April 19, 2024

Odia Express

News For Public

ମାଂସ ଖାଇବା ପରେ ଭୁଲ୍ ରେ ବି ଖାଆନ୍ତୁ ନାହିଁ ଏହି ଜିନିଷ , ନହେଲେ ହେଇଯିବ ଏହି ଖତରନାକ ରୋଗ – ନିଶ୍ଚୟ ପଢନ୍ତୁ ଓ ସେୟାର କରନ୍ତୁ

ସବୁ ପତଳା ଲୋକଙ୍କୁ ସାଧାରଣ ଲୋକ ଉପଦେଶ ଦିଅନ୍ତି କି ତୁମେ ନନ୍ ଭେଜ୍ ଖାଇବା ଆରମ୍ଭ କରିଦିଅ , କିନ୍ତୁ କିଛିଟା ଲୋକଙ୍କୁ ନନ୍ ଭେଜ୍ ଖାଇବା ପସନ୍ଦ ଲାଗିନଥାଏ , କିନ୍ତୁ ତାପରେ ମଧ୍ୟ ସେ ଖାଇବାକୁ ପଡିଥାଏ , ଯାହାଦ୍ୱାରା ସେ ନିଜର ଶାରରୀକ ଦୂର୍ବଳତା କୁ ଦୂର କରିପାରିବେ , ପୁରା ଦୂନିଆଁରେ ବହୁତ ଲୋକ ମାଂସାହାରୀ ଅଛନ୍ତି , ସେମାନଙ୍କୁ ନନ୍ ଭେଜ ଖାଇବାକୁ ପସନ୍ଦ କରନ୍ତି । ଯଦି ଭାରତ ବିଷୟରେ କହିବା ତେବେ ଅଧିକାଂଶ ଲୋକ ନନ୍ ଭେଜ୍ ଖାଇବା ପସନ୍ଦ କରନ୍ତି , ଯେପରି ମଟନ୍ , ଚିକେନ୍ , ମାଛ ର ସେବନ କରିଥାନ୍ତି , କିଛି ଲୋକ ଏପରି ଥାନ୍ତି ଯିଏକି ପ୍ରତିଦିନ ନନ୍ ଭେଜ୍ ଖାଈଥାନ୍ତି , ସେ ଏଥିପାଇଁ ଖାଇଥାନ୍ତି କି କାରଣ ସେମାନେ ଅନ୍ୟମାନଙ୍କ ଅପେକ୍ଷା ନିଜ ଶରୀରକୁ ତାଙ୍କ ଅପେକ୍ଷା ଅଧିକା ମଜବୁତ କରିପାରିବେ ।

 

ନନ୍ ଭେଜ୍ ଖାଈବା କିମ୍ବା ନ ଖାଇବା ଏହା ନିଜ ପସନ୍ଦ ଉପରେ ନିର୍ଭର କରେ , କିଛି ଲୋକ ଏପରି ଥାନ୍ତି କି ସେମାନେ ନିଜେ ଖାଇନଥାନ୍ତି , ଓ ଯିଏ ଖାଇଥାଏ ତାଙ୍କୁ ଖାଈବାକୁ ଦିଅନ୍ତି ନାହିଁ ।ଯଦି ଆପଣ ନନ୍ ଭେଜିଟେରିଆନ୍ ହୋଇଥାନ୍ତି ତେବେ ଆପଣଙ୍କ ପାଇଁ ଏହି ପୋଷ୍ଟ ବିଷୟରେ ଜାଣିବା ବହୁତ ମହତ୍ୱପୁର୍ଣ୍ଣ ଅଟେ , ଯେଉଁ ଲୋକ ନନ୍ ଭେଜ୍ ଖାଇଥାନ୍ତି ସେମାନେ ଖାଇବା ସମୟରେ କିଛି ଭୁଲ୍ କରି ବସନ୍ତି, ଓ ସେଇ ଭୁଲ୍ ଏପରି ହୋଇଥାଏ କି ତାର ପ୍ରଭାବ ସିଧା ତାଙ୍କ ଶରୀର ଉପରେ ପଡିଥାଏ

 

ସେଥିପାଇଁ ଆପଣଙ୍କୁ ଜରୁରୀ କି ଆପଣ ଚିକେନ୍ ସହ କଣ ଖାଇବା ଜରୁରୀ , ଏହି ଜ୍ଞାନର ଅଭାବ ଯୋଗୁଁ ବହୁ ପ୍ରକାରର ରୋଗ ହୋଇଥାଏ ।ଯେମିତି ଆମ ସମସ୍ତଙ୍କୁ ଜଣା ଅଛି କି ନନ୍ ଭେଜ ମାନେ ମାଂସ ଗରମ ହୋଇଥାଏ , ଓ ଯାହାର ଖାଇବା ଦ୍ୱାରା ଆମ ଶରୀରରେ ଗରମ ହୋଇଥାଏ , ଏଥିପାଇଁ ଧ୍ୟାନ ରଖିବା ଉଚିତ୍ କି ମାଂସ ସହ ଏପରି କିଛି ଜିନିଷ ଖାଆନ୍ତୁ ନାହିଁ , ଯାହା ଦ୍ୱାରା ଆପଣଙ୍କ ଶରୀରକୁ ଥଣ୍ତା କରିବ , ଏମିତି କରିବା ଦ୍ୱାରା ଆପଣଙ୍କ ଶରୀରରେ ବହୁତ ଦୁପ୍ରଭାବ ପକେଇଥାଏ , ଏଥିପାଇଁ ଧ୍ୟାନ ରଖନ୍ତୁ କି ମାଂସ ସହ କୌଣସି ଥଣ୍ତା ଜାତିକ ଖାଦ୍ୟ କିମ୍ବା ପାନୀୟ ସେବନ କରନ୍ତୁ ନାହିଁ ।

 

ଏମିତି ଗୋଟେ ଜିନିଷ ଅଛି ଯାହା ଛୁଆ ମାନଙ୍କୁ ବିଲ୍ କୁଲ୍ ପସନ୍ଦ କରନ୍ତି ନାହିଁ , କିନ୍ତୁ ଅଧିକାଂଶ ଲୋକେ ଏହାକୁ ସେବନ କରିଥାନ୍ତି , କ୍ଷୀର ଏପରି ଏକ ପାନୀୟ ଅଟେ ,ଯାହା ଆପଣଙ୍କ ଶରୀରରେ ପୋଷ୍ଟିକ ତତ୍ତ୍ୱ ଦେଇଥାଏ । କ୍ଷୀର ମଧ୍ୟରେ କ୍ୟାଲ୍ ସିୟମ୍ , ଭିଟାମିନ୍ , ମିନେରାଲ୍ ଇତ୍ୟାଦି ତତ୍ତ୍ୱ ମିଳିଥାଏ । କ୍ଷୀରକୁ ଠିକ୍ ଭାବେ ସେବନ କଲେ , ଆପଣଙ୍କ ହାଡ ଗୁଡିକ ମଜବୁତ ହୋଇଥାଏ , ଏହା ମଧ୍ୟରେ ରୋଗ ପ୍ରତିରୋଧକ କ୍ଷମତା ଥାଏ ।

 

ଏହି କଥାର ଧ୍ୟାନ ରଖନ୍ତୁ କି ମାଂସ ଖାଇସାରିବା ପରେ କିମ୍ବା ପୁର୍ବରୁ କେବେ ହେଲେ ବି କ୍ଷୀର ପିଅନ୍ତୁ ନାହିଁ , କାରଣ କ୍ଷୀରରେ ଆଣ୍ତି ବାୟୋଟିକ୍ ଗୁଣ ଥାଏ , ଯାହା ଶରୀରକୁ ଥଣ୍ତା କରିବାରେ କାମ କରିଥାଏ । ଏଥିପାଇଁ କେବେ ମାଛ କିମ୍ବା ମାଂସ ଖାଇବା ପୂର୍ବରୁ କିମ୍ବା ପରେ କ୍ଷୀରର ସେବନ କରନ୍ତୁ ନାହିଁ , ଏପରି କରିବା ଦ୍ୱାରା ଆପଣଙ୍କ ଶରୀରରେ ଧଳା ଦାଗ ହେବାର ସମ୍ଭାବନା ରହିବ , ଓ ପେଟ ସଂବନ୍ଧିତ ରୋଗ କିମ୍ବା ଇନ୍ ଫେକ୍ସନ ହୋଇପାରେ

Leave a Reply

Your email address will not be published. Required fields are marked *