April 12, 2024

Odia Express

News For Public

ଭାରତର ଏହି ଜାଗାରେ ଦାମ୍ ରୁ ୮୦ ପ୍ରତିଶତ ଶସ୍ତାରେ ମିଳିଯାଏ ଦାମୀ ଜିନିଷଗୁଡିକ – କେବଳ ରବିବାରକୁ ଲାଗିଥାଏ ମାର୍କେଟ୍ , ଲୋକେ ରାତିସାରା ଆସି ଏଠାରେ ସପିଙ୍ଗ୍ କରିଥାନ୍ତି..

1 min read

ଶସ୍ତା ମାର୍କେଟ୍ କଥା କହିଲେ ଭାରତରେ ଏମିତି ବହୁତ ସହର ମିଳିଯିବେ ଯେଉଁଠି ଏମିତି ମାର୍କେଟ୍ ଅଛି, ଯେଉଁଠି ବ୍ରାଣ୍ତେଡ୍ ଜିନିଷ ଶସ୍ତା ଦାମ୍ ରେ ମିଳିଯିବ , ସେମିତି ଅଧିକାଂଶ ମାର୍କେଟ୍ ଦିଲ୍ଲୀରେ ଅଛି, ହଁ ଆଜ୍ଞା , ଏହା ଚାନ୍ଦିନୀ ଚୌକ, ନେହେରୁ ପ୍ଲେସ୍ , ପାଲିକା ବଜାର ସମେତ ଏମିତି ବହୁତ ଜାଗା ଅଛି , ଯେଉଁଠି ୧୦୦ ଟଙ୍କାର ଜିନିଷ ୪୦-୫୦ ଟଙ୍କାରେ ମିଳିଯାଏ , କହିଦେବୁ କି ଦିଲ୍ଲୀରେ ଏପରି ଏକ ମାର୍କେଟ୍ ଅଛି ଯେଉଁଠି ୧୦୦ ଟଙ୍କାର ଜିନିଷ ୨୦ ଟଙ୍କାରେ ମିଳେ , ଏହି ମାର୍କେଟ୍ ନାଁ ହେଲା ଚୋର୍ ବଜାର, ଏହି ମାର୍କେଟ୍ ରେ ଚୋରିର ଜିନିଷ ସହ ନୁଆ ପ୍ରଡକ୍ଟ ବି ମିଳିଯାଏ , ଏଥିରେ କପଡାରୁ ନେଇକରି ସ୍ମାର୍ଟ ଫୋନ୍ ,ଫୋନ୍ ଆସୋସୋରିଜ୍ , ଓ ଇଲେକ୍ଟ୍ରୋ ନୋକ୍ସିସ୍ ଜିନିଷ ଉପଲ୍ଲବ୍ଧ ଅଛି ,

 

କହିଦେବୁ କି ଏହାକୁ ସବୁଠାରୁ ଶସ୍ତା ବଜାର କୁହାଯାଏ , ଯଦି ଆପଣଙ୍କ ପାଖରେ ୧୦୦୦ ଟଙ୍କା ଅଛି ତେଏବ୍ ସବୁ ଆଇଟମ୍ କିଣିପାରିବେ , ଏଥିରେ ବ୍ୟାଗ୍ , ଇୟରଫୋନ୍, କସମେଟିକ୍ ଜିନିଷ ଓ ବହୁତ ୟୁଟିଲିଟି ଆଇଟମ୍ ମିଳିଥାଏ , ଏହା ଛଡା ବହୁତ ଏପରି ପ୍ରଡକ୍ଟ ଅଛି ଯାହା ବହୁତ କମ୍ ଦାମ୍ ରେ ମିଳିପାରୁଛି , ଉଦାହରଣ ପାଇଁ ପାନାସୋନିକ୍ ର ଭିଡିଓ କ୍ୟାମେରା ଯାହାର ଦାଂ ୧ ଲକ୍ଷ ୧୦ ହଜାର ଅଟେ , ତାହା ୭ ହଜାରରେ ମିଳୁଛି , ଏହା ଭଲ କଣ୍ତିସନ୍ ରେ ଉପଲ୍ଲବ୍ଧ , ଏଠାରେ ନକଲି ଜିନିଷ ବି ଉପଲ୍ଲବ୍ଧ , ଏମିତିରେ ଟିକେ ସତର୍କତା ସହ ଜିନିଷ କିଣିବାକୁ ପଡିବ ।

 

ଏଠାରେ ବହୁତ ଦୋକାନ ଅଛି ତେଣୁ ମାର୍କେଟ୍ ରୁ ଜିନିଷ କିଣିବା ପୂର୍ବରୁ ଏହାର ଦାମ୍ ଜାଣିନିଅନ୍ତୁ , ଯଦି ହୋଇପାରିବ ତେବେ ଜଣେ ବ୍ୟକ୍ତିଙ୍କୁ ସାଙ୍ଗରେ ନେଇଯିବେ , ଯିଏ ଭଲ ଭାବେ ଗ୍ୟାଜେଟ୍ ଓ ଟେକ୍ନୋଲୋଜି ଉପରେ ବୁଝିଥିବ , କହିଦେବୁ ଦେବୁ କି ଯେ କୌଣସି ଇଲୋକ୍ଟୋନିକ୍ସ ଜିନିଷ ନେବା ପୁର୍ବରୁ ଅନ୍ ଅଫ୍ କରି ଚେକ୍ କରିନିଅନ୍ତୁ , ଯଦି ଲ୍ୟାପଟପ୍ ନେଉଛନ୍ତି ତେବେ କିଛି ସମୟ ଚଲାଇକରି ଦେଖନ୍ତୁ ଓ ଡିଭାଇସ୍ ମ୍ୟାନେଜର୍ କନଫିରୁଗ୍ରେସନ୍ ନିଶ୍ଚିତ ଚେକ୍ କରିବେ ,

କହିଦେବୁ କି ଏହି ଚୋର୍ ବଜାର ଦିଲ୍ଲୀର ଲାଲ୍ କିଲ୍ଲା ପାଖରେ ଲାଗିଥାଏ , ଯାହା ପ୍ରାୟ ଅଢେଇ କିଲୋମିଟର ପର୍ଯ୍ୟନ୍ତ ବ୍ୟାପିଛି, ଏହା କେବଳ ରବିବାରକୁ ମାର୍କେଟ୍ ଲାଗେ , ଓ ଟାଇମ୍ ସଂନ୍ଧ୍ୟା ୪ଟାରୁ ସକାଳ ସକାଳ ୪ ଟା ଯାଏଁ ମାର୍କେଟ୍ ଚାଲିଥାଏ , ଏଠାରେ ବହୁତସାର ଫୋନ୍, ପେନ୍ ଡ୍ରାଇଭ୍ , ମେମୋରି କାର୍ଡ , ପାୱାର୍ ବ୍ୟାଙ୍କ୍ , ଇୟରଫୋନ୍ , ଟିଭି , ସ୍ପିକର୍ , ଓ ଅନ୍ୟାନ୍ୟ ଆଇଟମ୍ ମିଳିଯାଏ , ଏହା ଛଡା ପୁରୁଣା ଆଇଟମ୍ ବିକ୍ରି କରିପାରିବେ ।

Leave a Reply

Your email address will not be published. Required fields are marked *