April 12, 2024

Odia Express

News For Public

ନ୍ୟୁଜିଲାଣ୍ତ ଅଧିନାୟକ କହିଲେ କି ଧୋନୀ ୱାର୍ଲଡ୍ କ୍ଲାସ୍ କ୍ରିକେଟିୟର୍ ଅଟନ୍ତି , ଆମେ ତାଙ୍କୁ ଟିମ୍ ରେ ନେବାକୁ ପ୍ରସ୍ତୁତ ଅଛୁ – ଦେଖନ୍ତୁ ତାପରେ କଣ ହେଲା..

କାଲି ଟିମ୍ ଇଣ୍ତିଆ ସେମି ଫାଇନାଲ୍ ମ୍ୟାଚରେ ହାରିଯାଇଛି ସତ କିନ୍ତୁ ଧୋନୀ ସମସ୍ତଙ୍କ ହୃଦୟ ଜିତିପାରିଛନ୍ତି , ଧୋନୀ ପୁରା ଚେଷ୍ଟା କରିଥିଲେ ଟିମ୍ ଇଣ୍ତିଆକୁ ଫାଇନାଲ୍ ରେ ପହଞ୍ଚାଇବାପାଇଁ , ମହେନ୍ଦ୍ର ସିଂ ଧୋନୀ ନ୍ୟୁଜିଲାଣ୍ତ ବିପକ୍ଷରେ ସେମି ଫାଇନାଲ୍ ମ୍ୟାଚରେ ଅର୍ଦ୍ଧ ଶତକୀୟ ପାରି ଖେଳିଥିଲେ,  ଓ ରବିନ୍ଦ୍ର ଜାଡେଜା ସହ ମିଶିକରି ୧୦୬ ରନ୍ ର ଏକ ଧମାକାଦାର ପାର୍ଟନରସିପ୍ କଲେ , ମହେନ୍ଦ୍ର ସିଂ ଧୋନୀଙ୍କ କ୍ରିକେଟ୍ ଜଗତରେ କିଛି ଲୋକ ପୁଣି ପ୍ରଶ୍ନ ବାଚି କରିଛନ୍ତି , ଡେଥ୍ ଓଭରରେ ତାଙ୍କର ଚେସ୍ କରିବା ଅନ୍ଦାଜ୍ ଠିକ୍ ନଥିଲା । ଧୋନୀ ସିଙ୍ଗଲ୍ସ ନେଇକରି ଖୁସିରେ ଥିଲେ ଯେବେ କି ଯେବେ କି ୫୯ ଟି ବଲ୍ ରେ ୭୭ ରନ୍ ପାରି ଖେଳି ଜାଡେଜାଙ୍କୁ ଷ୍ଟ୍ରାଇକ୍ ଦେବାକୁ ମଉକା ଦେଇଥିଲେ । ଯେବେ କି ଧୋନି ଆଲୋଚନା ବିଷୟରେ ନ୍ୟୁଜିଲାଣ୍ତ ଅଧିନାୟକ ୱିଲମିଙ୍ଗସନ୍ ଙ୍କୁ ଏହି ପ୍ରଶ୍ନ କରାଯାଇଥିଲା ତେବେ ଧୋନୀଙ୍କ ରକ୍ଷା କଲେ ,

 

ମହେନ୍ଦ୍ର ସିଂ ଧୋନୀଙ୍କ କ୍ରିକେଟ୍ ଜଗତରେ କିଛି ଲୋକ ପୁଣି ପ୍ରଶ୍ନ ବାଚି କରିଛନ୍ତି , ଡେଥ୍ ଓଭରରେ ତାଙ୍କର ଚେସ୍ କରିବା ଅନ୍ଦାଜ୍ ଠିକ୍ ନଥିଲା । ଧୋନୀ ସିଙ୍ଗଲ୍ସ ନେଇକରି ଖୁସିରେ ଥିଲେ ଯେବେ କି ଯେବେ କି ୫୯ ଟି ବଲ୍ ରେ ୭୭ ରନ୍ ପାରି ଖେଳି ଜାଡେଜାଙ୍କୁ ଷ୍ଟ୍ରାଇକ୍ ଦେବାକୁ ମଉକା ଦେଇଥିଲେ । ଯେବେ କି ଧୋନି ଆଲୋଚନା ବିଷୟରେ ନ୍ୟୁଜିଲାଣ୍ତ ଅଧିନାୟକ ୱିଲମିଙ୍ଗସନ୍ ଙ୍କୁ ଏହି ପ୍ରଶ୍ନ କରାଯାଇଥିଲା ତେବେ ଧୋନୀଙ୍କ ରକ୍ଷା କଲେ ,

 

କେନ୍ ୱିଲିମସନ୍ କହିଲେ କି ସେ ନ୍ୟୁଜିଲାଣ୍ତ ତରଫରୁ ଖେଳିପାରିବେ ନାହିଁ , କଣ ସେ ନିଜ ରାଷ୍ଟ୍ରିୟତା ବଦଳାଉଛନ୍ତି , ଯଦି ଏପରି ହୁଏ ତେବେ ସେ ଆମ ଟିମ୍ ରେ ଚୟନ କରିବାରେ ରାଜି ଅଛୁ , ୱିଲିମଙ୍ଗସନ୍ ଧୋନୀଙ୍କ ପ୍ରଶଂସା କରିଥିଲେ,  ସେ କହିଲେ କି ସେ ଜଣେ ୱାର୍ଲଡ୍ କ୍ଲାସ୍ ଖେଳାଳୀ ଅଟନ୍ତି , ତାଙ୍କୁ ଯେବେ ପଚାରାଗଲା କି ଯଦି ଇଣ୍ତିଆନ୍ ଟିମ୍ ରେ ଧୋନୀ ଅଧିନାୟକତ୍ୱ୍ ଭାରରେ ଥାନ୍ତେ ତେବେ କଣ ମତାମତ ଆପଣଙ୍କର ହୋଇଥାନ୍ତା , ତେବେ ନ୍ୟୁଜିଲାଣ୍ତ କ୍ୟାପଟେନ୍ କହିଲେ , ତାଙ୍କର ଅନୁଭବ ଏହି ପରି ଖେଳକୁ ମଉକା ବହୁତ ଗୁରୁତ୍ୱପୂର୍ଣ୍ଣ ହୋଇଥାଏ , ପୂର୍ବ ୱାର୍ଲଡ କପ୍ ସମୟରେ ଯୋଗଦାନ ବେଶୀ ଗୁରୁତ୍ୱପୂର୍ଣ୍ଣ ହୋଇଥିଲା,ସେ ଜାଡେଜାନକ୍ ସହ ଭଲ ପାର୍ଟନରସିପ୍ କରି ଦୁହେଁ ଯେଉଁ ଭଳି ଭାବେ ବଲକୁ ହିଟ୍ କଲେ , ତାହା ବହୁତ୍ ଖାସ୍ ଥିଲା , ସେ ଜଣେ ଭଲ ଦକ୍ଷ ଖେଳାଳୀ ଅଟନ୍ତି ,

କେନ୍ ୱିଲିଙ୍ଗସନ୍ କହିଲେ କି ଧୋନୀଙ୍କ ୪୯ ଓଭରରେ ରନ୍ ଆଉଟ୍ ଏକ ଶୋଚନୀୟ ଥିଲା , ଧୋନୀଙ୍କୁ ମାର୍ଟିନ୍ ଗୁଫଟିଲ୍ ଭଲ ଡାଇରେକ୍ଟ ଥ୍ରୋ କରି ରନ୍ ଆଉଟ୍ କରିଥିଲେ , ୱିଲିଙ୍ଗସନ୍ କହିଲେ ଏହା ବହୁତ ମୁସକିଲ୍ ପିଚ୍ ଥିଲା , ଏଥିପାଇଁ କିଛି କହିବା ସହଜ ନଥିଲା , ସେ ରନ୍ ଆଉଟ୍ ବହୁତ ମହତ୍ତ୍ୱପୂର୍ଣ୍ଣ ଥିଲା , କାରଣ ଆମେ ଧୋନୀଙ୍କୁ ଦେଖିଛୁ ଧୋନୀ ଏଭଳି ପରିସ୍ଥିତିରେ କିପରି ନିଜ ଟିମ୍ ଆଡକୁ ମୋଡିନିଅନ୍ତି ।

Leave a Reply

Your email address will not be published. Required fields are marked *