April 20, 2024

Odia Express

News For Public

ଜଣେ ନୁହେଁ ବରଂ ୩୪ ଜଣ ଝିଅଙ୍କୁ କୋଳାଇ ନେଇଥିବା ଅଭିନେତ୍ରୀ ପ୍ରୀତି ଜିଣ୍ଟାଙ୍କ ଅସଲ ସତ୍ୟତା ସାମ୍ନାକୁ ଆସିଲା – ଜାଣନ୍ତୁ ବର୍ତମାନ କେଉଁଠି ଅଛନ୍ତି ଏହି ଛୁଆ ଗୁଡିକ….

ବଲିଉଡ୍ ଦୁନିଆଁ ବାହାରୁ ବହୁତ ରଙ୍ଗୀନ ଓ ସୁନ୍ଦର ଦେଖାଯାଏ , ଅସଲରେ ଏହା ସେତେ ଅବୁଝା ହୋଇଥାଏ , ବଲିଉଡ୍ ର ବଡ ବଡ ତାରକାଙ୍କ କଥା ନିଜ ମଧ୍ୟରେ ଥିବା ରହସ୍ୟ ଏକାଠି କରି ଲୋକଙ୍କ ସାଧାରଣ ଜୀବନ ଦେଖାହୋଇଥାଏ , କିନ୍ତୁ ବହୁତ ଥର ସତ୍ୟତା ଏତେ କଠୋର ହୋଇଥାଏ କି ଆମେ ସ୍ୱପ୍ନରେ କେବେ ଭାବିପାରିବା ନାହିଁ , ଆଜି ଆମେ ଆପଣଙ୍କୁ ଜଣେ ଅଭିନେତ୍ରୀଙ୍କ ବିଷୟରେ କହିବାକୁ ଯାଉଛୁ , ଯିଏ ପୂରା ଦୁନିଆଁରେ ଏକ ଲେଜଣ୍ଟର ରୁପ ପାଇସାରିଛନ୍ତି , କିନ୍ତୁ ଏହି ଖବର ପଢିବାପରେ ଫଇସଲା ଆପଣଙ୍କ ହାତରେ ହେବ କି ଏହି ଅଭିନେତ୍ରୀ ପ୍ରକୃତରେ ଜଣେ ମହାନ୍ ନା ସେମିତି ଖାଲି ଲୋକ ଦେଖାଣିଆ ।

 

ଆପଣଙ୍କୁ କହିଦେବୁ କି ଏହି ଅଭିନେତ୍ରୀ ଆଉ କେହି ନୁହେଁ ବରଂ ଆମ ବଲିଉଡ୍ ଅଭିନେତ୍ରୀ ପ୍ରିତି ଜିଣ୍ଟା ଅଟନ୍ତି ,  ସେ ୨୦୦୯ରେ ବେଶୀ ଚର୍ଚ୍ଚିତ ହୋଇଥିଲେ , କାରଣ ଆଉ କିଛି ନଥିଲା ବରଂ ଛୁଆଙ୍କୁ କୋଳାଇନେବା ଥିଲା , କହିଦେବୁ କି ସେ ଉତ୍ତରାଖଣ୍ତର ହୃଷିକେଶ ରେ ମଦର୍ ମିରେକେଲ୍ ସ୍କୁଲ୍ ସହ ୩୪ ଜଣ ଝିଅଙ୍କୁ କୋଳାଇନେଇଛନ୍ତି , ଓ ତାଙ୍କ ପାଠ ପଢା ସହ ତାଙ୍କ ପାଳନପୋଷଣ ଦାୟିତ୍ୱ ବି ନେଇଛନ୍ତି , ତାଙ୍କର ଏହି ଫଇସଲା ପାଇଁ ତାଙ୍କ ସମୟରେ ସ୍କୁଲ୍ ଅଧ୍ୟାପିକା ତାଙ୍କୁ ଖୁସିରେ ରାଜି ହୋଇଯାଇଥିଲେ ।

 

ଆଜିକୁ ଏହି କଥା ପୂରା ଦୁଇ ବର୍ଷ ହୋଇସାରିଲାଣୀ , କିନ୍ତୁ କଣ ଆପଣ ଜାଣିଛନ୍ତି ପ୍ରିତିଙ୍କ ଦ୍ୱାରା କୋଳାଇନେଇଥିବା ଛୁଆ ଏବେ କେଉଁଠି ଅଛନ୍ତି , ଆପଣଙ୍କୁ ଜାଣିକରି ଆଶ୍ଚର୍ଯ୍ୟ ଲାଗିବ କି ଏକ ଉଣ୍ଟର ଭ୍ୟୁ ସମୟରେ ମଦର ମିରାକେଲ୍ ସ୍କୁଲ୍ ରୁ କୋଳାଇ ନେଇଥିବା ଏହି ଛୁଆଙ୍କ ବିଷୟରେ ପଚାରାଗଲା , ପ୍ରିତି ଜିଣ୍ଟାଙ୍କୁ ମନେ ନଥିଲା କି ସେ କେଉଁ ଛୁଆଙ୍କୁ କୋଳାଇ ନେଇଛନ୍ତି , ପ୍ରିତି ୨୦୦୯ ରେ ସବୁ ଛୁଆଙ୍କୁ କୋଳାଇ ନେବା ଓ ପାଠ ପଢା ସହ ସବୁ ଦାୟିତ୍ୱ ନେଇଛନ୍ତି ,

 

ପ୍ରୀତି ଯେପରି ଜଣାଶୁଣା ଅଭିନେତ୍ରୀ ଅଟନ୍ତି , ତାଙ୍କର ହସରେ ସ୍କୁଲ୍ ପ୍ରଶାସନ ନାରାଜ୍ ଅଛନ୍ତି , ସୁତ୍ରର ଅନୁସାରେ ପ୍ରିତି ନିଜ ବାହାଘର ପୂର୍ବରୁ ଓ ବାହା ହୋଓଇ ନିଜ ସ୍ୱାମୀଙ୍କ ସହ ସେ ସ୍କୁଲ୍ ଆସିଥିଲେ । କିନ୍ତୁ ତାହା ପରେ ସେ କେବେ ସ୍କୁଲ୍ ବିଷୟରେ ପଚାରିନଥିଲେ , କିନ୍ତୁ ଏହି ମାମଲାରେ ଶଝଲା ଇତେଫାମ୍ ଙ୍କ କହିବା କଥା କି ପ୍ରିତି ସେହି ସମୟରେ ସ୍କୁଲ୍ ଆସୁଥିଲେ , ଓ ଅନାଥ ଛୁଆଙ୍କ ସହ ଫଟୋ ଉଠାଇ ଚାଲିଯାଉଥିଲେ ।

 

ସାଝଲାଙ୍କ ଅନୁସାରେ ତେବେ ପ୍ରୀତି ୩୪ ଜଣ ଅନାଥ ଛୁଆଙ୍କ ଦାୟିତ୍ୱ ପାଇଁ ଏକ ବଡ ଫଇସଲା ନେଇଛନ୍ତି , ଯେଉଁଥିରେ କାରଣ ସେ ତାଙ୍କ ସେହି ବର୍ଷରେ ଚର୍ଚ୍ଚିତ ହୋଇରହିଥିଲେ , କିନ୍ତୁ ଏବେ ଏତେ ବର୍ଷ କଟିଯୀବାପରେ ପ୍ରିତି କେବେ ସେହି ଛୁଆଙ୍କ ବିଷୟରେ କେବେ ପଚାରାଉଚୁରା କରିନାହାନ୍ତି , ଯେବେ ପ୍ରୀତିଙ୍କୁ ଏହି କଥା ପଚାରିବାକୁ ଚେଷ୍ଟା କରାଯାଇଥିଲା , ପ୍ରୀତି ଏହି କଥାକୁ ବୁଲାଇ ଦେଇଥିଲେ , ପ୍ରିତିଙ୍କ ବ୍ୟବହାର୍ କାରଣରୁ ବହୁତ ଲୋକେ କ୍ଷୋଭ ପ୍ରକାଶ କରିଛନ୍ତି , ଯେବେ ସୋସିଆଲ୍ ମିଡୀଆ ଏହି ଟପିକ୍ ଉପରେ ଆଗକୁ ଆଣିଛି , ଏହା ସହ ନାନାଦି କମେଣ୍ଟସ୍ ଦେଖିବାକୁ ମିଳିଥିଲା , ଲୋକଙ୍କ ଅନୁସାରେ ଯେପରି ବହୁତ ଷ୍ଟାର୍ସ ପବ୍ଲିସିଟି ପାଇଁ କୋଳାଇ ନେବାପାଇଁ ଦାୟିତ୍ୱ ଉଠାଇବାପାଇଁ ଭୁଲିଯାଆନ୍ତି ।

Leave a Reply

Your email address will not be published. Required fields are marked *