April 14, 2024

Odia Express

News For Public

ଏହି ଜାଗାକୁ ୬୦ ସେକେଣ୍ତ ପର୍ଯ୍ୟନ୍ତ ଦବାଇଲେ ହୋଇଥାଏ ଯାଦୁ , ଦେଖନ୍ତୁ କିପରି ହୋଇଥାଏ..

ବନ୍ଧୁଗଣ ଆପଣଙ୍କ ପାଖରେ ୬୦ ସେକେଣ୍ତ ଅଛି , ଯଦି ଆପଣ କହିବେ ତେବେ ପୁରା ଲାଇଫ୍ ବଦଳିଯିବ , ଏହାପାଇଁ ଆପଣଙ୍କୁ ବଡିର ପାର୍ଟ ପ୍ରାୟ ୬୦ ସେକେଣ୍ତ ଦବାଇରଖିବାର ଅଛି , ଏମିତି କରିଲେ ଆପଣଙ୍କ ସବୁ ହେଲଥ ସହ ଯୋଡି ହୋଇଥିବା ସମସ୍ୟା ସହଜରେ ଦୂର ହୋଇଯିବ । ଏବେ ଆପଣ ଭାବୁଥିବେ କି ଏମିତି କିପରି ହୋଇପାରେ , ହଁ ଆଜ୍ଞା ଆପଣଙ୍କ ବଡିର ଏକ ପାର୍ଟକୁ ୬୦ ସେକେଣ୍ତ ଦବାଇରଖିଲେ ଏହା ସବୁ ରୋଗକୁ ଦୂର କରିଦିଏ । ଆଗକୁ ଏମିତି କରିଲେ ପ୍ରଥମେ ଜାଣିନିଅନ୍ତୁ , ଆପଣଙ୍କୁ ହାଲକା ହାତରେ ଏହାକୁ ଦବାଇବାର ଅଛି , ନହେଲେ ଓଲଟା ପ୍ରଭାବ ପକାଇପାରେ ।

 

ଏଠାରେ ଆପଣଙ୍କ ତୃତୀୟ ଆଖି ହୋଇଥାଏ , ଭଗବାନ ଶିବଙ୍କର ଫଟୋ ନିଶ୍ଚିତ ଦେଖିଥିବେ , ସେଥିରେ ତୃତୀୟ ଆଖି ଦେଖାଯାଇଥାଏ , ଆପଣଙ୍କ ଏହି ତୃତୀୟ ଆଖିରେ ପ୍ରେସର୍ ପଏଣ୍ଟ ହୋଇଥାଏ,  ଯାହାକୁ ଛୁଇଁଲେ ଆମର ମୁଣ୍ତ ବିନ୍ଧା ଅଳ୍ପ ସମୟରେ ଦୁର ହୋଇଯାଏ , ଏହି ଜାଗାରେ ସବୁ ରୋଗ ଚିକିତ୍ସା ହୋଇଯାଇଥାଏ , କିଛି ବୈଦଙ୍କ କହିବା କଥା କି ଏଠାରେ ପ୍ରେସର୍ ପକାଇଲେ ସବୁ ରୋଗ ଦୂର ହୋଇଯାଏ ।

 

ଆପଣଙ୍କୁ ଗୋଟେ କଥା ଧ୍ୟାନ ଦେବାକୁ ହେବ କି ଏଠାରେ ଅଧିକା ପ୍ରେସର୍ ଦେବାକୁ ହେବ ନାହିଁ , ଯଦି ଏପରି କରନ୍ତି ତେବେ କିଛି ଅସୁବିଧା ହୋଇଥାଏ , ଯଦି ଆପଣଙ୍କ ହରୋମନାଲ୍ ସିଷ୍ଟମ ବ୍ୟାଲାନ୍ସ ଅଛି ତେବେ ଆପଣଙ୍କ ପ୍ରଷ୍ଟ୍ରେସନ୍ ଇରିଟେସନ୍ ଓ ଷ୍ଟ୍ରେସ୍ କୁ ଶେଷ କରିବାରେ କାରଗର ହୋଇଥାଏ ।

Leave a Reply

Your email address will not be published. Required fields are marked *