March 28, 2024

Odia Express

News For Public

ଗୋଟେ ଭାଇ ନିଜ ଭଉଣୀକୁ ଦେଲା ଏପରି ଉପହାର କି ତାଙ୍କ ବାପା ବି ହୋଇଗଲେ ଭାବୁକ ଆଉ ଉପସ୍ଥିତ ଲୋକ ମଧ୍ୟ କାନ୍ଦି ପକେଇଲେ – ଦୁନିଆର ସବୁ ଭାଇ ଭଉଣୀଙ୍କୁ ପଢିବା ଦରକାର ଏହି ଆର୍ଟିକିଲ ….

ଘରେ ଖୁସିର ମାହୋଲ୍ ଅଛି , ବାହାଘର ପରେ ଗେହ୍ଲା ଝିଅ ରଶ୍ମୀ ନିଜ ବାପଘର ଆସୁଅଛି ,ପରିବାରରେ ଉତ୍ସାହ ଅଛି , ବାପା ବି ବହୁତ ଖୁସି ଅଛନ୍ତି , ଝିଅକୁ କଣ କରିକି ଦେବେ କି ଝିଅ ଖୁସି ହୋଇଯିବ , ଏମିତି ସମୟରେ ପାଟିକରି ପୁଅକୁ ଡକାନ୍ତି , ଘରେ ଗୋଟେ ପୁଅ ଅଟେ ପ୍ରିନ୍ସ, ବାପାଙ୍କ ଡକରାରେ ଆସିଥାଏ ଓ ପଚାରିଥାଏ କଣ ହେଇଛି , ବାପା ଚିନ୍ତିତ ଅଛନ୍ତି , ବାପା ପଚାରିଛନ୍ତି କଣ ପଚାରୁଛୁ କଣ ହେଇଛି ବୋଲି, ତୋତେ ଜଣା ନାହିଁ କି ଆଜି ତୋର ଭଉଣୀ ଆସୁଛି , ତାର ଆଜି ଜନ୍ମଦିନ ଅଛି , ସେ ଆମ ସାଙ୍ଗରେ ନିଜ ଜନ୍ମଦିନ ପାଳିବ , ସେ ଷ୍ଟେସନରେ ପହଞ୍ଚିବାକୁ ଅଛି , ଜଲଦି ଯା ଓ ଭଉଣୀକୁ ନେଇକରି ଆସେ ।

 

ପ୍ରିନ୍ସ ବାପା କହିଲେ ତୋର ଭଉଣୀ ପାଇଁ ତୋର ଟିକେ ହେଲେ ବି ଚିନ୍ତା ନାହିଁ , ବାହା ହୋଇଗଲା ବୋଲି କଣ ଭଉଣୀ ପର ହୋଇଗଲା , କଣ ତାକୁ ସମସ୍ତଙ୍କ ଭଲ ପାଇବା ପାଇଁ ଅଧିକାର ନାହିଁ , ତୋର ଯେତିକି ଅଧିକାର ଅଛି , ତାର ସେତିକି ବି ଅଧିକାର ଅଛି , ପ୍ରିନ୍ସକୁ ଏହି କଥା ରୁଚିଲା ନାହିଁ ସେ କହିଲା ସେ ଆମ ପାଇଁ ପର ହୋଇ ସାରିଛି ଓ ଏହି ଘରରେ କେବଳ ମୋର ହକ୍ ଅଛି , ଏତିକି ଶୁଣି ବାପାଙ୍କ ହାତ ପ୍ରିନ୍ସ ଉପରେ ଉଠିଯାଏ , ଚାପୁଡା ଆବାଜ୍ ଶୁଣିକରି ମା ଦୌଡିକରି ଆସନ୍ତି, ମା କହନ୍ତି କିଛି ତ ଘର କଥା ଭାବନ୍ତୁ , ଏମିତି କଣ ଜବାନ ପୁଅ ଉପରେ ହାତ ଉଠାଉଛ , ବାପା କଣ କହନ୍ତି କି ତୁମେ କଣ ଶୁଣିଲ ପୁଅ କହୁଛି ଏବେ ତା ଭଉଣୀ ଏବେ ପର ହୋଇଯାଇଛି , ସେହି ଭଉଣୀ ଯିଏ କି ଗୋଟେ ସମୟ ପାଇଁ ଅଲଗା ହୁଏ ନାହିଁ , ଓ ସବୁ ସମସ୍ତ ଯତ୍ନ ନିଅନ୍ତି , ପକେଟ୍ ମନି ରଖିକରି କିଛି ନା କିଛି କିଣି କରି ଆଣେ , ବିଦାଇ ବେଳେ ଅଧିକା ସେ ହିଁ କାନ୍ଦି ଥିଲା , ସେହି ଭଉଣୀକୁ ଆଜି ତୁ ପର କହୁଛୁ

 

ପ୍ରିନ୍ସ ବି ସ୍ମିତ ହାସ୍ୟ ଦେଇକରି କହେ , ବାପା ଆଜି ପିଉସୀଙ୍କର ବି ଜନ୍ମ ଦିନ ଅଟେ , ସେ ଆମ ଘରକୁ ଆସୁଛନ୍ତି , କିନ୍ତୁ ସେ ବହୁତ ଥର ଅଟୋରେ ଆସୁଛନ୍ତି , ଆପଣ ତାଙ୍କୁ ଗାଡିନେଇକରି ଗଲେ ନାହିଁ , ମାନୁଛି କି ଆଜି ସେ ଅଭାବୀ ଅଛନ୍ତି , କିନ୍ତୁ ସେ ବି କେବେ ଧନୀ ଥିଲେ , ଆପଣ ସବୁବେଳେ ମୋ ପାଇଁ ହୃଦୟ ଖୋଲା ସହାୟତା କରିଛନ୍ତି , ପିଉସୀ ବି ଏହି ଘରୁ ବିଦା ହୋଇଛନ୍ତି , ଓ ତାପରେ ରଶ୍ମୀ ଦିଦି, ତେବେ ପିଉସୀ ଓ ରଶ୍ମୀ ଦିଦିଙ୍କ ମଧ୍ୟରେ ଫରକ କଣ ରଶ୍ମୀ ଯଦି ମୋର ଭଉଣୀ ଅଟେ , ତେବେ ପିଉସୀ ବି ଆପଣଙ୍କର ଭଉଣୀ ଅଟନ୍ତି , ପ୍ରିନ୍ସ କହିଲା କି ଆପଣ ମୋର ମାର୍ଗ ଦର୍ଶକ ଅଟନ୍ତି , ଓ ମୋର ହିରୋ ଅଟ , କିନ୍ତୁ ଏହି କଥାରୁ ମୁଁ ସବୁବେଳେ ଏକେଲା କାନ୍ଦୁଛି , ଏହି ସବୁ କଥା ହେଲା ବେଳକୁ ଗୋଟେ ଗାଡି ଆସି ଘର ପାଖରେ ଅଟକେ , ବାପାଙ୍କ ଆଖିରେ ଲୁହ ଆସିଯାଇଛି , ପ୍ରିନ୍ସ କେତେ ଠିକ୍ କଥା କହିଦେଲା , ରଶ୍ନୀ ଦୌଡିକରି ଆସେ , ଓ ବାପା ମାଙ୍କୁ କୁଣ୍ତେଇ ପକାଏ , ବାପାଙ୍କ ଆଖିରେ ଲୁହ ଦେଖିକରି ରଶ୍ନୀ ପଚାରେ କଣ ହେଇଛି ବାପା, ବାପା କହନ୍ତି କି ଆଜି ତୋ ଭାଇ ବାପା ହୋଇଯାଇଛି

 

ରଶ୍ମୀ କହୁଛି ଗାଡି ନ ଆସିବାରୁ ଭଲ ହେଲା ମୁଁ ମୋ ଡ୍ରାଇଭର ପଛରେ ବସିକରି ଆସିଛି , ଓ କଲର୍ ବି ମୋର୍ ପସନ୍ଦର ଅଟେ , ପ୍ରିନ୍ସ ନିଜ ଭଉଣୀକୁ ଦେଖି ଖୁସି ହୋଇଯାଏ , କହିଦିଏ ହାପି ବର୍ଥ ଡେ ଟୁ ୟୁ ଦିଦି, ଆପଣଙ୍କ ଉପହାର ମୋ ତରଫରୁ , ସେହି ସମୟରେ ଭଉଣୀ ଖୁସି ହୋଇଯାଏ , ତେବେ ପିଉସୀ ଘର ଭିତରକୁ ଆସିଥାଏ , ପିଉସୀ କହେ ଆପଣ ଅଚାନକ ଗାଡି ପଠାଇଦେଲେ ବାପାଙ୍କ ଆଖିରେ ଲୁହ ଚାଲିଆସେ , ସେ କିଛି କହିବାକୁ ଚାହୁଁଥିଲେ କିନ୍ତୁ ପ୍ରିନ୍ସ ତାଙ୍କୁ ଚୁପ୍ ରହିବା ପାଇଁ କହିଦେଲେ ,

ଆଗକୁ ପିଉସୀ କହନ୍ତି , ମୁଁ କେତେ ଭାଗ୍ୟଶାଳୀ ଅଟେ ,କି ମୋତେ ଏପରି ଭାଇ ମିଳୀଛି , ମୋତେ ସବୁ ଜନ୍ମରେ ଏମିତି ଭାଇ ମିଳୁ , ବାପା ମା ଯିବାପରେ ପ୍ରିନ୍ସ ସବୁ କିଛି କରିଛି , ସେ ଆଉଥରେ ସଂମ୍ପର୍କକୁ ମଜବୁତ କରିଦେଇଛି , ବାପାଙ୍କୁ ବିଶ୍ୱାସ ହେଇଗଲା କି ତାଙ୍କ ରକ୍ଷଣାବେକ୍ଷଣ ଠିକ୍ ଭାବେ ହୋଇଛି , ତାପରେ ସଂମ୍ପର୍କ ଭଲ ରହିବ , ଝିଅ ଓ ଭଉଣି ଦୁଇ ଜଣ ଦୁହେଁ ନିଜର ଅଟନ୍ତି , ବାହା ଘର ପରେ ଝିଅ କାହାର ଭଉଣୀ , କାହାର ସ୍ତ୍ରୀ, କାହାର ବୋହୁ , କାହାର ଝିଅ ଭାବେ ଜଣାଯାଏ , ଏଥିପାଈଁ ସେ ନିଜ ବାପଘରକୁ ଆସିଥାଏ , କାରଣ ତାକୁ ତାର ସଂମ୍ପର୍କକୁ ବେଶୀ ମନେ ପଡେ ,କିଏ ଭଉଣୀ ଡାକେ ଆଉ କେହି ଝିଅ, ଓ ସେ ଆଉଥରେ ସେଥିରେ ଖୁସି ହୋଇଯାଏ ।

Leave a Reply

Your email address will not be published. Required fields are marked *