April 18, 2024

Odia Express

News For Public

ସୁପ୍ରିମକୋର୍ଟଙ୍କ ଆଦେଶ – ପଇସା ନଥିଲେ ଗରିବ ଲୋକଙ୍କର ଚିକିତ୍ସା କରିବାକୁ ମନା କରିପାରିବେନି ନିକଟସ୍ଥ ମେଡିକାଲ୍ ନଚେତ..

କିଏ ଗରିବ ଅଛନ୍ତି ଯାହାଙ୍କର ଚିକିତ୍ସା ବହୁତ ଦରକାର ଅଛି , ତେବେ ସେମାନେ ପ୍ରାଇଭେଟ୍ ମେଡିକାଲ୍ ଚିକିତ୍ସା କରିବାକୁ ହେଲେ ସେମାନେ ମନା କରିପାରିବେ ନାହିଁ । ସୁପ୍ରିମ କୋର୍ଟ ଏହି ଆଦେଶ ଦେଇଛନ୍ତି , କୋର୍ଟ କିଛି ସମୟ ପୂର୍ବରୁ ଏହା ଶୁଣାଣୀ ଦେଇଛନ୍ତି , ସୁପ୍ରିମ କୋର୍ଟ ଏହି ଫଇସଲା ଦିଲ୍ଳୀର ମେଡିକାଲ୍ କୁ ନେଇକରି ଶୁଣାଇଥିଲେ ।କୋର୍ଟ ନିଜ ଆଦେଶରେ କହିଲେ କି ଯେତେ ବି ପାଖାପାଖି ମେଡିକାଲ୍ ଅଛି ସରକାର ଜାଗାରେ ନିର୍ମାଣ ହୋଇଛି ,ସେମାନେ ଗରିବ ଲୋକଙ୍କୁ ମାଗଣାରେ ଚିକିତ୍ସା କରିବେ , ଏହି ଆଦେଶରେ ସବୁଠାରୁ ବଡ ଅଦାଲତ ଦିଲ୍ଳୀର ମୁଲଚନ୍ଦ , ସେଣ୍ଟ ଷ୍ଟିଫେନ୍ , ରକଲ୍ୟାଣ୍ତ, ଓ ସୀତାରାମ ଭରତିଆ ମେଡିକାଲ୍ ରେ ଅର୍ଜି ଶୁଣାଣୀ ହୋଇଛି, ସୁପ୍ରିମ କୋର୍ଟ ଏହା ଆଦେଶ ଦେଇଛନ୍ତି କି ପ୍ରାଇଭେଟ୍ ମେଡିକାଲ୍ ରେ ୧୦% ବେଡ୍ ଗରିବଙ୍କ ପାଇଁ ମାଗଣା ଚିକିତ୍ସା ଦେବେ , ଅନ୍ୟ ପଟେ ଓପିଡିରେ ପ୍ରାୟ ୨୫ % ଗରିବଙ୍କୁ ମାଗଣା ଚିକିତ୍ସା ହେବ , ଏତିକି ନୁହେଁ ମେଡିକାଲ୍ ରେ ଗରିବଙ୍କୁ ମାଗଣା ଚିକିତ୍ସା ନ କରାଗଲେ ତାଙ୍କର ଲାଇସେନ୍ସ ରଦ୍ଧ କରିଦିଆଯିବ ।

 

ସୁପ୍ରିମ କୋର୍ଟ ଏହି ଫଇସଲା ସମୟରେ କହିଲେ କି ମେଡିକାଲ୍ ସରକାରୀ ସବସିଡି ଉପରେ ଜାଗା ନେଇଛନ୍ତି , ଓ ଗରିବ ଲୋକଙ୍କୁ ମାଗଣା ଚିକିତ୍ସା ସୁବିଧା ଦେବାକୁ ହେବ , ଓ ଯିଏ ମେଡିକାଲ୍ ଆଦେଶକୁ ମାନିବେନି ତାଙ୍କୁ ଅଦାଲତର ଆଦେଶ ଅବମାନନା ଅପରାଧରେ ଲାଇସେନ୍ସ ରଦ୍ଧ କରିଦିଆଯିବ , ଏହି ଶୁଣାଣିରେ ମୁଲଚନ୍ଦ , ସେଣ୍ଟ ଷ୍ଟିଫେନ୍ , ରକଲ୍ୟାଣ୍ତ, ଓ ସୀତାରାମ ଭରତିଆ ମେଡିକାଲ୍ ଭଡାରେ ସରକାରୀ ଜାଗାରେ ମେଡିକାଲ୍ ନିର୍ମାଣ କରିଛନ୍ତି , ଆପଣଙ୍କୁ କହିଦେବୁ କି ଏହି ମେଡିକାଲ୍ ଦିଲ୍ଲୀ ହାଇକୋର୍ଟ ଫଇସଲା ବିପକ୍ଷରେ ସୁପ୍ରୀମ କୋର୍ଟ ଅପିଲ୍ କରିଥିଲେ , ଏବେ ଦିଲ୍ଲୀ ସରକାର ପ୍ରାଇଭେଟ୍ ମେଡିକାଲ୍ ଙ୍କୁ ଝଟକା ଦେଇଛନ୍ତି ।

 

ଦିଲ୍ଲୀର କେଜରିୱାଲ୍ ସରକାରଙ୍କ ତରଫରୁ ଏକ ପ୍ରସ୍ତାବିତ ପରାମର୍ଶରେ କହିଲେ କି ପ୍ରାଇଭେଟ୍ ମେଡିକାଲ୍ ରେ ରୋଗଙ୍କ ଶବକୁ ନିଜ ପରିବାରକୁ ଦେବାପାଇଁ ମନା କରିପାରିବେ ନାହିଁ , ଯାହାର ମୃତ୍ୟୁ ଉପଚାର ସମୟରେ ମେଡିକାଲ୍ ରେ ହେବ , ଓ ପରିଜନଙ୍କ ଅନ୍ତେଷ୍ଟି ପୂର୍ବରୁ ବିଲ୍ ଦେଣ କରିବାରେ ଅସମର୍ଥ ହୋଇଥିଲେ , କିନ୍ତୁ ସରକାର କର୍ମଚାରୀଙ୍କୁ ସଫା ମନା କରିଦିଆଯାଇଛି କି ଏହି ପ୍ରସ୍ତାବ ତାର୍ପର୍ଯ୍ୟ ଏହା ନୁହେଁ କି ବିଲ୍ ମାଫ କରାଯିବ , ମେଡିକାଲ୍ ପରିଜନନ ବିପକ୍ଷରେ ଆଇନଗତ କାର୍ଯ୍ୟନୁଷ୍ଠାନ ନିଆଯିବ , ଯାହାପରେ ବିଲ୍ ଭୁଗଦାନ ହେବ ।

Leave a Reply

Your email address will not be published. Required fields are marked *