March 29, 2024

Odia Express

News For Public

ଏଠାରେ ୬୫ ହଜାର ଟଙ୍କାରେ Swift , ALTO ୮୫ ହଜାର ଓ ୯୦ ହଜାର ଟଙ୍କାରେ Wagon R ମିଳୁଛି – ଦେଖନ୍ତୁ କିପରି କିଣିବେ..

1 min read

ସମସ୍ତଙ୍କର ଏକ ସ୍ୱପ୍ନ ଥାଏ କି ସେ ଗୋଟେ କାର୍ କିଣିବେ ଯେଉଁଥିରେ ସେ ନିଜ ପରିବାର ସହ ଯାତ୍ରା କରିପାରିବେ , କହିଦେବୁ କି କିଛି ସମୟ ପୂର୍ବରୁ କାର୍ କିଣିବା ଏକ ସ୍ୱପ୍ନ ହୋଇଥିଲା , କିନ୍ତୁ ଆଜି କାଲିର ପ୍ରତିଯୋଗିତା ବଢିବାରେ ଲାଗିଛି, ଓ ଏବେ ସେକେଣ୍ତ ହ୍ୟାଣ୍ତ କାର୍ ବିକ୍ରି ସମୟରେ ଲୋକେ କାର୍ କିଣିବାରେ ଅଧିକା ମନ ଦେଉଛନ୍ତି । ଏହା ଏଥିପାଇଁ ହୋଇଥାଏ କାରଣ ଏହା ଆପଣଙ୍କ ଦରକାର ମୁତାବିକ ହିସାବରେ ଗାଡି ମିଳିଯାଏ , ଯଦି ଆପଣ ସେକେଣ୍ତ ହ୍ୟାଣ୍ତ କାର୍ ନେବାପାଇଁ ଭାବୁଛନ୍ତି ଓ ଆପଣଙ୍କ ବଜେଟ୍ କମ୍ ଅଛି ତେବେ ଆପଣଙ୍କୁ ଆଜି ଶସ୍ତା କାର୍ ଲିଷ୍ଟ ଦେଇପାରିବୁ , କହିଦେବୁ କି ସେକେଣ୍ତ ହ୍ୟାଣ୍ତ କାର୍ ଏବେ ମାର୍କେଟ୍ ରେ ଅଧିକା ଚାହିଦା ଅଛି , ମାରୁତି ସୁଜୁକି କାର୍ ବେଶୀ ହୋଇଥାଏ , ମାରୁତି ଅଲଟୋ , ସ୍ୱିଫ୍ଟ , ୱାଗନ୍ ଆର୍ ଚାହିଦା ଅଧିକା , ଟ୍ରୁ ଭ୍ୟାଲୁ ସେକେଣ୍ତ ହ୍ୟାଣ୍ତ ଶୋରୁମ୍ ଏଥିପାଇଁ ଖୋଲାଯାଇଛି କାରଣ ପୁରୁଣା କାର୍ କିଣିବା ଲୋକ ଭରସାର ସହ କିଣିବାକୁ ସୁବିଧା ମିଳିବ ।

 

୬୫ ହଜାର ଟଙ୍କାର ମାରୁତି ସ୍ୱିଫ୍ଟ : ଜଣାଇଦେବୁ କି ମାରୁତି ସୁଜୁକି ଟ୍ରୁ ଭ୍ୟାଲୁ ରେ ଏକ ସିଲଭର୍ କଲରର ସେକେଣ୍ତ ହ୍ୟାଣ୍ତ ସ୍ୱିଫ୍ଟ୍ ସେଲ୍ ରେ ଅଛି , ଏହି ୱେବସାଇଟ୍ ମୁତାବିକ , ଏହା ୨୦୦୭ ମସିହାର ମଡେଲ୍ ଅଟେ , ଓ ଏହାର କିଲୋମିଟର ୮୫,୬୩୨ ଯାଏଁ ଚାଲିଛି  ।  କହିଦେବୁ କି ଏହାର ଦାମ୍ ୬୫,୦୦୦ ଟଙ୍କା ରଖାଯାଇଛି , ଯଦି ଆପଣଙ୍କୁ ଏହି ମଡେଲ୍ ପସନ୍ଦ ଆସେ , ତେବେ ଆପଣ ଟ୍ରୁ ଭ୍ୟାଲୁରେ ସଂମ୍ପର୍କ କରିପାରିବେ , ମଡେଲ୍ ର ଡିଟେଲ୍ସ ଏହା ଅଛି ।

 

ମଡେଲ୍- ମାରୁତି ସ୍ୱିଫ୍ଟ ୨୦୦୭ ମଡେଲ୍ , ୮୫,୬୩୨ କିମି ସମୁଦାୟ ଚାଲିଛି, ଫୁଏଲ୍ –ପେଟ୍ରୋଲ୍ , ଓନର ୧ମ ହ୍ୟାଣ୍ତ , କଲର୍ –ସିଲଭର , ଦାମ୍ ୬୫ ହଜାର ଟଙ୍କା ।

୮୫,୦୦୦ ହଜାର ଟଙ୍କାରେ ଅଲଟୋ : କହିଦେବୁ କି ମାରୁତି ସୁଜୁକି ଟ୍ରୁ ଭ୍ୟାଲୁ ୱେବସାଇଡ୍ ରେ ଏକ ଧଳା କଲରର ଅଲଟୋ ଅଛି, ଏହାର ୱେବସାଇଡ୍ ରେ ଦିଆଯାଇଥିବା ସୁଚନା ମୁତାବିକ  ଏହି କାର୍ ୨୦୦୬ ମଡେଲ୍ ର ଅଟେ ,ଯାହା ୮୨,୮୯୭ କିମି ଚାଲିଛି, ଏହାର ଦାମ୍ ୮୫ ହଜାର ଅଟେ , ଯଦି ଆପଣଙ୍କୁ ଏହି ମଡେଲ୍ ପସନ୍ଦ ଆସେ , ତେବେ ଏହାର ସମୁର୍ଣ୍ଣ ବିବରଣୀ ଜାଣିନିଅନ୍ତୁ । ମଡେଲ୍ ମାରୁତି ଅଲଟୋ, ୮୨,୮୦୭ କିମି ଚାଲିଛି, ଫୁଏଲ୍ –ପେଟ୍ରୋଲ୍ , ଓନର ୩ କଲର୍ –ଧଳା , ଦାମ୍-୮୫ ହଜାର ଟଙ୍କା ।

 

୯୦ ହଜାରରେ ମାରୁତି ୱାଗନର୍ : କହିଦେବୁ କି ମାରୁତି ସୁଜୁକି ୱାଗନର୍ ଯେତେ ପୁରୁଣା ହେଉ , ଏହି କାର୍ ଡିମାଣ୍ତ ସବୁ ବେଳେ ଅଧିକା ରହିଥାଏ , ଏହାର ସ୍ପେସ୍ , ବଢିଆ ପରଫରମାନ୍ସ କାରଣରୁ ଏହା ଫ୍ୟାମିଲି କ୍ୟାଲ୍ସ ୱାଗନ୍ ଆର୍ ବହୁତ ପସନ୍ଦ ଆସିଥାଏ , କହିଦେବୁ କି ଟ୍ରୁ ଭ୍ୟାଲୁ ୱେବସାଇଡ୍ ରେ ଏହାର ସିଲଭର୍ କଲରରେ ଉପଲ୍ଲବ୍ଧ , ଏହା ୭୯,୮୫୬ କିମି ଚାଲିଛି, ଏହା ୨୦୦୭ ମଡେଲ୍ ଅଟେ , ଓନର-୩ୟ, ଦାମ୍ ୯୦ ହଜାର ରଙ୍କା ଯାଇଛି, ଆପଣଙ୍କୁ କହିଦେବୁ କି ଏଠାରେ କାର୍ ବିଷୟରେ ସୁଚନା ଟ୍ରୁ ଭ୍ୟାଲୁ ୱେବସାଇଡ୍ ଉପରେ ଆଧାରିତ ଅଟେ , ତେଣୁ ସେକେଣ୍ତ ହ୍ୟାଣ୍ତ କାର୍ ନେବା ପୂର୍ବରୁ ସମୂର୍ଣ୍ଣ ସୁଚନା , ପେପର୍ସ, ଓ ତଥ୍ୟକୁ ନିଶ୍ଚିତ ଚେକ୍ କରନ୍ତୁ ।

Leave a Reply

Your email address will not be published. Required fields are marked *