ଏହି ତିନୋଟି ନାଁ ବାଲି ଝିଅ ହୋଇଥାନ୍ତି ବହୁତ ଗର୍ବୀ , ନିଜକୁ ସ୍ୱର୍ଗର ଅପସରୀ ଭାବନ୍ତି ..

ବନ୍ଧୁଗଣ ଗର୍ବ ଏପରି ଏକ ଜିନିଷ ଅଟେ ଯାହା ବହୁତଥର ବହୁତ ଲୋକଙ୍କ ଭିତରେ ଦେଖିବାକୁ ମିଳିଥାଏ , କିଏ ନିଜ ପାଇଁ ଗର୍ବ କରେ କିଏ ଅନ୍ୟଙ୍କ ଉପରେ ନିଜ ଗର୍ବ ଜାହିର୍ କରେ , କିଏ ନିଜ ପଇସାକୁ ନେଇ ଗର୍ବ ଅନୁଭବ କରେ , ଓ କିଏ ଅନ୍ୟ କେଉଁ କାରଣ ପାଇଁ , ଏଥିପାଇଁ ମଣିଷକୁ କେବେ ବି ନିଜ ଜୀବନରେ ଗର୍ବ କରିବା ଉଚିତ୍ ନୁହେଁ କିନ୍ତୁ କିଛି ଲୋକ ଜାଣି ନଜାଣି ଗର୍ବ କରିବସନ୍ତି , ବହୁତଥର ଏହି ଗର୍ବ ତାଙ୍କର ଚରିତ୍ର ଉପରେ ସାମିଲ୍ ହୋଇଥାଏ , ଓ ତାଙ୍କୁ ଏହା ଜଣା ପଡିନଥାଏ କି ସେ କେତେ ଗର୍ବ କରୁଛନ୍ତି ,

ଖାସକରି ପୁଅଙ୍କର ଗର୍ବ ତୁଳନାରେ ଝିଅମାନେ ଟିକିଏ ଗର୍ବି ହୋଇଥାନ୍ତି , ତାଙ୍କ ମନ ମଧ୍ୟରେ ଏକ ଇର୍ଷାର ଭାବନା ଆସିଯାଏ , ଏହି କଥାକୁ ଧ୍ୟାନରେ ରଖି ଆଜି ଆମେ ଆପଣଙ୍କୁ କିଛି ଏପରି ଝିଅମାନଙ୍କ ବିଷୟରେ କହିବାକୁ ଯାଉଛୁ ଯିଏକି ନିଜ ପ୍ରକୃତି ଯୋଗୁଁ ଗର୍ବ ଅନୁଭବ କରନ୍ତି ,

 

A ନାମକ ଝିଅ ହୋଇଥାନ୍ତି ଗର୍ବୀ : ଏହି ନାମକ ଝିଅମାନେ ପ୍ରକୃତରେ ଗର୍ବୀ ହୋଇଥାନ୍ତି , କିନ୍ତୁ ବାହାରୁ ଏପରି ଜଣାଇଥାନ୍ତି କି ସେମାନେ ଟିକିଏ ବି ଗର୍ବ କରନ୍ତି ନାହିଁ , ଯେବେ ରିୟଲ୍ ଲାଇଫ୍ କଥା ଆସେ ତେବେ ସେ କେଉଁ କାମର କଥାରେ ତାଙ୍କର ଗର୍ବ ଚେହେରା ଆଗରେ ଆସିଯାଏ , ଏମାନେ ନିଜକୁ ସ୍ୱର୍ଗର ଅପସରୀ ବୋଲି ମନେ କରନ୍ତି , ଏହି କାରଣରୁ ପୁଅ ମାନେ ଏମାନଙ୍କୁ କେବେ ବି ଭାଉ ଦେଇନଥାନ୍ତି , ଏମାନଙ୍କ ପାଖରେ କେଉଁ ଗୁଣ ଥାଉ କିମ୍ବା କେଉଁ ଭଲ ଜିନିଷ ଥାଉ ଏମାନଙ୍କୁ ବହୁତ ଜଲଦି ଗର୍ବ ଆସିଯାଏ । ଏହି ନାଁର ଝିଅମାନେ ଅଧିକାଂଶ ଲୋକଙ୍କୁ ପସନ୍ଦ ବି କରନ୍ତି ନାହିଁ ।ତେବେ ଏହି ନାମର ସବୁ ଝିଅ ଖରାପ ନୁହଁ | ଅନେକ ଝିଅ ମଧ୍ୟ ବହୁତ ଭଲ ଥାନ୍ତି

 

D ନାମର ଝିଅ – ଏହି ନାମର ଝିଅ ବହୁତ ଗର୍ବୀ ହେଇଥାନ୍ତି କିନ୍ତୁ ବାହାରୁ ଦେଖେଇ ହୁଅନ୍ତି ଯେପରି ତାଙ୍କୁ କିଛି ଗର୍ବ ନାହିଁ |କିନ୍ତୁ ଯେବେ ରିୟଲ ରେ ତାଙ୍କୁ ପାଇଁ କିଛି କାମ କରିବା ପାଇଁ ଆସେ ତେବେ ସେ ନିଜର ଅସଲ ରୂପ ଦେଖେଇଥାନ୍ତି |ଏମାନେ ନିଜକୁ ବହୁତ ସୁନ୍ଦରୀ ଭାବନ୍ତି ଏମାନଙ୍କ ପାଖେ କିଛି ବିଶେଷ ଗୁଣ ଥିଲେ ଏମାନେ ଅଧିକ ଗର୍ବ କରନ୍ତି | ତେବେ ସବୁ ଝିଅ ଏଥିରେ ସାମିଲ ନୁହନ୍ତି କେବଳ ୭୦% ଝିଅ ଏଭଳି ଅଟନ୍ତି ଓ ବାକି ୩୦ % ବହୁତ ଭଲ ଅଟନ୍ତି

 

K ନାମକ ଝିଅ ହୋଇଥାନ୍ତି ଗର୍ବୀ : ଏହି ନାଁର ଝିଅ ମାନେ ନିଜ ପଇସା ଓ ସୁନ୍ଦରତା ଓ ଉନ୍ନତି ପାଇଁ ଗର୍ବ ଅନୁଭବ କରିଥାନ୍ତି , ଏମାନେ ତଳ ତଳୁଆ ଲୋକଙ୍କ ସହ କଥାବାର୍ତ୍ତା କରିବାକୁ ପସନ୍ଦ କରନ୍ତି ନାହିଁ , ଏମାନଙ୍କ ମନ ମଧ୍ୟରେ ଇର୍ଷାର ଏକ ଭାବନା ଆସେ , ଯଦି କେଉଁ ବ୍ୟକ୍ତି ଏମାନଙ୍କ ଉନ୍ନତିରେ ଆସେ ତେବେ ଏମାନେ ତାହା ପସନ୍ଦ କରନ୍ତି ନାହିଁ , ଓ ଏମାନଙ୍କ ଶତ୍ରୁ ବି ଅଧିକା ହୋଇଥାନ୍ତି ।ତେବେ ସବୁ ଝିଅ ଏଥିରେ ସାମିଲ ନୁହନ୍ତି କେବଳ ୭୦% ଝିଅ ଏଭଳି ଅଟନ୍ତି ଓ ବାକି ୩୦ % ବହୁତ ଭଲ ଅଟନ୍ତି

Leave a Reply

Your email address will not be published.