March 23, 2024

Odia Express

News For Public

ସ୍ନାନ ପୂର୍ବରୁ ଓ ସ୍ନାନ କରିବା ସମୟରେ ଏହି ମନ୍ତ୍ର କହି ଦିୟନ୍ତୁ , ସୌଭାଗ୍ୟ ଓ ଧନ ଧାନ୍ୟରେ ଭରିଯିବ ଆପଣଙ୍କ ଜୀବନ…

ସ୍ନାନ କରିବା ସବୁ ମଣିଷର ଏକ ପ୍ରଥମ ଜାର୍ଯ୍ୟ ହୋଇଥାଏ , ସକାଳୁ ନିତ୍ୟ କର୍ମରୁ ନିବୃତ ହେବା ପାଇଁ ସବୁ ବ୍ୟକ୍ତି ପ୍ରଥମେ ସ୍ନାନ କରିବା ହୋଇଥାଏ , କିନ୍ତୁ କିଛି ଲୋକ ଏହି କଥା ଲାଗୁ ହୋଇନଥାଏ  ସ୍ନାନ କରିବା ଦ୍ୱାରା ନା କେବଳ ଶରୀରରୁ ମଇଳା ସଫା ହୋଇଥାଏ , ବରଂ ପୁରା ଦିନ ମନ ପ୍ରସନ୍ନତା ରହିଥାଏ , ଏହି କାରଣରୁ ବ୍ୟକ୍ତିର କାମରେ ମନ ଲାଗିଯାଏ , ସ୍ନାନ କରିବାରେ ବହୁତ ପ୍ରକାରର ଔଷଧୀୟ ଗୁଣ ହୋଇଥାଏ , ଶାସ୍ତ୍ରରୁ ସ୍ନାନ କରିଲେ କଣ କଣ ଫାଇଦା ହୋଇଥାଏ , ଏହାର ବୈଜ୍ଞାନିକ ଲାଭ ବିଷୟରେ କୁହାଯାଇଛି ,ହିନ୍ଦୁ ଧର୍ମରେ କେଉଁ ଜରୁରୀ କାର୍ଯ୍ୟ କରିବାକୁ ହେଲେ କିଛି ନା କିଛି ମନ୍ତ୍ର ବିଷୟରେ କୁହାଯାଇଛି , ଗାଧୋଉଥିବା ସମୟରେ ମନ୍ତ୍ରଗୁଡିକର ଜପ କରିବା ବିଷୟରେ କୁହାଯାଇଛି , ମନ୍ତ୍ରର ଜପ କରି ସ୍ନାନ କଲେ ଭଗବାନଙ୍କ କୃପା ମିଳିଥାଏ , ଗାଧୋଉଥିବା ସମୟରେ ଭଜନ , ମନ୍ତ୍ର କିମ୍ବା ତାଙ୍କର ନାଁ ନେଲେ ଖରାପ ନଜର ଓ ଦୂର୍ଭାଗ୍ୟରୁ ବଞ୍ଚିପାରିବେ , ଆଜି ଆମେ ଆପଣଙ୍କୁ କହିବାକୁ ଯାଉଛୁ ଗାଧୋଇବା ସମୟରେ କେଉଁ କେଉଁ ମନ୍ତ୍ରର ଜପ କରିବା ଉଚିତ୍ ।

 

ଗାଧୋଉଥିବା ସମୟରେ କରନ୍ତୁ ଏହି ମନ୍ତ୍ରର ଜପ : ଗଂଙ୍ଗେ ଚ ଯମୁନେ ଗୋଦାବରୀ ସରସ୍ୱତୀ, ନର୍ମଦେ ସିନ୍ଧୁ କାବେରୀ ଜଳେ ଅସ୍ଥିମ୍ ସନ୍ନିଧିମ କୁରୁ ॥

ସବୁଦିନ ଗାଧୋଉଥିବା ସମୟରେ ଏହି ମନ୍ତ୍ର ଜପ କଲେ ଘର ଉପରେ ତୀର୍ଥ ସ୍ଥାନର ପୁଣ୍ୟ ମିଳିବ , ଆପଣଙ୍କ ସବୁ ଅସୁବିଧା ଦୁର ହୋଇଯିବ ,

ଯଦି ଆପଣ ଗାଧୋଉଥିବା ସମୟରେ ପବିତ୍ର ନଦୀ ଯେପରି ଗଙ୍ଗା, ଯମୁନା , ସରସ୍ୱତୀ ନାମରେ ଜପ କରନ୍ତି ,ତେବେ ଆପଣ ଘରେ ବସି ପବିତ୍ର ନଦୀରେ ସ୍ନାନ କରିବା ପୂର୍ଣ୍ଣ ମିଳିଥାଏ , ଯେଉଁପରି ଭାବେ ତୀର୍ଥସ୍ଥଳରେ ସ୍ନାନ କଲେ ଖରାପ ନଜର ଓ ଦୂର୍ଭାଗ୍ୟରୁ ମୁକ୍ତି ମିଳିଥାଏ , ଠିକ୍ ସେପରି ଫଳକୁ ସ୍ନାନ କରୁଥିବା ସମୟରେ ମନ୍ତ୍ରର ଜପ କଲେ ଘରେ ଶୁଭଫଳ ମିଳିପାରିବ , ଏହି ମନ୍ତ୍ରର ଜପ କରି ନକରାତ୍ମକ ଶକ୍ତିଗୁଡିକ ଠାରୁ ବଞ୍ଚିପାରିବେ , ଏଥିପାଇଁ ସବୁ ବ୍ୟକ୍ତି ସ୍ନାନ କରୁଥିବା ସମୟରେ ଏହି ମନ୍ତ୍ରର ଜପ କରନ୍ତୁ ,

 

ହିନ୍ଦୁ ଶାସ୍ତ୍ରରେ ବହୁ ପ୍ରକାରର ସ୍ନାନ ହୋଇଥାଏ , ଗରୁଡ ପୁରାଣରେ ସମୟ ହିସାବରେ ୪ ପ୍ରକାରର ସ୍ନାନ କଥା କୁହାଯାଇଛି , ଗୋଟେ ହେଲା ବ୍ରହ୍ମା ସ୍ନାନ, ଦେବ ସ୍ନାନ, ଋଷି ସ୍ନାନ , ଓ ଦାନବ ସ୍ନାନ , ଏହିମଧ୍ୟରୁ ସବୁଠାରୁ ପବିତ୍ର ବ୍ରହ୍ମା ସ୍ନାନ ହୋଇଥାଏ

ବ୍ରହ୍ମା ସ୍ନାନ : ବ୍ରହ୍ମା ସ୍ନାନ ସକାଳ ୪ ଟାରୁ ୫ ଟା ମଧ୍ୟରେ କରାଯାଇଥାଏ , ବ୍ରହ୍ମସ୍ନାନ ସର୍ବୋତ୍ତମ ସ୍ନାନ ଅଟେ , ଏମିତି ମାନାଯାଏ କି ମୁନି ସ୍ନାନ କଲେ ଘରେ ସୁଖ,ଶାନ୍ତି, ଓ ସମୃଦ୍ଧି ବଢିଥାଏ ।

 

ଦେବ ସ୍ନାନ  ଦେବ ସ୍ନାନ ସକାଳ ୫ ଟାରୁ ୬ ଟା ମଧ୍ୟରେ ହୋଇଥାଏ , ଯାହା ଆପଣଙ୍କ ଜୀବନରେ ୟଶ, କିର୍ତ୍ତୀ, ଓ ଧନର ବୈଭବକୁ ନେଇକରି ଆସିଥାଏ ।

ମାବନ ସ୍ନାନ : ମାନବ ସ୍ନାନ ସକାଳ ୬ ଟାରୁ ୮ ମଧ୍ୟରେ ହୋଇଥାଏ , ମାନବ ସ୍ନାନ ସାମାନ୍ୟ ଅଟେ , ଏହା କଲେ ସଫଳତା, ଭାଗ୍ୟୋଦୟ ,ପରିବାରରେ ଏକତା ମଙ୍ଗଳମୟ ହୋଇଥାଏ ।

ଦାନବ ସ୍ନାନ : ରାକ୍ଷସୀ ସ୍ନାନ ସକାଳ ୮ ଟା ପରେ କରା ହୋଇଥାଏ , ରାକ୍ଷସୀ ସ୍ନାନ ଧର୍ମରେ ନିଷେଧ ଅଛି , ଏହି ସ୍ନାନ ଘରେ ଦରିଦ୍ରତା, କଳି, ଧନ ହାନି , ଅସୁବିଧା ଆଣିଥାଏ ।

 

ସାଧାରଣତଃ ଅଧିକାଂଶ ଉପାୟ ପୁଜା ପାଠ ଗାଧୋଇବାପରେ କରିବା ଉଚିତ୍ , କିନ୍ତୁ କିଛି ଏପରି ଶୁଭ କାମ ହୋଇଥାଏ , ଯାହା ବିନା ଗାଧୋଇ କରାଯାଇପାରିବ ,

ସକାଳୁ ଉଠିଲାପରେ କରନ୍ତୁ ଏହି ମନ୍ତ୍ରର ଜପ : ବ୍ରହ୍ମା ମୁରାରୀସ୍ତ୍ରୀପୁରାନ୍ତକାରୀ ଭାନୁ, ଶଶି ଭୁମିସୁତୋ ବୃକ୍ଷଶ୍ୟ , ଗୁରୁଶ୍ଚ ଶୁକ୍ର୍ ଶନି ରାହୁକେତବ କୁର୍ବନ୍ତୁ ସର୍ବେ ମମ ସୁପ୍ରଭାତମ୍ ।

ଏହି ମନ୍ତ୍ରର ଜପ କଲେ ସବୁ ଦେବୀ ଦେବତା ଓ ନଅଟିଗ୍ରହର କୃପା ମିଳିଥାଏ , ଏହି ମନ୍ତ୍ରର ଅର୍ଥ ହୋଇଥାଏ କି ବ୍ରହ୍ମା, ବିଷ୍ଣୁ, ଶିବ ସୂର୍ଯ୍ୟ, ଚନ୍ଦ୍ର ମଙ୍ଗଳ , ବୁଧ , ବୃହସ୍ପତି , ଶୁକ୍ର ଶନି , ରାହୁ କେତୁ ସବୁ ପ୍ରାତଃହ କାଳ ମାନେ ସକାଳ ସମୟ ମଙ୍ଗଳମୟ ବନାନ୍ତୁ ।

Leave a Reply

Your email address will not be published. Required fields are marked *