ପୃଥିବୀରେ କେବଳ ଭାରତରେ ଅଛି ଏହି ଦିବ୍ୟ ବୃକ୍ଷ, ଏହାକୁ ଛୁଇଁଲେ ଦୂର ହୋଇଥାଏ ଶରୀରର ସବୁ ରୋଗ…

ଏହି ପାରିଜାତ ବୃକ୍ଷ ଦୁନିଆଁରେ କେବଳ ଅଲଗା ବୃକ୍ଷ ଭାବେ ଜଣା ଯାଏ , ଆପଣଙ୍କ ସୂଚନା ପାଇଁ କହିଦେବୁ କି ଏହି ପାରିଜାତ ବୃକ୍ଷ କଲମ ବି ତିଆରି ହୋଇଥାଏ , ପାରିଜାତ ବୃକ୍ଷ ଜୁନ୍ ପାଖାପାଖି ବହୁତ ସୁନ୍ଦର ଧଳା ରଙ୍ଗର ଫୁଲ୍ ଫୁଟିଥାଏ , କିନ୍ତୁ ପାରିଜାତ ବୃକ୍ଷର ଫୁଲ କେବଳ ରାତିରେ ଫୁଟିଥାଏ , ଓ ସକାଳ ହେଲା ପରେ ଏହା ମଉଳିଯାଇଥାଏ , ପାରିଜାତ ଫୁଲକୁ ଲକ୍ଷ୍ମୀଙ୍କ ପୂଜା ଉଦ୍ଧେଶ୍ୟରେ ମହତ୍ତ୍ୱ ରଖିଥାଏ , କିନ୍ତୁ ଆପଣଙ୍କୁ ଏହା ଜଣା ନଥିବ କି ଲକ୍ଷ୍ମୀଙ୍କ ପୁଜାରେ ପାରିଜାତ ଫୁଲ ଚଢାଯାଇଥାଏ , ସେହି ଫୁଲ ଗୁଡିକ ସେଠାରେ ନଥାନ୍ତି ଯେଉଁଠି ଗଛ ଲାଗିଥାଏ , ବରଂ ସେହି ଫୁଲ ସେଠାରେ ରହିଥାଏ ଯେଉଁଠି ମାଟି ତଳକୁ ଖସିଆସେ ,

 

ମାନାଯାଏ କି ଥରେ ଦେବରୂଷି ନାରଦ ଯେବେ ପୃଥିବୀରେ ଶ୍ରୀକୃଷ୍ଣଙ୍କୁ ଦେଖାକରିବାକୁ ଆସିଥିଲେ , ତେବେ ନିଜ ସହ ପାରିଜାତର ଏକ ଫୁଲ ନେଇକରି ଆସିଥିଲେ , ସେ ଫୁଲକୁ ସେ ଶ୍ରୀକୃଷ୍ଣଙ୍କୁ ଭେଟି ଦେଇଥିଲେ , ଶ୍ରୀକୃଷ୍ଣ ସେହି ଫୁଲକୁ ତାଙ୍କ ସାଙ୍ଗରେ ବସିଥିବା ରୁକ୍ମଣୀଙ୍କୁ ଦେଇଥିଲେ , କିନ୍ତୁ ଯେବେ ଶ୍ରୀକୃଷ୍ଣଙ୍କ ଦ୍ୱିତୀୟ ଶ୍ରୀ ସତ୍ୟ ଭାମାଙ୍କୁ ଜଣା ପଡିଲା ସ୍ୱର୍ଗରୁ ଆସିବା ପାରିଜାତ ଫୁଲକୁ କୃଷ୍ଣ୍ନ ରୁକ୍ମଣୀକୁ ଦେଇଛନ୍ତି , ତେବେ ତାଙ୍କୁ ବହୁତ କ୍ରୋଧ ଆସିଥିଲା , ଓ ସେ ଶ୍ରୀକୃଷ୍ନଙ୍କ ସାମନାରେ ଜିଦ୍ କରିଥିଲେ କି ତାଙ୍କୁ ବାଟିକା ପାଈଁ ପାରିଜାତ ଗଛ ଦରକାର ।

 

ପାରିଜାତ ଗଛକୁ ଆୟୁର୍ବେଦୀକ ହରସିଂଗାର ଗଛ ନାଁରେ ଜଣା ଯାଇଥାଏ , ଏହାକୁ ଛୁଇଁଲେ ଶରୀରରେ ସବୁ ରୋଗ ଠିକ୍ ହୋଇଯାଏ , ଏହାର ଫୁଲ ପତ୍ର, ଓ ଛାଲର ଉପଯୋଗ ଔଷଧୀ ବନାଇବାରେ କରାଯାଏ , ଏହାର ପତ୍ରକୁ ସବୁଠାରୁ ଭଲ ଉପଯୋଗ ଗୃଧ୍ରସୀ(ସାୟାଟିକା) ରୋଗ ଦୂର କରିବାରେ ଉପଯୋଗ କରାଯାଏ , ଏହାର ଫୁଲ ହୃଦୟ ରୋଗ ପାଇଁ ଉପଯୋଗୀ ହୋଇଥାଏ ,

ବର୍ଷରେ ଗୋଟେ ମାସ ପାରିଜାତ ଉପରେ ଫୁଲ ଆସିଲେ ଯଦି ଏହି ଫୁଲକୁ କିମ୍ବା ଫୁଲର ରସକୁ ସେବନ କଲେ ହୃଦ ରୋଗରୁ ରକ୍ଷା ମିଳିଥାଏ , ଏତିକି ନୁହେଁ ପାରିଜାତର ପତ୍ରକୁ ପେଷି କରି ମହୁ ସହ ମିଶାଇ ପିଇଲେ ସୁଖିଲା ଖାସ ଦୂର ହୋଇଯାଏ ,ଏହି ପରି ଭାଏ ପାରିଜାତ ପତ୍ରକୁ ପେଷିକରି ତ୍ୱଚାରେ ଲଗାଇଲେ ତ୍ୱଚା ସଂବନ୍ଧୀ ରୋଗ ଠିକ୍ ହୋଇଯାଏ , ପାରିଜାତର ପତ୍ରକୁ ହୋଇଥିବା ହର୍ବାଲ୍ ତ୍ୱଚା ରୋଗ ଭରପୁର ବ୍ୟବହାର କରାଯାଏ , ପାରିଜାତର କୋପଲ ଯଦି ପାଞ୍ଚ କଳା ଲଙ୍କା ସହ ମହିଳାମାନେ ସେବନ କରନ୍ତି ତେବେ ମହିଳାଙ୍କ ପାଇଁ ସ୍ତ୍ରୀ ରୋଗରୁ ଲାଭ ମିଳିଥାଏ

Leave a Reply

Your email address will not be published.