March 22, 2024

Odia Express

News For Public

ସଲମାନ-ଅଭିଷେକ ନୁହେଁ ଏହି ବ୍ୟକ୍ତିଙ୍କ ପାଇଁ ପ୍ରେମରେ ପାଗଳ ହୋଇଥିଲେ ଐଶ୍ୱର୍ଯ୍ୟା ରାୟ , ସବୁ ପାଗଳାମିର ସୀମା ପାର କରିଦେଇଥିଲେ …

ବଲିଉଡ୍ ରେ ସଂମ୍ପର୍କରେ କିଛି ବି ମହତ୍ତ୍ୱ ନଥାଏ , ଏହି କଥା ଆମେ ବହୁତ ବର୍ଷ ହେଲା ଦେଖିଆସୁଛେ , କିଏ ବି ଅଭିନେତା ଓ ଅଭିନେତ୍ରୀଙ୍କ ସହ ଝଗଡା ହୋଇଗଲେ , କେବେ କାହା ମଧ୍ୟରେ ପ୍ରେମ ହୋଇଗଲେ ଏହା କୁହାଯାଇପାରିବ ନାହିଁ , ଆଜି ଆମେ ଆପଣଙ୍କୁ ବଲିଉଡ୍ ର ଏକ ଏପରି ଅଭିନେତ୍ରୀଙ୍କ ବିଷୟରେ କହିବୁ , ଯାହାଙ୍କ ପ୍ରେମ ଆଫେୟାର୍ ବହୁତ ଚର୍ଚ୍ଚିତ ହୋଇଥିଲା , ଆମେ କଥା ହେଉଛୁ , ବଚ୍ଚନ ପରିବରର ବୋହୁ ଐଶ୍ୱର୍ଯ୍ୟା ରାୟଙ୍କର ବିଷୟରେ , ଐଶ୍ୱର୍ଯ୍ୟାଙ୍କ ନାଁ ପ୍ରଥମେ ସଲମାନ ଖାନ୍ ଙ୍କ ସହ ଯୋଡା ଗଲା , ସଲମାନ ଓ ଐଶ୍ୱର୍ଯ୍ୟା ବଲିଉଡ୍ ରେ ଜଣେ ଅନ୍ୟ ଜଣଙ୍କୁ ଭଲ ପାଉଥିଲେ , ଦୁହେଁଙ୍କ ପ୍ରେମ କାହାଣୀ ହମ୍ ଦିଲ୍ ଦେ ଚୁକେ ସନମ୍ ରୁ ଆରମ୍ଭ ହୋଇଥିଲା,  ଏହି ମଧ୍ୟରେ ତାଙ୍କ ମଧ୍ୟରେ ସଂମ୍ପର୍କର ସେତୁ ନିର୍ମାଣ ହେଲା , ବଲିଉଡ୍ ରେ ଅନ୍ୟ ଲଭ୍ ଷ୍ଟୋରୀ ପରି ଏହି ପ୍ରେମ କାହାଣି ବି ସେପରି ଖରାପ ଅନ୍ତ ହେଲା  ।

 

ଐଶ୍ୱର୍ଯ୍ୟା ରାୟ ଅଭିଷେକଙ୍କୁ ବିବାହ କରିନେଲେ ଓ ସଲମାନ ଖାନ୍ ଏବେ ବି ଅବିବାହିତ ଅଛନ୍ତି , ସଲମାନଙ୍କୁ ନେଇକରି ଖବର ଆସୁଛି କି ସେ ଜଲଦି ହିଁ ଗାର୍ଲଫ୍ରେଣ୍ତ ଲୁଲିଆଙ୍କୁ ବାହା ହୋଇଯିବେ , ସଲମାନ ଙ୍କ ସହ ଐଶ୍ୱର୍ଯ୍ୟାଙ୍କ ବହୁତ ଦିନ ହେଲା ଆଫେୟାର୍ ଥିଲା , ସଲମାନଙ୍କ ସହ ଐଶ୍ୱର୍ଯ୍ୟାଙ୍କ ବ୍ରେକ୍ ଅଫ୍ କାରଣରୁ ତାଙ୍କ ମଧ୍ୟରେ ସବୁବେଳେ ଝଗଡା ଲାଗୁଥିଲା ।

 

ଐଶ୍ୱର୍ଯ୍ୟା ଓ ସଲମାନଙ୍କ ସଂମ୍ପର୍କ ବିଷୟରେ ସମସ୍ତେ ଜାଣିଥିବେ , କିନ୍ତୁ ବହୁତ କମ୍ ଲୋକ ଜାଣିଛନ୍ତି କି ସଲମାନଙ୍କ ସହ ବ୍ରେକ୍ ଅଫ୍ ପରେ ଐଶ୍ୱର୍ଯ୍ୟା ବିବେକ ଓବରାୟଙ୍କ ସହ ସଂମ୍ପର୍କରେ ଥିଲେ,  ବିବେକ୍ ଓ ଐଶ୍ୱର୍ଯ୍ୟାଙ୍କୁ ଏମିତି ଖବର ଆସିଲା କି ଦୁହେଁ ଜଲଦି ହିଁ ବିବାହ କରିବାକୁ ଯାଉଛନ୍ତି , ଐଶ୍ୱର୍ଯ୍ୟ ବହୁତଥର ବିବେକଙ୍କ ସହ ନଜର ଆସିଥିଲେ , କିନ୍ତୁ ସେମାନେ ନିଜ ସଂମ୍ପର୍କକୁ ନେଇ କେବେ ଖୋଲାଖୋଲି ଜଣାଇନଥିଲା , କିନ୍ତୁ ଅଚାନକ ସଂମ୍ପର୍କରେ ଫାଟ ସୃଷ୍ଠି ହେଲା ।

 

୧ ଅପ୍ରେଲ୍ ୨୦୦୩ କୁ ବିବେକ୍ ପ୍ରେସ୍ କନଫରରେନ୍ଦ କରି କହିଲେ କି ସଲମାନ ତାଙ୍କୁ ୪୧ ଥର ଫୋନ୍ କରୁଥିଲେ , ଓ ଗାଳି ବି ଦେଇଥିଲେ , ଆଜି ବି ବିବାଦରେ ଐଶ୍ୱର୍ଯ୍ୟାଙ୍କ ପଛ ଛାଡୁନାହିଁ , ଏବେ ଖବର ଆସିଛି କି ଐଶ୍ୱର୍ଯ୍ୟା ରାୟ ନିଜ ଶାଶୁ ଜୟା ବଚ୍ଚନଙ୍କ ସହ ଝଗଡା କରିଛନ୍ତି , ଏହା ପୂର୍ବରୁ ଏହି ପରି ଖବର ମିଳିଥିଲା , ସ୍ୱାମୀ ଅଭିଷେକଙ୍କ ସହ ତାଙ୍କର ବି ଝଗଡା ହେଉଥିଲା ।

Leave a Reply

Your email address will not be published. Required fields are marked *