March 25, 2024

Odia Express

News For Public

୭ ଦିନରେ ଗଞ୍ଜାପଣ ଦୂର କରିଦିଏ ଓ ନୂଆ ବାଳ ଆସିଥାଏ କେବଳ ମେଥି ଦ୍ୱାରା , କେବଳ ପ୍ରୟୋଗ କରିବାର ସଠିକ୍ ତରିକା ଜଣା ଥିବା ଦରକାର…

ଭାରତୀୟ ରୋଷେଇରେ ମେଥିକୁ ଖାଇବାର ସ୍ୱାଦ ବଢାଇବା ପାଇଁ କରାଯାଇଥାଏ , ସେମିତି ଏଥିରେ ଔଷଧୀୟ ଗୁଣରେ ଭରପୁର ଥିବା ଯୋଗୁଁ ମେଥି ରୋଗରୁ ଦୂର କରିବାରେ ସାହାଯ୍ୟ କରେ , ମେଥି ବାଳ ପାଇଁ କେଉଁ ବରଦାନରୁ କମ୍ ନୁହେଁ , ଏହାର ସଠିକ୍ ବ୍ୟବହାର ଧଳା ବାଳକୁ ନେଇକରି ଗଞ୍ଜାପଣ ଅସୁବିଧାରୁ ଦୂର କରିବା ପାଇଁ ହୋଇଥାଏ । ଏସିଡ୍ , ପ୍ରୋଟିନ୍ ଓ ଔଷଧୀୟ ଗୁଣରେ ଭରପୁର ମେଥି ବାଳକୁ ପୋଷଣ ଦେଇଥାଏ , ଯାହାଦ୍ୱାରା ବାଳ ଗୁଡିକ ସୁସ୍ଥ୍ୟ ଓ ମଜବୁତ ରଖିଥାଏ , ତା ସହ ମେଥି ହେୟାର ମାକ୍ସ ଭାବେ ଲଗାଇଲେ ହେୟାର୍ ଫଲ୍, ଧଳା ବାଳ, ଓ ରୁପୀ ପରି ସମସ୍ୟାରୁ ମୁକ୍ତି ଦେଇଥାଏ , ବାଳକୁ ସୁସ୍ଥ୍ୟ ରଖିବା ପାଇଁ ସପ୍ତାହକୁ ୨ ଥର ମେଥିକୁ ପାଣିରେ ଧୋଇନିଅନ୍ତୁ , ଏଥିପାଇଁ ମେଥିକୁ ରାତି ସାରା ପାଣିରେ ବତୁରାଇ ରଖନ୍ତୁ , ଓ ସକାଳୁ ତାହାର ବ୍ୟବହାର ବାଳ ଧୋଇବା ପାଇଁ କରନ୍ତୁ ,

 

୨ ଚାମଚ ବତୁରାଇଥିବା ମେଥିର ପତ୍ରକୁ ଗ୍ରାଇଣ୍ତିଙ୍ଗ୍ କରିନିଅନ୍ତୁ , ଏହି ପେଷ୍ଟକୁ ବାଳରେ ଲଗାଇ କିଛି ସମୟ ପରେ ସାମ୍ପୁ ଲଗାଇ ବାଳକୁ ଧୋଇ ଦିଅନ୍ତୁ , ନିୟମିତ ରୁପରେ ଏହାର ବ୍ୟବହାର କରିବା ଦ୍ୱାରା ବାଳ ଝଡିବା ସମସ୍ୟା ଦୂରେଇଯାଇଥାଏ , ଏହାର ପେଷ୍ଟକୁ ଲଗାତାର ସାତ ଦିନ ଯାଏଁ ବ୍ୟବହାର କଲେ ନୂଆ ବାଳ ଉତ୍ପନ୍ନ ହୋଇଥାଏ , ପୋଟାସିୟମ୍ ଥିବା କାରଣରୁ ମେଥିର ସେବନ କଲେ  ବାଳ ଝଡିବାରୁ ରୋକି ଥାଏ ,

 

ମହିଳା ଓ ପୁରୁଷଙ୍କ ମଧ୍ୟରେ ହେଉଥିବା ଗଞ୍ଜାପଣ ବୟସ ବୃଦ୍ଧି ସକାଶେ ହୋଇପାରେ , ଏହା ପାଈଁ ସପ୍ତାହରେ ୭ ଥର ମେଥିର ଚୁର୍ଣ୍ଣ ଲଗାନ୍ତୁ , ଏହା ଦ୍ୱାରା ୭ ଦିନରେ ଫରକ ଦେଖିବାକୁ ପାଇବେ , ରୁପି ହେଉଥିଲେ , ୧ କପ୍ ମେଥୀକୁ ରାତିରେ ବତୁରାଇ ରଖନ୍ତୁ , ତାପରେ ସକାଳୁ ପେଷି କରି ଏହାକୁ କିଛି ଚାମଚ ଲେମ୍ବୁ ଓ କିଛି ଚାମଚ ଦହି ନିଅନ୍ତୁ , ଏହାର ମାକ୍ସ କରି ବାଳରେ ୩୦ ମିନିଟ୍ ପାଇଁ ଲଗାଇକରି ଛାଡି ଦିଅନ୍ତୁ , ତାପରେ ମାଇଲ୍ଡ ସାମ୍ପୁରେ ବାଳକୁ ଧୋଇ ଦିଅନ୍ତୁ, ୨ ଥର ମାସ୍କକୁ ବ୍ୟବହାର କରନ୍ତୁ , ଏହା ଦ୍ୱାରା ରୁପି ସମସ୍ୟା ଦୁର ହୋଇଯିବ । ଯଦି ଆପଣଙ୍କ ବାଳ ରୁକ୍ଷତା ହେଉଛି ତେବେ ମେଥିର ମଞ୍ଜିକୁ ପେସିକରି ତାକୁ ନଡିଆ କିମ୍ବା ବାଦାମ ତେଲରେ ଲଗାନ୍ତୁ , ଏଥିରୁ ବାଳ ସାଇନ୍ ଓ ସଫ୍ଟ ହୋଇଯିବ , ମେଥିକୁ ୨ କପ୍ ପାଣିରେ ବତୁରାଇ ମୁହଁରେ ଲଗାନ୍ତୁ , ଏହା ଚେହେରା ଚିକ୍କଣ କରିବ ,

 

ଯଦି ଚେହେରାରେ ତ୍ୱଚାରେ ବ୍ରଣର ସମସ୍ୟାରୁ ମୁକ୍ତି ପାଇବାକୁ ହେଲେ ମେଥୀର ଚୁର୍ଣ୍ଣକୁ ଦହି ମିଶାଇକରି ଲଗାନ୍ତୁ , ୩୦ ମିନିଟ୍ ପରେ ପାଣିରେ ଧୋଇନିଅନ୍ତୁ , ସବୁଦିନ ଏହାର ବ୍ୟବହାର କରି ସବୁ ଅସୁବିଧା ଦୂର ହୋଇଯିବ , କଳା ଦାଗ ଚେହେରାରେ ଦେଖାଦେଲେ ମେଥିକୁ ବତୁରାଇ ଦିଅନ୍ତୁ , ଓ ତାହା ସହ ମହୁକୁ ମିଶାଇ କଳାଦାଗ ଥିବା ଜାଗାରେ ଲଗାନ୍ତୁ , ୧୦ ମିନିଟ୍ ପରେ ନଖ ଉଷୁମ ପାଣିରେ ଧୋଇ ଦିଅନ୍ତୁ , କିଛି ଦିନ ମଧ୍ୟରେ ଚେହେରାରୁ କଳାଦାଗ ଦୂର ହୋଇଯିବ ,

ଆଖି ତଳ କଳା ପଡିବା ସମସ୍ୟାରୁ ଦୂର କରିବା ପାଇଁ ମେଥିକୁ କିଛି ଦାନା ନେଇକରି ତାହାର ପେଷ୍ଟ ବନାନ୍ତୁ , ତାଙ୍କୁ ଆଖିର ତଳ ପାର୍ଶ୍ୱରେ ଲଗାଇ ଦିଅନ୍ତୁ , ୧୦ ମିନିଟ୍ ପରେ ତାକୁ ପାଣିରେ ଧୋଇ ଦିଅନ୍ତୁ ,

Leave a Reply

Your email address will not be published. Required fields are marked *