୍ତା ଓ ଅସୁବିଧା ଦୁର ହୋଇଯିବ , ସବୁଠାରୁ ପ୍ରଥମେ କହିଦେବୁ କି ଏହି ସବୁ ଉପାୟ ଆପଣଙ୍କୁ ଏକେଲା ହିଁ କରିବାକୁ ହେବ , ଯଦି କେହି ଜାଣିପାରିଲେ କିମ୍ବା ଏହି କାର୍ଯ୍ୟ କରୁଥିବାର ଦେଖିଦେଲେ ତେବେ ଏହା ସଫଳ ହୋଇପାରିବ ନାହିଁ , ଆଜି ଆମେ ସେହି ଉପାୟ ବିଷୟରେ ଆଲୋଚନା କରିବୁ ଯାହା ଲୋକଙ୍କର ଭାଗ୍ୟ ବଦଳାଇ ଦେଇଛି , ଏକ ମାତ୍ର ଗୁଜୁରାତି ଦ୍ୱାରା ଆମ ଭାଗ୍ୟରେ ପରିବର୍ତ୍ତନ ହୋଇପାରିଛି , ଓ ସଫଳତା ହାସିଲ୍ କରିହୋଇଛି ।

 

ଏଥିପାଇଁ ଆପଣଙ୍କୁ ୨୧ ଟି ସବୁଜ ଗୁଜୁରାତି ଦରକାର ପଡିପାରେ , ଯଦି ଆପଣଙ୍କ ଘରେ ଏହା ଥିବ ଭଲ କଥା , ନହେଲେ ଏହ ବଜାରରୁ କିଣିପାରିବେ ଏହାକୁ ହାତରେ ନିଅନ୍ତୁ ଓ ଘରେ ପୁଜା କରୁଥିବା ସ୍ଥାନରେ ପ୍ରବେଶ କରାନ୍ତୁ , ଓ ହାତ ଯୋଡିକରି ଏହି ମନ୍ତ୍ରର ଉଚ୍ଚାରଣ କରନ୍ତୁ , ଓଁ ଶ୍ରୀ ଶ୍ରୀୟେ ନମଃ , ଭଗବାନଙ୍କୁ ଧ୍ୟାନ କରିବାରେ ୧୦୮ ଥର ଏହି ମନ୍ତ୍ରକୁ ଜପ କରନ୍ତୁ , ଏମିତି କରୁଥିବା ବେଳେ ଧ୍ୟାନ ରଖିବେ କି ଏଥିରେ ନିର୍ଦ୍ଧେଶ ଦିଆଯାଇଛି କି ଯେବେ ଏହି ଉପାୟ କରିବେ ତେବେ ଆପଣ ଏକୁଟିଆ ଥିବେ ,

ଏବେ ସେହି ସ୍ଥାନରେ ଠିଆ ହୋଇ ସେହି ଗୁଜୁରାତିକୁ ନିଜ ଡାହାଣ ହାତର ମୁଠାରେ ବନ୍ଦ୍ କରିଦିଅନ୍ତୁ , ଏହି ସ୍ଥିତିରେ ଘର ଭିତତ ସବୁ ରୁମ୍ କୁ ୭ ଥର ପରିକ୍ରମା କରନ୍ତୁ , ଓ ଫେରିଯାଇ ପୂଜା ଘରେ ପ୍ରବେଶ କରନ୍ତୁ ।

 

ଏବେ ଆପଣଙ୍କୁ ଏକ ଲାଲ୍ ରଙ୍ଗର ବସ୍ତ୍ର ଦରକାର ପଡିପାରେ , ଏବେ ସେହି ଗୁଜୁରାତିକୁ ଏହି କପଡାରେ ଗୁଡାଇକରି ପୁଟୁଳି କରିନିଅନ୍ତୁ , ଏହି ପୁଟୁଳିକୁ ବାନ୍ଧିବା ପରେ ଲାଲ୍ ସୁତାର ପ୍ରୟୋଗ କରିବାର ଅଛି , ଯଦି କପଡାରେ ଲାଲ୍ ସୁତା ଥିବ ତେବେ ଏହାକୁ ଛିଡାଇପାରିବେ , ଏବେ ଏହି ପୁଟୁଳିକୁ ନିଜ ଘରର ଏପରି ଜାଗାରେ ରଖନ୍ତୁ , ଯେଉଁଠି କେଉଁ ଲୋକ କିମ୍ବା କେହି ବି ପ୍ରବେଶ କରିପାରିବେ ନାହିଁ , ଓ ଆପଣଙ୍କ ଛଡା ଆଉ କାହାକୁ ନଜର ନ ଆସୁ ।

ଆସନ୍ତା ୨୧ ଦିନ ଯାଏଁ ସେହି ପୁଟୁଳିକୁ ବିନା ଛୁଇଁ ସେଠାରେ ରଖିବାର ଅଛି , ୨୧ ଦିନ ପୁରା ହେବା ପରେ ସେହି ପୁଟୁଳୀକୁ ନେଇ କେଉଁ ନଦୀ କିମ୍ବା ପୋଖରୀରେ ବିସର୍ଜିତ କରିଦେବାର ଅଛି , ଯଦି ଆଖପାଖ କେଉଁ ଗଛ ଅଛି ତେବେ ତାକୁ ମାଟିରେ ପୋତି ପାରିବେ , ଶାସ୍ତ୍ରନୁସାରେ ଯଦି ଅଶ୍ୱତଥ ଗଛ ତଳେ ହେଇପାରିବ ତେବେ ଅତ୍ୟାଧିକ ଶୁଭ ଫଳ ହେବ , ସେଠାରେ ପୋତି ଦିଅନ୍ତୁ ,

ଏମିତି ଉପାୟ କରିଲେ ଆପଣଙ୍କ ଜୀବନରେ ଆସୁଥିବା ଅସୁବିଧ ଦୁର ହୋଇଯିବ , ଓ ସବୁ କାର୍ଯ୍ୟ ସଫଳତା ପୂର୍ବକ ସମାଧାନ ହୋଇଯିବ , ଏଥିରେ ଆପଣଙ୍କର ଆୟରେ ବୃଦ୍ଧି ଘଟିବ , ଏହି ଉପାୟ ଆରମ୍ଭ କରିବାକୁ ହେଲେ ପୂର୍ଣ୍ଣିମା ଦିନ ସବୁଠାରୁ ଶୁଭ ଦିନ ହୋଇଥାଏ ।

 

 

Leave a Reply

Your email address will not be published. Required fields are marked *