April 14, 2024

Odia Express

News For Public

ଭାରତର ଦୁଇ ଜଣ ଦକ୍ଷ ଓ ସାହାସୀ ଗୁପ୍ତଚର , ମୁସଲମାନ ହୋଇକରି ୭ ବର୍ଷ ପାକିସ୍ଥାନରେ ରହିଲେ , କିନ୍ତୁ ଜଣେ ଫେରି ଆସି ପାରିଲେ ନାହିଁ – ସବୁ ଭାରତୀୟ ଜାଣିବା ଦରକାର ଏହି କଥା..

ବହୁତ ଏମିତି ଲୋକ ଥାନ୍ତି ଯିଏକି ନିଜ ଦେଶ ପାଇଁ ଜୀବନର ବାଜି ଲଗାଇବାକୁ ପଛାଇ ନଥାନ୍ତି , ତାଙ୍କ ନାଁ ଆସିଲେ ଆମ ମୁଣ୍ତ ଗର୍ବରେ ସମ୍ମାନରେ ତଳକୁ ହୋଇଯାଏ , କିନ୍ତୁ କିଛି ଲୋକ ଏମିତି ହୋଇଥାନ୍ତି ଯିଏକି ନିଜ ଜୀବନର ବାଜି ଲଗାଇ ଦେଇଥାନ୍ତି , ଓ ସରକାର ତାଙ୍କୁ ଆପଣାଇବା ପାଇଁ ମନା କରିଦେଇଥାନ୍ତି ,ଏମିତି ଲୋକ ଥାନ୍ତି ଯେଉଁମାନେ ଗୁପ୍ତଚର ଏଜେନ୍ସି ରେ ଥାନ୍ତି ଯିଏ କି ଦେଶ ପାଇଁ ସବୁ କିଛି କରିବସିଥାଏ , ଏମିତିରେ ଭାରତ ଦୁଇ ବୀର ସପୁତଙ୍କର ଆମେ କଥା କହୁଛୁ , ଯିଏକି ଦେଶ ପାଇଁ ସବୁ କିଛି କରିବାକୁ ରାଜି ହୋଇଛନ୍ତି , କିନ୍ତୁ ସେହି ସପୁତଙ୍କ ମଧ୍ୟରୁ ଜଣେ ଭାରତ ଫେରି ଆସିପାରିଲେ ନାହିଁ ,

 

ରବିନ୍ଦ୍ର କୌଶିକ୍ : ରାଜସ୍ଥାନର ଶ୍ରୀଗଙ୍ଗାନଗରରେ ଜନ୍ମ ନେଇଥିବା ଭାରତର ଏହି ମହାନ୍ ହିରୋ ବାପା ଏୟାରଫୋର୍ସରେ ଥିଲେ , ଓ ତାଙ୍କୁ ଆକ୍ଟିଙ୍ଗ୍ ର ସଉକ ଥିଲା , ଏହି ଥର୍ ତାଙ୍କ ପରଫରମାନ୍ସ ଆମ ଦେଶର ଗୁପ୍ତଚର ଏଜେନ୍ସି ର ଦେଖିଥିଲେ । ତେବେ ସେ ତାଙ୍କୁ ଗୁପ୍ତଚର କରି ପାକିସ୍ଥାନ ଯିବା ପାଇଁ ପ୍ରସ୍ତାବ ଦେଇଥିଲେ , ଦେଶ ଭକ୍ତ ରବିନ୍ଦ୍ର କୌଶିକ୍ ତୁରନ୍ତ ହଁ କରିଥିଲେ , ସେ ପାକିସ୍ଥାନରେ ଯାଇକରି ମୁସଲମାନ ହୋଇକରି ପାକିସ୍ଥାନ ଆର୍ମୀରେ ନିଯୁକ୍ତ ହୋଇଗଲେ , ସେଠାରେ ଜଣେ ଝିଅ ସହ ବିବାହ ବି କରିନେଲେ , ଓ ଭାରତକୁ ଅନେକ ଫାଇଦା ପହଞ୍ଚାଇଲେ , ଥରେ ଅନ୍ୟ ଏକ ଗୁପ୍ତଚର ସହ ଦେଖା କରିବାକୁ ଯାଇଥିଲେ , ଧରାଯିବାପରେ ସେ ରବିନ୍ଦ୍ର କୌଶିକ୍ ନାଁ କହିଦେଲା , ସେହି ସମୟରେ କଂଗ୍ରେସ୍ ସରକାର ତାଙ୍କୁ କିଛି ସାହାଯ୍ୟ ନକରିବାର ଫୈସଲା ନେଇଥିଲା , ଓ ଜେଲ୍ ରେ ସହିଦ ହୋଇଗଲେ ।

 

ଅଜିତ୍ ଡୋଭାଲ୍ : ମୋଦୀ ସରକାର ଏକ ଗୁରୁତ୍ୱପୂର୍ଣ୍ଣ ପଦରେ ଯେଉଁ ରାଷ୍ଟ୍ରିୟ ସୁରକ୍ଷା ଉପଦେଶକର୍ତ୍ତା ହୋଇଥାଏ । ସେହି ପଦର ଶୋଭା ବଢାଉଥିବା ଅଜିତ୍ ଡୋଭାଲ୍ ୭ ବର୍ଷ ପାକିସ୍ଥାନରେ ଗୁପ୍ତଚର ହୋଇଥିଲେ । ଅଜିତ୍ ଡୋଭାଲ୍ ସେଠାରେ ମୁସଲିମ୍ ହୋଇ ରହିଥିଲେ , ଓ ସେଠାରେ ଟିକେ ଭୁଲ୍ ଜୀବନ ପ୍ରତି ବିପଦ ଆସିପାରିଥାନ୍ତା , ଅଜିତ୍ ଡୋଭାଲ୍ ଦେଶର ସେବାରେ ନିଜ ପ୍ରାଣକୁ ବିପଦକୁ ଠେଲି ଦେଇଛନ୍ତି , ପାକିସ୍ଥାନରେ ଆଜି ବି ତାଙ୍କ ନାଁ ରେ ଭୟଭିତ ହୋଇଥାନ୍ତି , ତାଙ୍କୁ ଜେମ୍ସ ବଣ୍ତ ବି କୁହାଯାଏ , ଗୁପ୍ତଚର ହିସାବରେ ଅଜିତ୍ ଡୋଭାଲ୍ ଦେଶ ପାଇଁ ବହୁତ ସାରା ଅପରେସନ୍ ରେ ସଫଳ ହୋଇଛନ୍ତି , ଏହା ଛଡା ଏହି ଗୁପ୍ତଚର ଗୁମନାମ୍ ହୋଇକରି ସବୁ କିଛି ତ୍ୟାଗ କରିଥାନ୍ତି ,

Leave a Reply

Your email address will not be published. Required fields are marked *