March 28, 2024

Odia Express

News For Public

ବାହାଘର ପାଇଁ ଏଠାରେ ପୁଅ ମିଳୁ ନାହାନ୍ତି – କୁଆଁରି ହୋଇ ବୁଢୀ ହେଉଛନ୍ତି କୋଟିପତି ଝିଅମାନେ…

ଏହି ସଂସାରରେ ଭଗବାନ କାହାକୁ ଅଧିକା ସୁନ୍ଦର ବନାଇଛନ୍ତି ତ ଆଉ କାହାକୁ କମ୍ ସୁନ୍ଦର ବନାଇଛନ୍ତି , ମଣିଷ ନିଜ ଯୌବନକୁ ସଜାଇବା ପାଇଁ ବହୁତ କିଛି ଉପାୟ କରିଥାଏ , କିନ୍ତୁ ବୟସ ହିସାବରେ ମଣିଷର ସୁନ୍ଦରତାରେ ପରିବର୍ତ୍ତନ ଆସିଥାଏ ।  ଏହା ହିଁ ପ୍ରକୃତିର ନିୟମ ଅଟେ । କିନ୍ତୁ ଆଜି ଆମେ ଆପଣଙ୍କୁ ଏମିତି ଏକ ଜାଗା ବିଷୟରେ କହିବୁ ଯେଉଁଠି ମହିଳାମାନେ ୭୦ ବର୍ଷ ବୟସରେ ବି ସୁନ୍ଦର ଦେଖାଯାଆନ୍ତି , ତାଙ୍କୁ ଦେଖିକରି ଯିଏ ହେଲେ ବି ତାଙ୍କର ଅସଲି ବୟସ କହିପାରିବ । ଦୁନିଆଁରେ ଏମିତି ଜନଜାତି ମିଳିଥାନ୍ତି ,

 

ସେମାନଙ୍କ ମଧ୍ୟରୁ ଜଣେ ହେଲେ ହୁଂଜା ଜନଜାତି ଗୋଟେ ରିପୋର୍ଟ ମୁତାବିକ କୁହାଯାଇଛି କି ଏହି ଜନଜାତିର ଲୋକେ ଅଧିକା ଲମ୍ବା ବୟସ ପର୍ଯ୍ୟନ୍ତ ସୁନ୍ଦର ଓ ଯବାନ ଦେଖାଯାଆନ୍ତି , ୭୦ ବର୍ଷର ବୃଦ୍ଧା ମହିଳା ବି ୧୮ ବର୍ଷର ଲାଗିଥାନ୍ତି , ଆପଣଙ୍କୁ କହିଦେବୁ କି ଏହି ଜନଜାତି ପାକିସ୍ଥାନର ଅଧିକୃତ କାଶ୍ମୀରର ଗିଲଗିଟ ଇଲାକାରେ ସ୍ଥିତ ଅଛି , ଏଠାରେ ହଂଜା ଘାଟିରେ ଏହି ଜନଜାତି ପ୍ରସିଦ୍ଧ ଅଛନ୍ତି , ଏହି ଘାଟିରେ ଏହି ଜନଜାତିଙ୍କୁ ପରିଚୟ ମିଳିଥାଏ ।

 

ଭାରତର ଉତ୍ତର ପଟେ ସ୍ଥିତ ଏହି ଜନଜାତି ମହିଳାମାନେ ୬୫ ରୁ ୭୦ ବର୍ଷ ମଧ୍ୟରେ ଛୁଆ ଜନ୍ମ କରିପାରନ୍ତି , ଏଠାକାର ଜଳବାୟୁ କାରଣରୁ ଏହି ଲୋକେ ରୋଗ ସହ ଲଢିବାର କ୍ଷମତା ଅଧିକା ହୋଇଥାଏ । ଏହି କାରଣରୁ ଏଠାକାର ଲୋକେ କମ୍ ରୋଗରେ ପଡିଥାନ୍ତି , ଓ ସୁସ୍ଥ୍ୟ ରୁହନ୍ତି , ଏହି ଜନଜାତିର ଲୋକେ ୧୦୦ ବର୍ଷ ପର୍ଯ୍ୟନ୍ତ ଆରାମରେ ଜୀବିତ ରହିପାରନ୍ତି , ଲୋକେ ଅଧିକାଂଶ ବାଜରା, ଆଦି ଖାଦ୍ୟର ସେବନ କରିଥାନ୍ତି , ଏଠାରେ ପୁରୁଷଙ୍କ ସଂଖ୍ୟା ବହୁତ କମ୍ ଅଟେ ,ଏଠାରେ ଝିଅମାନେ ଅଧିକାଂଶ ପର୍ଯ୍ୟଟକଙ୍କୁ ବାହାହୋଇ ଚାଲିଯାଆନ୍ତି , ଋଷି କାପୁରଙ୍କ ଗୋଟେ ଫିଲ୍ମ ହୀନାରେ ଏହି କାହାଣୀ ଦେଖାଯାଇଛି ।

Leave a Reply

Your email address will not be published. Required fields are marked *