March 24, 2024

Odia Express

News For Public

ଯେବେ କପିଳ ଦେବଙ୍କୁ ସାମ୍ବାଦିକ ପଚାରିଲେ – କିଏ ବଢିଆ ଅଧିନାୟକ ଧୋନୀ ନା କୋହଲି, ସେ କହିଲେ ବାପା ସବୁବେଳେ ବାପା ହୋଇଥାଏ କାରଣ..

ୱାର୍ଲଡ୍ କପ୍ ଭାରତର ଯାତ୍ରା ଅଧୁରା ରହିଯାଈଛି , କିନ୍ତୁ ଦର୍ଶକଙ୍କ ପାଇଁ ଏହି କଥା ହଜମ ହେଉନି , କାରଣ ଭାରତ ଏହି ୱାର୍ଲଡ୍ କପ୍ ସବୁଠାରୁ ମଜବୁତ୍ ଟିମ୍ ହିସାବରେ ଜଣାଯାଉଥିଲା  ଭାରତର ସେମିଫାଇନାଲ୍ ରେ ହୋଇଥିବା ହାର୍ ଯୋଗୁଁ ବିରାଟ୍ କୋହଲିନ ଅଧିନାୟକତ୍ୱ ଉପରେ ବହୁତ ପ୍ରଶ୍ନବାଚୀ ସୃଷ୍ଟି ହୋଇଥିଲା , କୋହଲି ଜଣେ ଚ୍ୟାମ୍ପିୟନ୍ ପ୍ଲେୟାର୍ ଅଟନ୍ତି , ଏଥିରେ କୌଣସି ସନ୍ଦେହ ନାହିଁ , କିନ୍ତୁ ଅଧିନାୟକତ୍ୱ ମାମଲାରେ କୋହଲି କିଛି ଖାସ୍ କରିପାରିନଥିଲେ , ଧୋନୀଙ୍କ ନମ୍ବର ୭ ରେ ବ୍ୟଟିଙ୍ଗ୍ କରିବା କୋହଲିଙ୍କ ଅଧିନାୟଅକତ୍ୱ ଉପରେ ଏକ ବଡ ପ୍ରଶ୍ନ ସୃଷ୍ଟି କରିଛି । ଆପଣଙ୍କୁ କହିଦେବୁ କି କୋହଲି ଆକ୍ରାତ୍ମକ ଅଧିନାୟକତ୍ୱ ସେମିତି ଲୋକଙ୍କର ଧ୍ୟାନ ନିଜ ଆଡକୁ ଆକର୍ଷିତ କରିଥିବ , କିନ୍ତୁ ମହାନ୍ ଅଲରାଉଣ୍ତର କପିଲ ଦେବ ଦିଲ୍ଲୀର ଏହି କ୍ରିକେଟିୟରଙ୍କୁ ନେଇକରି କିଛି ରାୟ ଶୁଣାଇବାକୁ ଚାହୁଁନାହାନ୍ତି ,

 

ବର୍ଷ ୨୦୧୫ ଓ ୧୯୮୩ ୱାର୍ଲଡ୍ କପ୍ ବିଜେତା ଟିମ୍ ଅଧିନାୟକତ୍ୱ କପିଲଦେବଙ୍କୁ ଯେବେ ଏହି ପ୍ରଶ୍ନ ପଚାରାଗଲା ଧୋନୀ ଓ କୋହଲିଙ୍କ ତୁଳନାରେ ଆପଣ କାହାକୁ ଭଲ ଅଧିନାୟକତ୍ୱ ମାନିଛନ୍ତି , ତେବେ କପିଲ ଦେବ କହିଲେ ବାପା ବାପା ହୋଇଥାଏ ଓ ପୁଅ ପୁଅ ହୋଇଥାଏ ।

ସେ କହିଲେ କି ନିଶ୍ଚିତ ରୁପରେ ଦିନେ ପୁଅ ବାପା ହେବ , କିନ୍ତୁ ଏବେ ତାଙ୍କ ତୁଳନା କରିପାରିବେ ନାହିଁ , ଅଧିନାୟକତ୍ୱ ରୁପରେ ଧୋନୀଙ୍କ ଉପଲ୍ଲବ୍ଧୀ ଯାଏଁ ପହଞ୍ଚିବାପାଇଁ କୋହଲି ଏବେ ଲମ୍ବା ଯାତ୍ରା ପାର୍ କରିବାର ଅଛି , ମୁଁ ଏହା ହିଁ କହିବି ବ୍ୟାଟ୍ସମ୍ୟାନ୍ ହିସାବରେ କୋହଲିଙ୍କ ଜବରଦସ୍ତ ପ୍ରଦର୍ଶନ କରିଛନ୍ତି , କିନ୍ତୁ ଭାରତୀୟ ଟିମ୍ ପାଇଁ ଧୋନୀ ଯାହା କରିଛନ୍ତି , ଆଜି ପର୍ଯ୍ୟନ୍ତ କେହି ବି କରିନାହାନ୍ତି , ଧୋନୀଙ୍କ ପରି ଖେଳାଳୀ ଆଜି ପର୍ଯ୍ୟନ୍ତ କ୍ରିକେଟ୍  ଜଗତରେ କେହି ଜନ୍ମ ନେଇନାହାନ୍ତି

Leave a Reply

Your email address will not be published. Required fields are marked *