April 12, 2024

Odia Express

News For Public

ଆଜି ବି ଏଠାରେ ରଖାଯାଇଛି ଭଗବାନ ପର୍ଶୁରାମଙ୍କ ଫାର୍ସା , ତିନୋଟି କ୍ରେନ୍ ଲାଗିକରି ମଧ୍ୟ ଏହାକୁ ହଲାଇପାରିଲେ ନାହିଁ…

ଝାରଖଣ୍ତର ଗୁମଲା ଜିଲ୍ଲାରେ ଗୋଟେ ପାହାଡରେ ସ୍ଥିତ ଟାଙ୍ଗିନାଥ ଧାମ , ଦାବା କରାଯାଏ କି ଏହି ପାହାଡରେ ଗୋଟେ ମନ୍ଦିରରେ ଭଗବାନ ପର୍ଶୁରାମ ଫାର୍ସା ଅଛି , ଏଠାରେ ରହୁଥିବା ଲୋକଙ୍କ ମୁତାବିକ ଗୋଟେ ଥର ଏକ ଲୁହା ବାଲା ପର୍ଶୁରାମଙ୍କ ଫାର୍ସା ଚୋରି କରିବା ପାଈଁ ଚେଷ୍ଟା କରିଥିଲା , କିଛି ଦିନ ମଧ୍ୟରେ ତାହାର ମୃତ୍ୟୁ ହୋଇଗଲା , କୁହାଯାଉଛି କି ଯିଏ ବି ଏହି ଫାର୍ସାକୁ ଚୋରାଇ ନେବାକୁ ଚେଷ୍ଟା କରେ ତାକୁ ଏହାର ପରିଣତି ଭୋଗିବାକୁ ପଡିଥାଏ ।କୁହାଯାଏ କି ଖୋଲାରେ ଥିବା ସତ୍ତ୍ୱେ , ପର୍ଶୁରାମଙ୍କ ଫାର୍ସାରେ ଆଜି ପର୍ଯ୍ୟନ୍ତ ଜଙ୍କ୍ ଲାଗିନାହିଁ , ଜଙ୍କ୍ ନ ଲାଗିବାର କାରଣରୁ ଲୋକେ ଏଠାରେ ଲୋକେ ଯେଉଁ ମାନେ କମାର ବେପାରୀ ଅଛନ୍ତି ସେମାନେ ଏହାକୁ ନେଇଯିବାକୁ ଚେଷ୍ଟା କରିଥିଲେ , ତାକୁ ଓପାଡିବାକୁ ଚେଷ୍ଟା କରିଥିଲେ ,

 

ବହୁତ ଲୋକ ତାହାକୁ କାଟିବାକୁ ଚେଷ୍ଟା କରିବାରେ ଅସଫଳ ହେବାରୁ ତାହାର ଉପର ଭାଗକୁ କାଟିଦେଲେ , କିନ୍ତୁ ତାହାକୁ ନେଇପାରିଲେ ନାହିଁ , ଏହି ଘଟଣାକୁ ସବକ୍ ନେଇ ଲୋକେ ମାଟି ବି ଖୋଲି ପକାଇଥିଲେ , ଓ ସେହି ଢଲାଇରେ ଭାଙ୍ଗିଯାଇଥିବା ଫାର୍ସାର ଖଣ୍ତକୁ ବି ସ୍ଥାପିତ କରିଦେଲେ , ସେପଟେ ଫାର୍ସାକୁ ନେବାପାଇଁ ଇଚ୍ଛା ରଖିଥିବା ବ୍ୟକ୍ତି ଏବେ ତାହାର ପରିଣତି ଭୋଗୁଛି , ବହୁତ ଜେନେରେସନପ୍ ଅରେ ଆଜି ବି ସେହି ଜନଜାତିର ଲୋକେ ଟାଙ୍ଗିନାଥ ଧାମ ଆଖ ପାଖ ଗାଁରେ ରହିପାରନ୍ତି ନାହାନ୍ତି ।

 

କହିଦେବୁ କି ପୁରାତନ୍ତ୍ର ବିଭାଗ ୧୯୮୯ ରେ ଟାଙ୍ଗିନାଥ ଧାମର ଖୋଦାନ କରିଥିଲେ , ଏଥିରେ ସୁନା ଚାନ୍ଦୀ ଆଭୁଷଣ ସମେତ ବହୁତ ଦାମିକା ବସ୍ତୁ ମିଳିଥିଲା , କିଛି କାରଣରୁ ଏଠାରେ ଖୋଦାନ ଜଲଦି ବନ୍ଦ କରିଦିଆଗଲା , ଖୁଦାଇରେ ହୀରା ଜଡିତ ମୁକୁଟ ,ଚାନ୍ଦୀର ଅର୍ଦ୍ଧଗୋଲାକାର ମୁଦ୍ରା, ସୁନାର କଡା, ସୁନାର ବାଳି, ତମ୍ବାର ଟିଫିନ୍ ଓ କଳା ରାଶିର ଚାଉଳ ଥିଲା , ଏହିସବୁ ଜିନିଷ ଏବେ ଡୁମରି ଥାନାର ମାଲଖାନାରେ ରଖାଯାଇଛି , ଖୋଦାନ ଅଚାନକ ବନ୍ଦ ହେବାଯୋଗୁଁ ଆହୁରି ବସ୍ତୁ ମାଲଖାନାରେ ପଡିଥିବାର କାରଣ କଣ କାରଣ ଅଛି ତାହା ଆଜି ବି ରହସ୍ୟ ଅଛି ।

Leave a Reply

Your email address will not be published. Required fields are marked *