April 19, 2024

Odia Express

News For Public

ଶିଖ ପରିବାର ନିଜ ଚାକରାଣୀକୁ ଝିଅ କରି ନିଜେ ବାହାଘର କରାଇଲେ – ସବୁ ଖର୍ଚ୍ଚ ଉଠାଇକରି ରଚିଲେ ମିସାଲ୍..

ମଣିଷତ୍ୱ ହିଁ ମଣିଷର ସବୁଠାରୁ ବଡ ଧର୍ମ ଅଟେ , ସମସ୍ତେ ଏଠାରେ ହିନ୍ଦୁ ମୁସଲମାନ୍ ଓ ସିଖ ହେବାର ପ୍ରଥମ ମଣିଷ ଅଟନ୍ତି । ମଣିଷତ୍ୱର ଫର୍ଜ ନିଭାଇକରି ଦେଖିବାକୁ ଭଲ ଲାଗେ , ଆପଣଙ୍କ ମନିଷତ୍ୱ ମିଶାଲ୍ ପୁରା ସମାଜରେ ଦିଆଯିବ ।ଦୈନିକ ଜାଗରଣ ରିପୋର୍ଟ ଅନୁସାରେ ଏକ ଏମିତି ମିଶାଲ୍ ପଞ୍ଜାବର ମୋହାଲିରେ ଦେଖିବାକୁ ମିଳିଥିଲା , ଯେଉଁଠି ଏକ ସିଖ ଫ୍ୟାମିଲି ନିଜ ଚାକରାଣୀର ଝିଅକୁ ବିବାହ ପୁରା ହିନ୍ଦୂ ରୀତିନୀତି ଅନୁସାରେ କରାଇଥିଲେ । ଏହି ବାହାଘରରେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ଏହା ଥିଲା କି କନ୍ୟାର ମାମା ଦାୟିତ୍ୱ ଓ ଝିଅର କନ୍ୟାଦାନ ଏକ ମୁସଲିମ୍ ଭାଇ କରିଥିଲା,  ଫେଜ୍ ୩ କୋଠି ନମ୍ବର ୭୪୦ ରେ କ୍ୟାପଟେନ୍ ନବଜିତ୍ ସିଂ ସଂନ୍ଧୁ ନିଜ ସ୍ତ୍ରୀ ମନଦୀପ କୌର ସନ୍ଧୁଙ୍କ ସହ ରହୁଛନ୍ତି , ଗତ ୧୦ ବର୍ଷରୁ ଶାନ୍ତି ଦେବୀ ତାଙ୍କ ଘରେ ଏକ ଚାକରାଣୀ କାମ କରୁଥିଲେ,

 

କ୍ୟାପଟେନ୍ ନବଜିତ୍ ସିଂ ସଂନ୍ଧୁ ତାଙ୍କର ସ୍ତ୍ରୀ ମନଦୀପ କୌର ସନ୍ଧୁ ଶାନ୍ତି ନିଜର ଝିଅ ପରି ଲାଳନ ପାଳନ କରିଥିଲେ । ଶାନ୍ତି ମୂଳରୁପରେ କାନପୁର ୟୁପି ଗାଁ ତିପରିର ବାସିନ୍ଦା ଥିଲେ , ୧୦ ବର୍ଷ ପୂର୍ବରୁ ତାଙ୍କ ବଡ ଭଉଣୀ ମୋହାଲିରୁ ନେଇକରି ଆସିଥିଲେ । ଓ ତେବେ ସେ କ୍ୟାପଟେନ୍ ସନ୍ଧୁଙ୍କ ଘରେ ମେଡ୍ ହିସାବରେ କାମ କରୁଥିଲେ,  ଶାନ୍ତିଙ୍କ ସହିତ ତାଙ୍କର ସାତ ଜଣ ଭଉଣୀ ଅଛନ୍ତି , ଚାରି ଭଉଣୀ ମୋହାଲିରେ ମେଡ୍ କାମ କରୁଛନ୍ତି , ଯେବେ କି ତାଙ୍କର ବାପା ନନକୟ କୁମାର ଓ ମା ନିଲମ ଦେବୀଙ୍କ ସହ ୟୁପିରେ ରୁହନ୍ତି ।

 

ଘର ବାଲା ମାଳିର ଦେହ ଖରାପ ଥିଲା,  ଏମିତିରେ ଝିଅର ବାହାଘର କରିବା ବଡ ପ୍ରଶ୍ନ ସୃଷ୍ଟି ହୋଇଥିଲା । କ୍ୟାପଟେନ୍ ସନ୍ଧୁ ଶାନ୍ତିଙ୍କ ପାଇଁ ନିଜେ ଏକ ବିରାଦରୀରୁ ପୁଅ ଖୋଜିଲେ  ଓ ନିଜ ଖର୍ଚ୍ଚରେ ତାଙ୍କର ବାହାଘର ଲୁଧିଆନାର କର୍ଣ୍ଣ କୁମାରରେ କରାଇଲେ । କର୍ଣ୍ଣ ଲୁଧିଆନାର ପ୍ରାଇଭେଟ୍ ଚାକିରି କରିଛନ୍ତି , ନିଜ ପରିବାର ସହ ସେଠାରେ ସେ ରୁହନ୍ତି , ଫେଜ୍ ୩ବି ୨ ହନୁମାନ ମନ୍ଦିର ହିନ୍ଦୂ ରୀତିନୀତି ଅନୁସାରେ ଶାନ୍ତି ବିବାହ କରାଇଲେ , ଯେଉଁଠି କନ୍ୟାଦାନ ସମୟରେ ମହମ୍ମଦ ହବିବ୍ ତାଙ୍କ ମାମୁଁ ହୋଇ କନ୍ୟାଦାନ କରିଥିଲେ,  ଗୋଟେ ପଟେ ଏଠାରେ ମହଜବି ଖାଇ ଖୋଳିବାପାଈଁ ଏକ ସବକ୍ ଥିଲା , ସେପଟେ ମଣିଷତ୍ୱର କବୁଲନାମା ଥିଲା ।

Leave a Reply

Your email address will not be published. Required fields are marked *