April 14, 2024

Odia Express

News For Public

ଏବେ ଏମିତି ଦେଖାଯାଉଛନ୍ତି 3 Idiots ର ମିଲିମିଟର , ୮ ବର୍ଷରୁ ଏତେ ବଦଳିଛି ଲୁକ୍ , ଦେଖିଲେ ଆପଣ ମଧ୍ୟ ଧୋକା ଖାଇଯିବେ..

ବଲିଉଡ୍ ରେ ଏମିତି ବହୁତ ଫିଲ୍ମ ଅଛି ଯାହା ହିନ୍ଦୀ ସିନେମାରେ ବଢିଆ ଫିଲ୍ମ ଭାବେ ଖ୍ୟାତି ଅର୍ଜନ କରିଛନ୍ତି , ୩ ଇଡିୟର୍ଡସ ବି ସେହି ଫିଲ୍ମରୁ ଗୋଟେ ଅଟେ , ଷ୍ଟୁଡେଣ୍ଟ ଲାଇଫ୍ ରେ କିପରି କଟିଥିଲା ଅମୀର ଖାନ୍ ଏହି ଫିଲ୍ମରେ ଏକ ନିଖୁଣ ଅଭିନୟ ଦ୍ୱାରା ଜଣାଇଛନ୍ତି , ସେମିତି ସମସ୍ତେ ୩ ଇଡିୟର୍ଡସ ମୁଭି ଦେଖିଥିବେ , ଆଶା କରୁଛୁ କି ସମସ୍ତଙ୍କ ଏହା ଭଲ ଲାଗିଥିବ , ଏଥିରେ ଅମୀର ଖାନ୍ ଶିକ୍ଷା ବ୍ୟବସ୍ଥା ଉପରେ ପ୍ରଶ୍ନ କରିଥିଲେ , ଏହି ଫିଲ୍ମ ଅମୀରଙ୍କ ସହ ଆର୍ ମାଧବନ, ଶରମନ୍ ଜୋଶୀ, କରିନା କାପୁର ଓ ବୋମନ ଇରାନୀ ନଜର ଆସିଥିଲେ , କିନ୍ତୁ ଏହି ତାରକାଙ୍କ ମଧ୍ୟରେ ଗୋଟିଏ ଏପରି ନାଁ ଥିଲା , ଯିଏକି ଦର୍ଶକଙ୍କ ଧ୍ୟାନ ନିଜ ଆଡକୁ ଟାଣିଥିଲେ , ସେ ଥିଲେ ମନମୋହନ୍ ମାନେ ମିଲିମିଟର ।

 

ଆଜି ଆମେ ଆପଣଙ୍କୁ ତାଙ୍କ ବିଷୟରେ କହିବାକୁ ଯାଉଛୁ , ଆଜିର ସମୟରେ ସେ ଏକ ହ୍ୟାଣ୍ତସମ୍ ଅଭିନେତା ହୋଇସାରିଛନ୍ତି , ଯାହାଙ୍କୁ ଦେଖିଲେ ଆପଣ ଏବେ ଚିହ୍ନିବି ପାରିବେ ନାହିଁ , ସେମିତି ଏହି ଫିଲ୍ମରେ ମିଲିମିଟରଙ୍କ ଛଡା ଅଲଗା ଭୁମିକା ବି ବଢିଆ ଥିଲା, ଏହି କାରଣରୁ ତାଙ୍କର ଏହି ଫିଲ୍ମ ସଫଳତା ହାସିଲ୍ କରିଥିଲା ।

 

ଆମକୁ ଜଣା ଅଛି କି କେଉଁ ଫିଲ୍ମ ହିଟ୍ ହୋଇଥାଏ , ତେବେ ସେହି ଫିଲ୍ମରେ କାମ କରୁଥିବା ପ୍ରତ୍ୟେକ ଅଭିନେତାଙ୍କ ଭୁମିକା ଅଲଗା ହୋଇଥାଏ , ଯାହା ସେମାନେ କିଛି ସ୍ମୃତି ଛାଡିକରି ଚାଲି ଯାଆନ୍ତି, ସେମିତି ଏହି ଫିଲ୍ମକୁ ଦେଖିକରି ଛାଡିଦେଇଥାଉ , କିନ୍ତୁ କେବେ ଜାଣିବାକୁ ଚେଷ୍ଟା କରୁ କି ଏହି ଭୁମିକାରେ ଅଭିନୟ କରିଥିବା ବ୍ୟକ୍ତି କଣ କରୁଥିବ , କିପରି ଦେଖାଯାଉଥିବ , ଆସନ୍ତୁ ସାକ୍ଷାତ କରାଉଛୁ ସେହି ବ୍ୟକ୍ତିଙ୍କୁ ଓ ଜଣାଇବୁ ତାଙ୍କ ବିଷୟରେ ।

 

ଆପଣ ସମସ୍ତେ ଜାଣିଥିବେ ତାଙ୍କ ଫିଲ୍ମରେ ଛୋଟୁ ନାମକ ଜଣେ ପିଲା ଥିଲା , ଅମୀର ଖାନ୍ ତାଙ୍କୁ ମିଲିମିଟର କହିଡାକିଥିଲେ, ସେହି ମିଲିମିଟର ଏବେ ଏତେ ବଡ ହୋଇସାରିଛନ୍ତି କି ଆପଣ ତାଙ୍କୁ ଚିହ୍ନିବି ପାରିବେ ନାହିଁ, ତାଙ୍କର ଅସଲି ନାଁ ରାହୁଲ୍ କୁମାର ଅଟେ , ଯାହାଙ୍କ ବୟସ ଆଜି ସମୟରେ ପ୍ରାୟ ୨୬ ବର୍ଷ ହେବ , ଓ ତାଙ୍କର ମଧ୍ୟରେ ବହୁତ କିଛି ପରିବର୍ତ୍ତନ ଆସିଛି, କାରଣ ଲୋକେ ତାଙ୍କୁ ଜଲଦି ଚିହ୍ନିବି ପାରିବେ ନାହିଁ ।

 

ରାହୁଲ୍ ଙ୍କ ଜନ୍ମ ୯ ସେପ୍ଟେମ୍ବର ୧୯୯୫ ଉତ୍ତରାଖଣ୍ତରେ ହୋଇଥିଲା , ଓ ସେ ନିଜ ଅଭିନୟର ଆରମ୍ଭ ଥିଏଟରରୁ କରିଥିଲେ ପରେ ସେ ଜଣେ ଚାଇଲ୍ଡ ଆର୍ଟିଷ୍ଟ ହିସାଅରେ ଓମକାରା ୨୦୦୬ , ଦି ବ୍ଲୁ ଅମ୍ରେଲା୨୦୦୫ ରେ ଜିନା ହେ ତୋ ଠୋକ୍ ଡାଲ୍ ୨୦୧୨ ରେ ସର ଫିଲ୍ମ ଦି ଥିପ୍ ୨୦୧୫ ରେ ନଜର ଆସିଥିଲେ , ରାହୁଲ୍ ଜଣେ ଭଲ ଅଭିନେତା ସହ ଜଣେ ଭଲ ସିଙ୍ଗର୍ ବି ଅଟନ୍ତି ।

 

ରାହୁଲ୍ ଫିଲ୍ମ ସହ ବହୁତ ଆର୍ଡସରେ କାମ କରିଛନ୍ତି , ସେ ଏବେ ପର୍ଯ୍ୟନ୍ତ ବ୍ରିଟେନିଆ , ଆଇଡିଆ ଓ ଆଇପିଏଲ୍ ପରି ବହୁତ ଆଡ୍ସରେ କାମ କରିସାରିଛନ୍ତି , ସେମିତି ତାଙ୍କର ଟିଭି ଶୋ କଥା କହିଲେ , ସେ ବତମିଜ୍ ଦିଲ୍ ୨୦୧୫ ଓ ୟମ୍ ହେଁ ହମ୍ ୨୦୧୫ , ନିଲେ ଛତ୍ରୀ ୱାଲେ ୨୦୧୫ ଶୋରେ କାମ କରିସାରିଛନ୍ତି ,

ସେମିତି କହିଦେବୁ କି ରାହୁଲ୍ କିଛି ବର୍ଷ ମାନେ ୧୦ ବର୍ଷରୁ ବହୁତ୍ ପରିଶ୍ରମ କରିଛନ୍ତି , ଏଥିରେ ସେ ବହୁତ ସ୍ମାର୍ଟ ନଜର ଆସିଛନ୍ତି , ସମସ୍ତେ ଚାହିଁଛନ୍ତି କି ସମୟ ଥିବା ସମୟରେ ସେ ନିଜର ଷ୍ଟାଇଲ୍ ବଦଳାନ୍ତୁ , ଓ ରାହୁଲ୍ ଏହା ବି କଲେ ।

 

 

Leave a Reply

Your email address will not be published. Required fields are marked *