April 19, 2024

Odia Express

News For Public

ବର୍ତମାନର ଦୁଃଖ ଖବର – ଖେଳୁଥିବା ସମୟରେ ଭାରତୀୟ ଯୁବ କ୍ରିକେଟିୟରଙ୍କ ପଡିଆ ଭିତରେ ମୃତ୍ୟୁ ହେଲା – ସାରା ଦେଶରେ ଶୋକର ଛାୟା..

୧୮ ବର୍ଷର ଜାହାଙ୍ଗୀର ଅହମ୍ମଦ ବାର୍ ଙ୍କ ମୃତ୍ୟୁ ତେବେ ହେଲା ଯେବେ ସେ କ୍ରିକେଟ୍ ଖେଳୁଥିଲା , ତାଙ୍କର ମୃତ୍ୟୁ ସମସ୍ତଙ୍କୁ ସ୍ତମ୍ଭୀଭୁତ କରିଦେଇଥିଲା , ଜାମ୍ମୁ କାଶ୍ମୀରର ରାଜ୍ୟପାଳ ସତ୍ୟପାଲ ମଲ୍ଲିକ୍ ଜାହାଙ୍ଗୀରଙ୍କ ମୃତ୍ୟୁ ଉପରେ ଶୋକ ପାଳିଥିଲେ , ଏହା ସହ ମଲ୍ଲିକ ତାଙ୍କ ପରିବାରକୁ ୫ ଲକ୍ଷ ଟଙ୍କା ସହାୟତା ରାଶି ଦେବାର ଘୋଷଣା କରିଥିଲେ । ବାରମୁଳାର ଅନନ୍ତନାଗ ଜିଲ୍ଲାର ଖେଳ ବିଭାଗ ତରଫରୁ ଏକ କ୍ରିକେଟ୍ ପ୍ରତିଯୋଗିତା ଆୟୋଜିତ ହୋଇଥିଲା , ସେଥିରେ ଚ୍ୟାମ୍ପିୟନ୍ ସିପ୍ ଜାହାଙ୍ଗୀର ବ୍ୟାଟିଙ୍ଗ୍ କରୁଥିଲେ , ସେ ସେଫ୍ଟଟି ଇକ୍ୟୁମେଣ୍ଟ ପିନ୍ଧିଥିଲେ , ସାମ୍ନାରେ ଆସୁଥିବା ବଲ୍ ରେ ଜାହାଙ୍ଗୀର ପୁଲ୍ ସଟ୍ ଖେଳିବାକୁ ଚେଷ୍ଟା କରିଥିଲେ , କିନ୍ତୁ ବଲ୍ ଯାଇ ତାଙ୍କ ବେକରେ ବାଜିଥିଲା , ଖେଳ ମହାନିର୍ଦ୍ଧେଶକ ତାଙ୍କୁ ତୁରନ୍ତ ମେଡିକାଲ୍ ପହଞ୍ଚାଇଥିଲେ,  ଡାକ୍ତର କିନ୍ତୁ ତାଙ୍କୁ ସେଠି ମୃତ ଘୋଷିତ କରିଦେଲେ ।

 

ଖେଳ ମହାନିର୍ଦ୍ଧେଶକ କହିଲେ କି ଜହାଙ୍ଗୀର ହେଲମେଟ୍ ପିନ୍ଧିଥିଲେ କିନ୍ତୁ ବଲ୍ ତାଙ୍କ ବେକରେ ଲାଗିଥିଲା , ଯାହା ଦ୍ୱାରା ସେ ମୃତ୍ୟୁବରଣ କଲେ , ମ୍ୟାଚ୍ ଆୟୋଜନ ବାରାମୁଆର ପଟ୍ଟନରେ ନାନିଲ ଖେଳ ପଡିଆରେ ଆୟୋଜିତ କରାଯାଈଥିଲା , ଏହି ଘଟଣା ପରେ ସବୁଆଡେ ଶୋକର ଛାୟା ଖେଳିଯାଇଥିଲା , ଜାହାଙ୍ଗୀରଙ୍କ ପରିବାର କାନ୍ଦି କାନ୍ଦି ପୁରା ଅସ୍ତବ୍ୟସ୍ତ ହୋଇଯାଇଥିଲେ , ଜାହାଙ୍ଗୀର ଅହମ୍ମଦ ବାର୍ +୨ ରେ ଛାତ୍ର ଥିଲେ , କ୍ରିକେଟ୍ ଜାହାଙ୍ଗୀରଙ୍କ ପାଇଁ ଏକ ପ୍ୟାସନ୍ ରୁ କମ୍ ନଥିଲା , ସେ କେବେ ଭାବିନଥିଲେ କି ତାଙ୍କର କ୍ରିକେଟ୍ ଖେଳୁ ଖେଳୁ ତାଙ୍କ ଜୀବନ ଚାଲିଯିବ ।

 

କ୍ରିକେଟ୍ ପାଇଁ ଏପରିଥିଲା ପାଗଳାମୀ , ଇଣ୍ତିଆ ହାରୁଥିବାର ଦେଖି ଜଣେ ବ୍ୟକ୍ତିଙ୍କୁ ଆସିଲା ହୃଦଘାତ ହେଲା ଘଟଣା ସ୍ଥଳରେ ମୃତ୍ୟୁ ।

କହିଦେବୁ କି ଯେବେ ଭାରତ ଓ ନ୍ୟୁଜିଲାଣ୍ତର ମଧ୍ୟରେ ସେମିଫାଇନାଲ୍ ମ୍ୟାଚ୍ ଚାଲୁଥିଲା , ତେବେ ଭାରତକୁ ହାର୍ ର ସାମ୍ନା କରିବାକୁ ପଡିଥିଲା , ତେବେ ଟିମ୍ ହାରୁଥିବାର ଦେଖି ବହୁତ ଭାରତୀୟଙ୍କ ହୃଦୟ ଭାଙ୍ଗିଯାଈଥିଲା , ଭାରତର ହାର୍ ରେ ବିହାରରେ କିଶନଗଞ୍ଜରେ ରହୁଥିବା ଏକ ବ୍ୟକ୍ତି ସହି ପାରିଲେ ନାହିଁ ଓ ହୃଦ ଘାତ ଜନିତ କାରଣରୁ ମୃତ୍ୟୁବରଣ କଲେ ,

Leave a Reply

Your email address will not be published. Required fields are marked *