April 19, 2024

Odia Express

News For Public

ଆପଣଙ୍କ ଗ୍ୟାସ ବର୍ଣ୍ଣର ହୋଇଯାଈଛି କଳା ଓ ଧୀମା ଜଳୁଛି , ତେବେ ଆପଣାନ୍ତୁ ଏହି ସହଜ ଉପାୟ ଅଳ୍ପ ଗ୍ୟାସ ରେ ଅଧିକ ଉତ୍ତାପ ହେବ..

ଏମିତି କୁହାଯାଏ କି ଘରେ କିଛି ଏମିତି ଜିନିଷରେ ନିଆଁ ଲାଗିପାରେ ଯାହା ବ୍ୟବହାର ଭଲ ଭାବେ କରିବା ଉଚିତ୍ , ଯାହାର ବ୍ୟବହାରରେ ଘରେ କୌଣସି ବିପଦ ନଥାଏ , ଓ ଆପଣଙ୍କ ପରିବାର ସୁରକ୍ଷିତ ରହିଯାଏ , କିନ୍ତୁ ବେଳେ ବେଳେ ଲୋକ ଭୁଲ୍ କରିବସନ୍ତି , ରୋଷେଇ ଘରେ ରଖିଥିବା ଜିନିଷକୁ ଭଲ ଭାବେ ଯତ୍ନ ନେବା ଉଚିତ୍ , ଯାହା ଦ୍ୱାରା ଆପଣଙ୍କ ପରିବାରକୁ ଏକ ହାଇଜେନିକ୍ ଖାଈବା ମିଳୁ , କିନ୍ତୁ ସବୁ ଜିନିଷର ସହ ରୋଷେଇ ଗ୍ୟାସର ବର୍ଣ୍ଣର ସଫା କରିବା ଉଚିତ୍ , ଓ ଅଧିକା ବ୍ୟବହାର କରିବା ଦ୍ୱାରା ତାହା କଳା ପଡିଯାଏ , ଯାହାକୁ ଆମେ ଗ୍ୟାସ ଫ୍ଲେମ୍ କମ୍ ହେବା କହିଥାଉ , ଆମେ ଆଜି ଯେଉଁ ଉପାୟ କହିବାକୁ ଯାଉଛୁ ତାହାକୁ ପ୍ରୟୋଗ କଲେ ଆପଣଙ୍କର ବର୍ଣ୍ଣର ଚମକିବାକୁ ଲାଗିବ ।

 

ଗ୍ୟାସର ବର୍ଣ୍ଣର ବହୁତଥର କଳା ପଡିଯାଏ , ଯାହାକୁ କିଛି ଉପାୟ ଦ୍ୱାରା ଚମକାଇପାରିବା । ସେମିତି ଏଇ କଳା ବର୍ଣ୍ଣରକୁ ସହଜରେ ଚମକାଇଯାଈପାରିବ , ଯାହା ଦ୍ୱାରା ଏହା ବିଲକୁଲ୍ ନୁଆ ଭଳି ଲାଗିବ , ବର୍ଣ୍ଣରକୁ ଯେଉଁ ଲ୍ୱିକିଡ୍ ଦ୍ୱାରା ଚମକାଇଯାଇପାରିବ ତାହା ଆପଣଙ୍କ ଘରେ ଅଛି , ଏହାର ମାର୍କେଟ୍ ପ୍ରାଇସ୍ ବହୁତ କମ୍ ଅଟେ , ଆପଣଙ୍କୁ ଏହାର ଲିକ୍ୱିଡ୍ ବର୍ଣ୍ଣରକୁ ରାତିସାରା ବୁଡାଇକରି ରଖିବାକୁ ହେବ , ଏଥିପାଇଁ ଆପଣ ଅଧା କପ୍ ଭିନେଗାର୍ ନିଅନ୍ତୁ , ଓ ରାତି ସାରା ସେହି କଳା ବର୍ଣ୍ଣରକୁ ବୁଡାଇକରି ରଖନ୍ତୁ , ଓ ତାହା ସହ ପାଣି ବି ମିଶାନ୍ତୁ  । ଓ ସକାଳ ହେଲେ ଏହି ବର୍ଣ୍ଣରକୁ କେଉଁ ବ୍ରଶ ମାଧ୍ୟମରେ ସଫା କରନ୍ତୁ , ତାପରେ କପଡା ମାଧ୍ୟମରେ ପୋଛି ଦିଅନ୍ତୁ , ଦେଖିବେ ଚୁଲ୍ଲାର ବର୍ଣ୍ଣର ବିଲକୁଲ୍ ଚିକ୍କଣ ହୋଈଯାଇଛି ।

 

ମାର୍କେଟ୍ ରେ ଆପଣଙ୍କୁ ଭିନେଗାର୍ ପ୍ରାୟ ୩୫ ଟଙ୍କାରେ ମିଳିଯିବ , ଯାହା ଆପଣ ଯେ କୌଣସି ଗ୍ରୋସେରି ଷ୍ଟୋର୍ ରୁ ନେଇପାରିବେ , ଏହାକୁ ବହୁତ ଲୋକ ଚାଓମିନ୍ ତିଆରି କରିବାରେ ବ୍ୟବହାର କରିଥାନ୍ତି , ଏହା ଛଡା ଏଥିରେ ଥିବା କେମିକାଲ୍ ବର୍ଣ୍ଣର ସଫା କରିବାରେ ସହାୟକ ହୋଇଥାଏ , ଏହି ଉପାୟକୁ କରିବାକୁ ହେଲେ ୨ କପ୍ ଗରମ ପାଣିରେ ଲେମ୍ବୁର ରସ ମିଶାଇ ତାକୁ ବର୍ଣ୍ଣରରେ କିଛି ସମୟ ପାଇଁ ଛାଡିଦିଅନ୍ତୁ , ଚୁଲ୍ଲାର ବର୍ଣ୍ଣର କିଛି ସମୟ ମଧ୍ୟରେ ସଫା ହୋଈଯିବ ।

Leave a Reply

Your email address will not be published. Required fields are marked *