ବଲିଉଡ୍ ଫିଲ୍ମ ଜଗତରେ ବହୁତ ପପୁଲାର୍ ସିଙ୍ଗର୍ ଅଛନ୍ତି , ଯାହାଙ୍କ ଗୀତ ଆଜି କୋଟିଏ ଉପରେ ଲୋକଙ୍କ ମନକୁ ଛୁଇଁ ଯାଇଛି ,ନିଜ ଆବାଜ୍ ରୁ ଦିୱାନା କରିଥିବା ସିଙ୍ଗର୍ ସ୍ତ୍ରୀମାନେ ବିଷୟରେ ବହୁତ କିଛି ଶୁଣିବାକୁ ମିଳୁଥାଏ , ଆସନ୍ତୁ ଜାଣିବା ତାଙ୍କର ସେହି ସୁନ୍ଦର ସ୍ତ୍ରୀଙ୍କ ବିଷୟରେ କିଛି ଅଧିକା ଜାଣିବା ।
୧) କୁମାର ସାନୁ : ୯୦ ଦଶକର ପ୍ରସିଦ୍ଧା ସିଙ୍ଗର୍ ଜଣାଶୁଣା କୁମାର ସାନୁ ବହୁତ ସୁପରହିଟ୍ ଫିଲ୍ମରେ ଗୀତ ଗାଇଛନ୍ତି , ଏହି ଗାୟକଙ୍କ ନାଁରେ ୨୪ ଘଣ୍ଟାରେ ୨୮ ଟି ଗୀତ ଗାଇବାର ଏକ ୱାର୍ଲଡ ରେକର୍ଡ ବି ଅଛି, ସେ ସଲୋନି ସାନୁଙ୍କୁ ବିବାହ କରିଥିଲେ ।
୨) ଉଦିତ୍ ନାରାୟଣ : ବଲିଉଡ୍ ଫିଲ୍ମ ଜଗତରେ ଜଣାଶୁଣା ସିଙ୍ଗର୍ ଉଦିତ୍ ନାରାୟଣ ୯୦ ଦଶକର ଏକ ସୁପ୍ରସିଦ୍ଧ ସିଙ୍ଗର୍ ଥିଲେ , ଏହି ଗାୟକ ବହୁତ ଫିଲ୍ମ ଫେୟାର୍ ଆୱାର୍ଡ ହାସିଲ୍ କରିଛନ୍ତି , ଉଦିତ୍ ନାରାୟଣ ୧୯୮୫ ରେ ଦୀପା ନାରାୟଣଙ୍କୁ ବିବାହ କରିଥିଲେ ।
୩) ଅଭିଜିତ୍ ଭଟ୍ଟାଚାର୍ଯ୍ୟ : ବଲିଉଡ୍ ଇଣ୍ତଷ୍ଟ୍ରିରେ ସୁପରହିଟ୍ ଗୀତ ଗାଇଥିବା ଅଭିଜିତ୍ ୧୮ ରୁ ଅଧିକା ଭାଷାରେ ୬ ହଜାର ଗୀତ ଗାଇଛନ୍ତି , ଅଭିଜିତ୍ ଭଟ୍ଟାଚାର୍ଯ୍ୟ ୧୯୯୦ ରେ ସୁମତି ଭଟ୍ଟାଚାର୍ଯ୍ୟଙ୍କୁ ବିବାହ କରିଥିଲେ ।
୪) ବାପି ଲେହେରି : ବଲିଉଡ୍ ଫିଲ୍ମ ଜଗତରେ ଖ୍ୟାତାନାମା ସିଙ୍ଗର୍ ଓ ମ୍ୟୁଜିକ୍ ପ୍ରଡୁସର୍ ବାପି ଲେହେରି ବହୁତ ଗୀତ ଗାଇଛନ୍ତି , ତାଙ୍କର ଦ୍ୱାରା ଗାଇଥିବା ଡିସ୍କୋ ଡ୍ୟାନ୍ସର ପୁରା ଦୁନିଆଁରେ ପସନ୍ଦ କରାଯାଇଥିଲା। ଏହି ଗାୟକ ୧୯୭୭ ରେ ଚିତ୍ରାନି ଲେହେରିଙ୍କୁ ବିବାହ କରିଥିଲେ ।
୫) ଆଦନାନ୍ ସାମୀ : ବଲିଉଡ୍ ରେ ଜଣାଶୁଣା ଗାୟକ ଆଦନାନ୍ ସାମୀ ୯୦ ଦଶକରୁ ନେଇକରି ୨୦୧୦ ପର୍ଯ୍ୟନ୍ତ ବହୁତ ସୁପରହିଟ୍ ଗୀତ ଗାଇଥିଲେ । ଏହି ସିଙ୍ଗର୍ ୨୦୧୦ ରେ ରୋୟା ଫରୟାବୀଙ୍କୁ ବିବାହ କରିଥିଲେ । କହିଦେବୁ କି ଆଦନାନ୍ ଏହା ତୃତୀୟ ବିବାହ କରିଛନ୍ତି ।