April 20, 2024

Odia Express

News For Public

ଏହି ରାଶିର ଭଲ ଦିନର ହୋଇଯାଇଛି ଆରମ୍ଭ , ଭୋଳାନାଥଙ୍କ କୃପାରୁ ପରିଶ୍ରମର ମିଳିବ ଫଳ , ହେବ ଆର୍ଥିକ ଅବସ୍ଥାରେ ଉନ୍ନତି – ଦେଖନ୍ତୁ କେଉଁ ରାଶି ସାମିଲ ଅଛି..

ଏହି ସଂସାରରେ ସବୁ ବ୍ୟକ୍ତି ନିଜ ଜୀବନରେ ଖୁସି ପୂର୍ବକ ବ୍ୟତିତ୍ୱ କରିବାକୁ ଚାହିଁଥାଏ , କିନ୍ତୁ କାଃଆର ଚାହିଁବା କିମ୍ବା ନ ଚାହିଁବାରେ କିଛି ହୋଇନଥାଏ , କାରଣ ସମୟ ଅନୁସାରେ ବ୍ୟକ୍ତିର ଖୁସି ସହ ଦୁଃଖ ବି ସାମ୍ନା କରିବାକୁ ପଡିଥାଏ , ହଁ ଏପରି ଉତ୍ ଥାନ୍ ପତନ ଦ୍ୱରା ବ୍ୟକ୍ତିର ଜୀବନରେ ଯେତେ ଆସିଲେ ବି ଏହା ଗ୍ରହର ଚାଲିଚଳଣ ପାଇଁ ହୋଇଥାଏ, ଯଦି ଗ୍ରହର ଚାଲିଚଳଣ ଠିକ୍ ହେବ , ତେବେ ବ୍ୟକ୍ତିକୁ ଭଲ ପରିଣାମ ମିଳିବ , କିନ୍ତୁ ଏହି ଚାଲିଚଳଣ ଠିକ୍ ନହେଲେ ବ୍ୟକ୍ତିର ଜୀବନରେ ବହୁତ ଅସୁବିଧା ସାମ୍ନା କରିବାକୁ ପଡିପାରେ , ଏଥିପାଇଁ ଜ୍ୟୋତିଷ୍ୟଶାସ୍ତ୍ରରେ ବ୍ୟକ୍ତିର ଜୀବନରେ ରାଶିଗୁଡିକର ମହତ୍ତ୍ୱ ବହୁତ ଅଧିକା ଗୁରୁତ୍ୱପୂର୍ଣ୍ଣ ବୋଲି ମାନାଯାଈଛି , ରାଶିଗୁଡିକ ଆଧାରରେ କେଉଁ ବ୍ୟକ୍ତିର ଭବିଷ୍ୟ ବିଷୟରେ ସମସ୍ତ ସୁଚନା ମିଳିପାରିବ ,

ଜ୍ୟୋତିଷ୍ୟର ଗଣନା ଅନୁସାରେ କିଛି ରାଶି ବହୁତ ହିଁ ଶୁଭସମୟ ଆରମ୍ଭ ହୋଇଯାଈଛି , ଏହା ଉପରେ ଭୋଳାନାଥଙ୍କ ଆଶିର୍ବାଦ ରହିବ , ଏହା ଆପଣଙ୍କ ପରିଶ୍ରମ ପୁରା ଫଳ ପ୍ରାପ୍ତି ହେବ , ଏହା ଆର୍ଥିକ ରୁପରେ ମଜବୁତ କରାଇବ , ଓ ଧନ ସଂବନ୍ଧିତ ସବୁ ଅସୁବିଧା ଦୁର ହେବ । ଆସନ୍ତୁ ଜାଣିବା ସେହି ରାଶିଗୁଡିକ ବିଷୟରେ ।

 

ମେଷ ରାଶି : ଏହି ରାଶିର ଲୋକଙ୍କ ଉପରେ ଭୋଳାନାଥଙ୍କ ଆଶିର୍ବାଦ ରହିବ , ଯେଉଁ ଲୋକ ବ୍ୟବସାୟୀ ଅଟନ୍ତି , ସେମାନଙ୍କୁ ବେପାରରେ ଉନ୍ନତି ଦେଖାଦେବ ,ଆମଦାନୀର ଭଲ ଯୋଜନା ହାତରେ ଆସିପାରେ , ଆପଣଙ୍କ ଆର୍ଥିକ ସ୍ଥିତି ମଜବୁତ୍ ରହିବ , ଧନର ଲେଣଦେଣ ଆପଣଙ୍କୁ ସକରାତ୍ମକ ପରିଣାମ ହାସିଲ୍ କରାଇବ , ଘର ପରିବାରରେ ଖୁସିର ବାତାବରଣ ରହିବ , ଆପଣଙ୍କ ପରିବାରରେ ଆପଣଙ୍କ ଦାୟିତ୍ୱ ଗୁରୁତ୍ୱପୁର୍ଣ୍ଣ ରହିବ, ବିଭିନ୍ନ ମାମଲାରେ ଆପଣଙ୍କ ସହାୟତା ଆବଶ୍ୟକତା ରହିବ , ଆପଣ ଲାଭଦାୟକ ଯାତ୍ରାରେ ଯାଇପାରିବେ , ଆପଣଙ୍କ ସଂମ୍ପର୍କ ମଜବୁତ୍ ରହିବ , ଘର ପରିବାର ଓ ବୟସ୍କ ବ୍ୟକ୍ତିଙ୍କ ଆଶିର୍ବାଦ ମିଳିବାକୁ ଲାଗିବ ।

 

ବୃଷ ରାଶି : ଏହି ରାଶିର ବ୍ୟକ୍ତି ବିଶେଷଙ୍କ ଭବିଷ୍ୟରେ ଭଲ ଲାଭ ମିଳିବାର ଯୋଗ ହେଉଛି , ଭୋଳାନାଥଙ୍କ କୃପାରୁ ପାରିବାରିକ ବାତାବରଣ ଶାନ୍ତିପୂର୍ଣ୍ଣ ରହିବ , ନିଜ ଜୀବନ ଶୈଳୀରେ ସୁଧାର ଆସିବ , ଆପଣଙ୍କ ସବୁ କାମ କାର୍ଯ୍ୟ ସନ୍ତୁଷ୍ଟ ରହିବ , ଆପଣଙ୍କ ପୁରୁଣା ରୋଗରୁ ମୁକ୍ତି ମିଳିବ , କାର୍ଯ୍ୟସ୍ଥଳରେ ନିଜ କାମ କାର୍ଯ୍ୟର ପ୍ରଶଂସା ହୋଇପାରେ , ଆପଣଙ୍କ କାର୍ଯ୍ୟସ୍ଥଳରେ ଉନ୍ନତି ମିଳିବାର ଯୋଗ ହେଉହି , ଆପଣଙ୍କ ଦ୍ୱାରା କରାଯାଈଥିବା ସବୁ ପ୍ରୟାସ ସଫଳ ହେବେ ।

 

ସିଂହ ରାଶି : ଏହି ରାଶିର ଲୋକଙ୍କୁ ନିଜ ପରିଶ୍ରମର ପୁରା ଫଳ ମିଳିପାରିବ , ଭୋଳାନାଥଙ୍କ କୃପାରୁ ଆପଣଙ୍କ ବ୍ୟବସାୟରେ ନିଜ କ୍ଷେତ୍ର ବିସ୍ତାର କରିବେ , କଠିନ ପରିସ୍ଥିତିରେ ମୁକ୍ତି ମିଳିବ , କାର୍ଯ୍ୟସ୍ଥଳରେ ବରିଷ୍ଠ ଅଧିକାରୀ ଆପଣଙ୍କୁ ଖୁସି ପାଈବେ , ଆପଣଙ୍କ ଭଲ ସ୍ୱଭାବକାରଣରୁ କିଛି ଲୋକ ଆକର୍ଷିତ ହୋଇପାରନ୍ତି , ଜୀବନସାଥିଙ୍କ ସହ କେଉଁ ଆଡେ ବୁଲି ଯିବାର ପ୍ଲାନ୍ ହୋଇପାରେ , ଘର ପରିବାରର ମାଙ୍ଗଳିକ କାର୍ଯ୍ୟରେ ଆୟୋଜନ ହୋଇପାରେ , ମା ବାପାଙ୍କ ସ୍ୱାସ୍ଥ୍ୟ ଭଲ ରହିବ ।

 

ତୁଳା ରାଶି : ଭଗବାନ ଭୋଳାନାଥଙ୍କ ଅପାର କରୁଣା ଏହି ରାଶି ଉପରେ ପଡିବ , ଆପଣଙ୍କ ସବୁ ଅଧୁରା ସ୍ୱପ୍ନ ପୁରା ହୋଇଯିବ , ବ୍ୟବସାୟ କାର୍ଯ୍ୟରେ କେଉଁ ଆଡେ ଯାଇପାରନ୍ତି , ଯାତ୍ରା ସମୟରେ ଆପଣଙ୍କ ସାକ୍ଷାତ କେଉଁ ଅନୁଭବି ଲୋକଙ୍କ ସହ ହୋଇପାରେ , ଯାହାଙ୍କ ସହଯୋଗ ଆପଣଙ୍କୁ ପ୍ରାପ୍ତ ହେବ , ଦୁର ସଂଚାର ମାଧ୍ୟମରେ କିଛି ଖୁସିଖବର ମିଳିବାର ସଂମ୍ଭାବନା ହୋଇପାରେ , ଆପଣଙ୍କ ଦ୍ୱାରା ଉଧାର ଦିଆଯାଇଥିବା ପଇସା ପ୍ରାପ୍ତ କରାଯାଇପାରିବ , ଭୌତିକ ସୁଖ ସୁବିଧା ବୃଦ୍ଧି ହେବ , ରଚନାତ୍ମକ କାର୍ଯ୍ୟରେ ଅଧିକା ବୃଦ୍ଧି ହେବ ।

 

କୁମ୍ଭ ରାଶି : ଏହି ରାଶିର ବ୍ୟକ୍ତିଙ୍କ ଭାଗ୍ୟ ପୁରା ସାଥ୍ ଦେବାର ଅଛି, ଭୋଳାନାଥଙ୍କ କୃପାରୁ ଆପଣଙ୍କ ଜୀବନରେ ଯେଉଁ ଅସୁବିଧା ଚାଲୁଛି ତାହା ଦୁର ହେବ , ଆପଣଙ୍କ ଅଟକିଥିବା କାର୍ଯ୍ୟ ପ୍ରଗତି ଆଡକୁ ଅଗ୍ରସର ହେବ , ରଚନାତ୍ମକ କାର୍ଯ୍ୟରେ ବୃଦ୍ଧି ଘଟିବ , ସେୟାର୍ ମାର୍କେଟ୍ ରେ ଯୋଡି ହୋଇଥିବା ଲୋକଙ୍କୁ ଲାଭ ମିଳିବ , ଆପନଙ୍କ ଦ୍ୱାରା ବନା ହୋଇଥିବା ସବୁ ଯୋଜନା ଫାଇଦାଦାୟକ ହେବ , ଆପଣଙ୍କ କାମ କାର୍ଯ୍ୟରେ ପ୍ରଶଂସା ପାଇବେ , ବିଦେଶ ଯାତ୍ରା କରୁଥିଲେ ଭଲ ଲାଭ ପ୍ରାପ୍ତ ଏହ୍ବ , ଘରୋଇ ଜୀବନ ଆନନ୍ଦ ଦାୟକ ରହିବ , ପ୍ରଭାବଶାଳୀ ଲୋକଙ୍କ ପୁରା ସହଯୋଗ ପ୍ରାପ୍ତ ହେବ , ଯାହାର ଭଲ ସଫଳତା ହାସିଲ୍ ହେବ ।

 

ମୀନ ରାଶି : ଏହି ରାଶିର ଲୋକେ କିଛି ମାର୍ଗରେ ସଫଳତା ହାସିଲ୍ କରିବେ , ଭୋଳାନାଥଙ୍କ କୃପାରୁ ଘର ପରିବାରରେ ସବୁ ଅସୁବିଧା ଦୂର ହେବ , ଯେଉଁ ଲୋକ ଚାକିରି କରୁଛନ୍ତି , ସେମାନେ ଏବେ ଚାକିରି ଛାଡି ଅନ୍ୟ କେଉଁ ଚାକିରି କରିବେ , ଯାହା ଆପଣଙ୍କ ପାଇଁ ଲାଭଦାୟକ ରହିବ , ପ୍ରେମ ସଂବନ୍ଧରେ ସୁଧାର ଆସିବ ଓ ମଧୁରତା ଭରିବ , ସଂମ୍ପତ୍ତି କାର୍ଯ୍ୟରେ ଭଲ ଲାଭ ମିଳିପାରେ , ଜୀବନସାଥୀର ପୁରା ସହଯୋଗ ମିଳିପାରିବ , ଛୁଆଙ୍କ ତରଫରୁ ଖୁସି ଖବର ମିଳିବ , କେଉଁ ମହତ୍ତ୍ୱପୁର୍ଣ୍ଣ କାର୍ଯ୍ୟରେ ବାପାଙ୍କ ସହଯୋଗ ପ୍ରାପ୍ତ ହେବ ।

Leave a Reply

Your email address will not be published. Required fields are marked *