March 29, 2024

Odia Express

News For Public

ବିଶ୍ୱକପ ୨୦୧୯ – ବିରାଟ ଓ ରୋହିତ୍ ଙ୍କ ସ୍ତ୍ରୀଙ୍କ ମଧ୍ୟରେ ଦେଖାଦେଲା ଦୂରତା , ଲୋକେ ଏଭଳି ଭାବେ କମେନ୍ଟ କଲେ..

ଯେବେ ମଣିଷଙ୍କ ମଧ୍ୟରେ ଝଗଡା ହୋଇଯାଏ ତେବେ ତାଙ୍କର ବ୍ୟବହାରରେ କିଛି ଜିନିଷ ଦେଖିବାକୁ ମିଳିଥାଏ , ଏମିତି ନା କେବଳ ସାଧାରଣ ଲୋକଙ୍କ ମଧ୍ୟରେ ହୋଇନଥାଏ , ବରଂ ସେଲିବ୍ରେଟିଜ୍ ମଧ୍ୟରେ ଏମିତି ହୋଇଥାଏ , ଏମିତି ଏକ ନଜାରା ଭାରତକୁ ଶନିବାର ଆଇସିସି ୱାର୍ଲଡ୍ କପ୍ ସମୟରେ ଦେଖିବାକୁ ମିଳିଥିଲା । ଯେବେ ଭାରତ ନିଜ ଅନ୍ତିମ ଲିଗ୍ ଶ୍ରୀଲଙ୍କାର ସାତୋଟି ୱିକେଟ୍ ରେ ଜିତ୍ ହାସିଲ୍ କରିଥିଲା , ଭାରତ ଏହି ଜିତ୍ ରେ ରୋହିତ୍ ଶର୍ମା ଓ ଲୋକେଶ୍ ରାହୁଲ୍ ଙ୍କୁ ହିରୋ ମାନାଯାଇଥାଏ , କିନ୍ତୁ ବିରାଟ କୋହଲିଙ୍କ ଅଧିନାୟକତ୍ୱ ଉପରେ କିଛି ବି ପ୍ରଭାବ ପଡିଲା ନାହିଁ , ଟିମ୍ ଇଣ୍ତିଆ ଏହି ଦୁଇଜଣଙ୍କୁ ହିରୋ କହିବା ଛଡା ଦର୍ଶକଙ୍କ ନଜରରେ ପାଭିଲିୟନ୍ ରେ ବସିଥିବା ତାଙ୍କ ସ୍ତ୍ରୀଙ୍କ ଉପରେ ପଡିଥିଲା , ବିରାଟ ଓ ରୋହିତ୍ ଶର୍ମାଙ୍କ ସ୍ତ୍ରୀ ମଧ୍ୟରେ ଦୁରତା , ଲୋକେ ଏହାକୁ ବହୁତ ଟ୍ରୋଲ୍ କରିଥିଲେ ।

 

ବିରାଟ କୋହଲିଙ୍କ ସ୍ତ୍ରୀ ଅଭିନେତ୍ରୀ ଅନୁଷ୍କା ଶର୍ମା ଓ ରୋହିତ୍ ଶର୍ମାଙ୍କ ସ୍ତ୍ରୀ ରିତିକା ସଜଦେବ ଙ୍କ ଖୁବ୍ ଚର୍ଚ୍ଚା ହୋଇଥଲା , ସେପଟେ ଭିଆଇପି ଷ୍ଟାଣ୍ତର୍ ବିରାଟ୍ ଓ ରୋହିତ୍ ଙ୍କ ସ୍ତ୍ରୀମାନେ ତାଙ୍କୁ ଚିୟର୍ସ କରୁଥିବାର ଦେଖିଥିଲେ , କିନ୍ତୁ ତାଙ୍କ ମଧ୍ୟରେ ଦୂରତା ରଖିଥିଲେ,  ଦର୍ଶକମାନେ ଏହା ଉପରେ ଜବରଦସ୍ତ ଟ୍ରୋଲ୍ କରିବାକୁ ଲାଗିଲେ , ଜଣେ ୟୁଜର୍ ଲେଖିଥିଲେ କି ଭାଉଜ ଓ ନଣନ୍ଦଙ୍କ ମଧ୍ୟରେ ମତାନ୍ତର ହେଇଛି କି ? ମିଡିଆ ରିପୋର୍ଟ୍ସ କୁ ଧରିଲେ ଗତ ବର୍ଷ ଇଂଲଣ୍ତ ଗ୍ରସ୍ତରେ ଟେଷ୍ଟ ସିରିଜ୍ ଖେଳିଥିବା ଅଧିନାୟକ ବିରାଟ କୋହଲିଙ୍କ ଉପଅଧିନାୟକ ରୋହିତ୍ ଶର୍ମାଙ୍କୁ କରାଯାଇନଥିଲା , ଏହାପରେ ଅଧିନାୟକ ହୋଇଥିବା ବିରାଟ କୋହଲି ଓ ଉପଅଧିନାୟକ ରୋହିତ୍ ଶର୍ମାଙ୍କ ମଧ୍ୟରେ ମତାନ୍ତର ଖବର ସାମ୍ନାକୁ ଆସିଥିଲା ।

 

ଏହାର ପ୍ରମାଣ ୱାର୍ଲଡ୍ କପ୍ ରେ ଦେଖିବାକୁ ମିଳିଥିଲା , ରୋହିତ୍ ରୋହଲି ସହିତ ଅନୁଷ୍କାଙ୍କୁ ଅନ ଫଲୋ କରିଦେଇଥିଲେ , ଏହି ମଧ୍ୟରେ ଲୋକେ ପ୍ରସିଦ୍ଧ କମେଣ୍ଟେଟର୍ ଆକାଶ ଚୋପ୍ରା ଓ ହର୍ଷା ଭୋଗଲେ ଏହି ପ୍ରଶ୍ନ କରିଥିଲେ କି ରୋହିତ୍ ଓ ବିରାଟଙ୍କ ମଧ୍ୟରେ କଣ ହେଲା ଦୁହେଁ ଟ୍ୱିଟ୍ ଜରିଆରେ ଏହି ଦୁଇଜଣଙ୍କ ମଧ୍ୟରେ ହୋଇଥିବା ମତାନ୍ତର ଉପରେ ପ୍ରଶ୍ନ କରିଥିଲେ ,

ଏହି ମାମଲାରେ ଦୁହେଁ ଖେଳାଳୀ କିଛି ବୟାନ୍ ଦେଇନଥିଲେ , ତାପରେ ଲୋକେ ନିଜ ଟ୍ରୋଲ୍ ଦେଖାଇଥିଲେ,  ଏହାପରେ ବିରାଟ କୋହଲି ଏହି ଥର ଏସିଆ କପ୍ ରେ ଆରାମ ଦିଆଯାଈଛି, ଯାହାର କାରଣରୁ ରୋହିତ୍ ଙ୍କୁ ଟିମ୍ ର ଅଧିନାୟକତ୍ୱ ଦିଆଯାଈଛି , ଏବେ ବିରାଟ ଓ ରୋହିତ୍ ଙ୍କ ମଧ୍ୟରେ ହୋଇଥିବା ମତାନ୍ତର କାରଣରୁ ଦୁହେଁଙ୍କର ସ୍ତ୍ରୀମାନେ ଦୁରରେ ବସିଲେ , ଏବେ ଦେଖିବାର ଅଛି ଏହା କେତେ ଲମ୍ବା ଦିନ ଯାଏଁ ଚାଲିବ ।

Leave a Reply

Your email address will not be published. Required fields are marked *