ଘରକୁ ଆସିଥିବା ଅତିଥିଙ୍କୁ କେବେ କୁହନ୍ତୁ ନାହିଁ ଏହି କଥା , ଶାସ୍ତ୍ରରେ ଏହାକୁ ବାରଣ କରା ଯାଇଛି..

ଭାରତୀୟ ପରମ୍ପରାରେ ଅତିଥିଙ୍କୁ ଦେବତା ତୁଲ୍ୟ ବୋଲି ମାନାଯାଇଛି, ଏହା ବିଷୟରେ ସଂସ୍କୃତରେ ଏକ ଲାଇନ୍ କୁହାଯାଇଛି ଅତିଥି ଦେବୋ ଭବଃ , ମାନେ ଅତିଥି ଭଗବାନ ଅଟେ , ବହୁତ ବର୍ଷ ହେଲା ଏହି ପରମ୍ପରାକୁ ପାଳନ କରାଯାଇଛି, ଯେବେ ଆମ ଘରେ କେଉଁ ଅତିଥି ଆସିଥାନ୍ତି ତେବେ ଆମେ ପୁରା ଶ୍ରଦ୍ଧାର ସହ ଅତିଥିର ସ୍ୱାଗତ ସର୍କାର କରିଥାଉ , ଏମିତିରେ ମାନାଯାଏ କି ଯେଉଁ ଲୋକ ନିଜ ଅତିଥିଙ୍କ ସ୍ୱାଗତ କରନ୍ତି ନାହିଁ , ସେମାନଙ୍କୁ ସ୍ୱୟଂ ଭଗବାନ ରାଗିଥାନ୍ତି ,ଘରକୁ ଆସିଥିବା ଅତିଥିକୁ ଆଦର କରିବା ଏକ ଶିଷ୍ଟାଚାର ହୋଇଥାଏ , ଯାହା ଅନ୍ୟ ପଟୁ ଧାର୍ମିକ ମାନ୍ୟତା ଅନୁସାରେ ଅତ୍ୟନ୍ତ ପୁଣ୍ୟର କାର୍ଯ୍ୟ ହୋଇଥାଏ ,

 

ପ୍ରାଚୀନ କାଳରେ ଯେବେ କେଉଁ ଘରେ କେଉଁ ଅତିଥି ଆସିଥାଏ , ତେବେ ଘରେ ହର୍ଷୋଲାସ ମାହୋଲ୍ ହୋଇଥାଏ , କିନ୍ତୁ ବଦଳୁଥିବା ଜମାନାରେ ସଂମ୍ପର୍କର ମାଇନା ବଦଳିଯାଇଛି, ଆଜିର ସମୟରେ କିଛି ଲୋକ ଘରକୁ ଆସିଥିବା ଅତିଥିଙ୍କୁ ବୋଝ ବୋଲି ଭାବିଥାନ୍ତି , କିନ୍ତୁ କିଛି ଲୋକ ଏମିତି ହୋଇଥାନ୍ତି , ଯିଏ ପ୍ରାଚିନ ସଭ୍ୟତା ପାଳନ କରି ଘରକୁ ଆସିଥିବା ଅତିଥିଙ୍କୁ ପୁରା ହୃଦୟ ସହ ସ୍ୱାଗତ କରିଥାନ୍ତି ,

ଧାର୍ମିକ ଗ୍ରନ୍ଥରେ ଅତିଥିଙ୍କୁ ନେଇ କିଛି କଥା ଉଲ୍ଲେଖ କରାଯାଇଛି, ହିନ୍ଦୁର ପ୍ରସିଦ୍ଧ ପୁରାଣ ବିଷ୍ଣୁ ପୁରାଣରେ ଘରକୁ ଆସିଥିବା ଅତିଥିଙ୍କ ସହ ଯୋଡି ହୋଇଥିବା କଥାକୁ ଉଲ୍ଲେଖ କରାଯାଇଛି, ବିଷ୍ଣୁ ପୁରାଣରେ ଏହି କଥାକୁ ଉଲ୍ଲେଖ କରାଯାଇଛି , କୁହାଯାଇଛି କି ଘରକୁ ଆସିଥିବା ଅତିଥିଙ୍କୁ କିପରି ବ୍ୟବହାର ଦେବା ଉଚିତ୍ , ଏମିତି କେଉଁ ଜିନିଷ ଅଛି ଯାହାର ଉଲ୍ଲେଖ ସର୍ବ ସାଧାରଣ ଭାବେ କହିବା ଉଚିତ୍ ନୁହେଁ ,

 

୧) ଜାତି ଧର୍ମ ବିଷୟରେ କେବେ ପ୍ରାୟ ଲୋକ ନିଜକୁ ଅସହଜ ମନେ କରନ୍ତି , ଅତଃ କିଛି ଏହି କଥାକୁ ବେଶୀ ମନେ ରଖିବା ଉଚିତ୍ , ଯଦି ଆପଣଙ୍କ ଘରର କେଉଁ ଅତିଥି ଆସୁଛନ୍ତି , ତେବେ ଭୁଲ୍ ରେ ବି ତାଙ୍କର ଜାତି ଅଥବା ଧର୍ମ ବିଷୟରେ ନ କୁହନ୍ତୁ ।

୨) ଘରକୁ ଆସିଥିବା ଅତିଥିଙ୍କୁ କେବେ ତାଙ୍କର କମାଇ ବିଷୟରେ ପଚାଇବା ଉଚିତ୍ ନୁହେଁ , କାରଣ କେବେ ନା କେବେ ନିଜ କମାଇର ବିଷୟରେ କହିବାକୁ ଲଜ୍ଜିତ ହୁଅନ୍ତି ,

୩) ଯଦି ଆପଣଙ୍କ ଘରକୁ କେଉଁ ଅତିଥି ଆସିଛନ୍ତି ତେବେ ତାଙ୍କୁ ତାଙ୍କର ଶିକ୍ଷାଗତ ଯୋଗ୍ୟତା ବିଷୟରେ କେବେ ପଚାରିବା ଦରକାର ହୁଅନି , ପ୍ରାୟ ଲୋକେ ନିଜକୁ ଏହା ଖରାପ ଭାବିଥାନ୍ତି ,

Leave a Reply

Your email address will not be published. Required fields are marked *