ବରଯାତ୍ରୀଙ୍କ ସାଙ୍ଗରେ ଟ୍ରେନ୍ ରେ ଯାଉଥିଲେ କନ୍ୟା , ସକାଳୁ ଉଠିବାପରେ ଦେଖିବାକୁ ମିଳିଲା କିଛି ଏପରି ଦୃଶ୍ୟ , ସମସ୍ତଙ୍କ ହୋସ୍ ଉଡିଗଲା…

ବାହାଘର ପରେ ଯେବେ କେଉଁ ଝିଅର ବିଦାୟ ହୋଇଥାଏ , ତେବେ ଘର ପୁରା ଖାଲି ଖାଲି ଲାଗିଥାଏ , ସେମିତି ଯେବେ ବର ଘରକୁ କନ୍ୟା ଆସିଥାଏ ତେବେ ଘରେ ଖୁସିର ମାହୋଲ୍ ଦେଖିବାକୁ ମିଳିଥାଏ , ସମସ୍ତେ କନ୍ୟାକୁ ଅପେକ୍ଷା କରିଥାନ୍ତି , ବହୁତ ରୀତି ନୀତି ପ୍ରସ୍ତୁତି କରିଥାନ୍ତି , କିନ୍ତୁ ଏବେ କିଛି ଦିନ ତଳେ ଏକ ମାମଲା ସାମ୍ନାକୁ ଆସିଛି , ଯେଉଁଠି କନ୍ୟାର ବିଦାୟୀ ହେଲା କିନ୍ତୁ ସେ ପୁଅର ଘରକୁ ପହଞ୍ଚିପାରିଲା ନାହିଁ , ବରଯାତ୍ରୀଙ୍କ ଓ ବରର ଏକ ସାଧାରଣ ଭୁଲ୍ ସକାଶେ ସେ ଏହି ପରିସ୍ଥିତିର ସାମ୍ନା କରିଥିଲେ ।

 

ପୁରା ଘଟଣା ପାଟଳିପୁତ୍ର ରୁ ମୁମ୍ବାଇ ପଟୁଯାଉଥିବା ପାଟଳୀପୁତ୍ର –ଲୋକମାନ୍ୟ ତିଲକ ଏକ୍ସପ୍ରେସ୍ ରେ ହୋଇଥିଲା,  ମଧ୍ୟପ୍ରଦେଶର ସିଙ୍ଗରୋଲି ସୁପରଫାଷ୍ଟ ଟ୍ରେନ୍ ର ଏସି କୋଚ୍ ରେ ଯାଉଥିବ ବରଯାତ୍ରୀ ମଧ୍ୟରେ ଏକ ହଡକମ୍ପ ହୋଇଗଲା , ବର ଓ ବରଯାତ୍ରୀ ଦଳ କନ୍ୟାକୁ ବହୁତ ଖୋଜାଖୋଜି କଲେ କିନ୍ତୁ ତାକୁ ପାଇଲେ ନାହିଁ , କନ୍ୟାକୁ ଖୋଜିଖୋଜି ବର ଖଣ୍ତବା  ଇଟାରସିରେ ପହଞ୍ଚିଗଲା ,ଓ ଜିଆର୍ ପି ରେ ନିଖୋଜ ହୋଇଥିବା ଅଭିଯୋଗ କରିଥିଲେ , ପରେ ଷ୍ଟେସନରେ ଲାଗିଥିବା ସିସିଟିଭି ଫୁଟେଜ୍ ରୁ ଦେଖାଗଲା କିନ୍ତୁ ଖାସ୍ ସୁରାଗ୍ ମିଳିଲା ନାହିଂ , ଏହା ବି ଜଣା ପଡିଲା ନାହିଁ କି ସେ ସ୍ୱେଚ୍ଛାକୃତ୍ୟ ଭାବେ ଯାଇଛି କି ଅଘଟଣ୍ ହୋଇଛି, କୁହାଯାଉଛି କି ବରଯାତ୍ରୀଙ୍କ କଲ୍ୟାଣ ଜଙ୍କସନ୍ ଯିବାର ଥିଳା , ଓ ରାତି ହେବା କାରଣରୁ ସବୁ ବରଯାତ୍ରୀ ଓ ବର ଶୋଇପଡିଥିଲେ । କିନ୍ତୁ ଯେବେ ସକାଳୁ ଉଠିବାପରେ ବରର ବଡ ଭାଇଙ୍କ ନିଦ ଭାଙ୍ଗିଲା , କିନ୍ତୁ ସେ ଦେଖିବାକୁ ପାଇଲେ କି ସେ ନିଜ ସିଟ୍ ରେ ନଥିଲେ ,

 

ଏହି ଘଟଣା ପରେ କେହି ବି ବିଶ୍ୱାସ କରିପାରୁନାହାନ୍ତି କି ଏପରି ବି ହୋଇପାରେ , କାରଣ ଏହି ଘଟଣା ବହୁତ ଆଶ୍ଚର୍ଯ୍ୟଜନକ ଥିଲା , ଏହି ପରି ଏହା ପ୍ରଥମ ଘଟଣା ସାମ୍ନାକୁ ଆସିନାହିଁ , ଯେଉଁଠି କନ୍ୟା ଫେରାର୍ ହୋଇଯିବାର , ପୁଅ ଓ ଝିଅ ଦୁହେଁ ବହୁତ ଭଲ ଭାବେ କଥାବାର୍ତ୍ତା ହେଉଥିଲେ , ଏବେ ସେଠାରେ ଏକ ଅଚିହ୍ନା ବ୍ୟକ୍ତି ଙ୍କ କହିବା ମୁତାବିକ ଇଟରାସୀ ଷ୍ଟେସନ ପାଖରେ କନ୍ୟା ଓହ୍ଲାଇବାର ଦେଖିଥିଲେ ।

 

ସେପଟେ ଝିଅର ବାପା କହୁଛନ୍ତି କି ବାହାଘରକୁ ନେଇକରି ଝିଅର ମନରେ କୌଣସି ଅଯଥା ଚିନ୍ତା ନଥିଲା , ପୁଅ ଓ ଝିଅ ଦୁହେଁ ଦୁହିଁଙ୍କୁ ବହୁତ ଭଲ ଭାବେ ପସନ୍ଦ କରିଥିଲେ , ନିର୍ବନ୍ଧ ସମୟରେ ସେମାନେ ବହୁତ ଖୁସିଥିଲେ , ଦୁହେଁ ଏକା ସାଙ୍ଗେ ଖାଦ୍ୟ ଖାଇଥିଲେ ଓ ଏକାଠି ବୁଲାବୁଲି କରିଥିଲେ , ଝିଅର ବାପା କହିବା କଥା କି ମୋର ଦୁଇଟି ଝିଅ ଅଛନ୍ତି , ତାଙ୍କ ଉପରେ ପୁରା ଭରସା ଅଛି, ସେ କେବେ କିଛି ଭୁଲ୍ କାମ କରିପାରିବେ ନାହିଂମ୍ , ବାହାଘରରେ ଆଠ ଲକ୍ଷ ଟଙ୍କା ଖର୍ଚ୍ଚ କରିଛି, ରାତିରେ ଝିଅର ରାତିରେ ଫୋନ୍ ଆସିଥିଲା , କିନ୍ତୁ ସେ କାହାକୁ କିଛି ନ କହି କୁଆଡେ ଚାଲିଯାଈଛି ଏହି ବିଷୟରେ ଆମକୁ ଜଣା ନାହିଁ ।

Leave a Reply

Your email address will not be published.