ଏ ହେଉଛନ୍ତି ଦୁନିଆର ସବୁଠାରୁ ସୁନ୍ଦରୀ ନାରୀ ଯାହାଙ୍କ ଲାଗି ତାଙ୍କର ସୌନ୍ଦର୍ଜ୍ୟ ବିପଦର କାରଣ ହେଲା…

ଆପଣମାନେ ଆଗରୁ ଶୁଣିଥିବେ କ୍ରିକେଟର ଓ ଅଭିନେତା ମାନଙ୍କୁ ଆଇନ ଦ୍ଵାରା ଖେଳିବା କିମ୍ବା ଅଭିନୟ କରିବାରୁ ପ୍ରତିବନ୍ଧ ଲଗାଯାଇଛି । ଏଠାରେ ସେହିଭଳି ଏକ ରୋଚକ ବିଷୟ ଉପରେ କୁହାଯାଇଛି । ଆମେ ଏହା ଏଥିପାଇଁ କହୁଛୁ ଯେ ଏହି ଝିଅ ସହିତ ଏପରି କିଛି ଘଟିଛି , ଯେତେବେଳେ ଏହାର ଅସାଧାରଣ ସୌନ୍ଦର୍ଜ୍ୟ କୁ ଦେଖି ବଡ ବିଚିତ୍ର କାରଣ ଦେଇ ଏହାକୁ କାମରୁ ହଟେଇ ଦିଆଗଲା , ତାଙ୍କୁ କୁହାଗଲା କି ଆପଣ କିଛି ଅଧିକ ସୁନ୍ଦରୀ ଅଟନ୍ତି ତେଣୁ ଆମେ ଆପଣଙ୍କ ଦ୍ଵାରା ଏହି କାର୍ଯ୍ୟ କରିପାରିବୁ ନାହିଁ । ଏହି କଥା ଜାଣି ସମସ୍ତେ ଆଶ୍ଚର୍ଯ୍ୟ ହେବା ସ୍ଵାଭାବିକ ।

 

24ବର୍ଷୀୟ ଝିଅଟିକୁ ଫିଲ୍ମ ରେ କାମ କରିବା ପାଇଁ କେବଳ ଏଥିପାଇଁ ମନା କରାଗଲା କାରଣ ଏହି ଝିଅଟି ଆବଶ୍ୟକତା ଠାରୁ ଯଥେଷ୍ଟ ଅଧିକ ସୁନ୍ଦରୀ ଥିଲା । ହଁ ଆଜ୍ଞା ଏହା ଶୁଣି ଅଦ୍ଭୁତ ଲାଗିଲେ ମଧ୍ୟ ଏହା ସତ୍ୟ ଅଟେ । କମ୍ବୋଡିଆ ର ଅଭିନେତ୍ରୀ ଡେନି ନନ ଙ୍କୁ ଆସନ୍ତା ଏକବର୍ଷ ପାଇଁ ନୂଆ ଚଳଚିତ୍ର କରିବାରୁ ବ୍ୟାନ କରିଦିଆ ଯାଇଛି । କାରଣ ସଂସ୍କୃତି ଓ ଆର୍ଟ ମିନିଷ୍ଟ୍ରି ଅନୁଯାୟୀ ସେ  ଆଚାର ସଂହିତା ର ଉଲ୍ଲଂଘନ କରିଛନ୍ତି ।

 

ଫେସବୁକ ରେ ସାରା ଦୁନିୟାର 3ଲକ୍ଷ ରୁ ଅଧିକ ଲୋକଙ୍କ ଦ୍ଵାରା ତାଙ୍କୁ ଫୋଲୋ କରାଯାଉଛି । ନନ ଙ୍କ କହିବା ଏହା ଯେ ବାକି ଅଭିନେତ୍ରୀ ତୁଳନା ରେ ମୁଁ ଏମିତି କିଛି କରିନାହିଁ ଯେଉଁଥିପାଇଁ ମୋତେ ବ୍ୟାନ କରାଯାଇଛି । ମିଡିଆ କୁ ଏକ interview ଦେଇ ସେ କହିଛନ୍ତି କି ଫିଲ୍ମ ରେ ବହୁତ ସୁନ୍ଦରୀ ଅଭିନେତ୍ରୀ ଅଛନ୍ତି ଅନେକ ମୋ ଠାରୁ ସୁନ୍ଦରୀ ଅଟନ୍ତି ଯେଉଁମାନେ ମୋଠାରୁ ଅଧିକ ଚୁମ୍ବନ ଓ ଯୌନ ଉଦ୍ଦୀପକ ଦୃଶ୍ୟ କରୁଛନ୍ତି । ସେ ଆହୁରି ମଧ୍ୟ କହିଛନ୍ତି ଯେ ମୁ ଜାଣିଛି ଯେ ମୁଁ ଯେପରି କପଡା ଚାହିଁବି ସେପରି ପିନ୍ଧିପାରିବି , ଏହା ମୋର ଅଧିକାର ଅଟେ । କିନ୍ତୁ ଆମ ସଂସ୍କୃତି , କମ୍ବୋଡିଆ ଜନସାଧାରଣ ଏହା ସ୍ଵୀକାର କରିବେ ନାହିଁ ।

 

ଡେନି ନନଙ୍କ ସୌନ୍ଦର୍ଜ୍ୟ ର ଚର୍ଚା ଦେଶ ଦୁନିଆ ରେ ଚାଲିଛି , ସେ ଦେଖିବାକୁ କୌଣସି ଅପ୍ସରା ଠାରୁ କମ ନୁହନ୍ତି । ଆପଣ ଜାଣି ଆଶ୍ଚର୍ଯା ହେବେ ଯେ ସେଠାକାର ସରକାର ତାଙ୍କ ଉପରେ ପ୍ରତିବନ୍ଧ ଲଗେଇ କହିଛି ଯେ ଆପଣ ଆବଶ୍ୟକତା ଠାରୁ ବହୁତ ଅଧିକ ସୁନ୍ଦରୀ ତେଣୁ ଆପଣଙ୍କୁ ଫିଲ୍ମ ରେ କମ କରିବାକୁ ଅନୁମତି ଦିଆଯାଇ ପାରିବ ନାହିଁ ।

ଡେନି ନନ ସରକାର ବିରୋଧରେ ଅନେକ ଅପିଲ କଲେ ଓ ସରକାରଙ୍କ ନିଷ୍ପତ୍ତି ବିରୋଧରେ କିଛି ପଦକ୍ଷେପ ନେଲେ କିନ୍ତୁ ଶେଷରେ ନିରାଶ ହେଲେ । ସରକାର ତାଙ୍କର କୌଣସି କଥା ଶୁଣିବାକୁ ସିଧା ସିଧା ମନା କରିଦେଲେ ।

 

Leave a Reply

Your email address will not be published.