March 26, 2024

Odia Express

News For Public

ନୁଆ ବୋହୂ ୱାଟ୍ସଆପ୍ ରେ ଲୋକେସନ୍ ପଠାଇ ପ୍ରେମିକକୁ ଡକାଇଲା , ସ୍ୱାମୀ ସବୁ ଦେଖୁଥିଲା ଓ କରିଦେଲା ଏଭଳି କାମ..

ରାଜସ୍ଥାନର ଜୟପୁର ସହରଏ ଏକ ସନସନୀ ଖବର ମାମଲା ସାମ୍ନାକୁ ଆସିଛି , ଏଠାରେ ଏକ ନୁଆ ବୋହୁ ସ୍ୱାମୀକୁ ଧୋକା ଦେଇ ପଳାଇଛି, ପଳେଇବା ସମୟରେ କନ୍ୟା ନିଜ ସହ ଲକ୍ଷାଧିକ ଟଙ୍କା ଓ ଗହଣା ନେଇକରି ଚାଲିଯାଈଛି ।ମାମଲା ଜୟପୁରର ଗଲତାଗେଟ୍ ଥାନା ଇଲାକାରେ ବାସବଦନପୁରା ସ୍ଥିତ ଗଣେଷ କଲୋନୀ ଅଟେ । ପୀଡିତ ସ୍ୱାମୀ ମନୀଷଙ୍କ ବଡ ଭାଇ ହନୁମାନଙ୍କ ଅନୁସାରେ ମନୀଷ ନା ହିଁ କହିପାରିବ ନା ହିଁ ଶୁଣିପାରିବ , ଏହି କାରଣରୁ ଲମ୍ବା ସମୟରୁ ସେ ବିବାହ କରିନଥିଲା । ଦିନେ ତା ପାଖ ପଡୋଶୀ ରହୁଥିବା ବନବାରୀ ଓ ସଞ୍ଜୟ ଗୁପ୍ତା ଆସିଲେ , ଓ ବିବାହ କରାଇବାର କଥା କହିଥିଲେ । ସୂଚନା ମୁତାବିକ ବନବାରୀ ଓ ସଞ୍ଜୟ ମନୀଷଙ୍କ ପାଇଁ ଝିଅ ର ମାଉସୀ ଗୀତାଙ୍କୁ ଦେଖା କରାଈଥିଲେ,  ଗୀତା ଇଲାହାବାଦରେ ଆଇଡି ଦେଖାଇକରି ଓ ତାର ଛୋଟ ଭଉଣୀ ଅନାଥ କହି ଜଲଦି ବିବାହ କରାଇବା ପାଇଁ କହିଥିଲା ।

 

ଏହା ବି କହିଥିଲା କି ରିୟାର ଶଶୁରଘରେ ତାଙ୍କ ଦ୍ୱିତୀୟ ଛୁଆର ବାହାଘର ଜଲଦି କରାଇଦେବି । ଏହା ପରେ ଜୟପୁରରେ ସଂସାର ଚନ୍ଦ୍ର ରୋଡ୍ ପାଖ ଏକ ହୋଟେଲ୍ କୁବେରରେ ଝିଅକୁ ଦେଖିବାପାଇଁ ଡକାହୋଇଥିଲା,  ଝିଅଟି ପୁଅ ପସନ୍ଦ କରିଥିଲା , ତେବେ ଦୁହେଁ ଦଲାଲ ତତ୍କାଳ ବାହାଘର କରାଇବାପାଇଁ କହିଥିଲେ,  ୨୪ ଜୁନ୍ କୁ ହୋଟେଲ୍ ରେ ମନୀଷ ଓ ରିୟା ବରମାଳା କାର୍ଯ୍ୟକ୍ରମ ହେଲା , ତାହାପରେ ଦୁହେଁ ରାଜା ପାର୍କ ଇଲାକାର ରାମ ମନ୍ଦିରରେ ପହଞ୍ଚିକରି ହିନ୍ଦୁ ରୀତିନୀତିରେ ବିବାହ କରି ଘରକୁ ଚାଲିଗଲେ ।

 

୨୭ ଜୁନ୍ କୁ ଏକ କାର୍ଯ୍ୟକ୍ରମରେ ମନୀଷଙ୍କ ବାପା ମା ଚାଲିଗଲେ , ସେଠାରେ ଦ୍ୱୀପହରରେ ମନୀଷ ଓ ରିୟାଙ୍କୁ ବି ଯିବାର ଥିଲା ରିୟା ଏହି କାର୍ଯ୍ୟକ୍ରମରେ ଯିବାପାଇଁ ଗହଣା ପିନ୍ଧିଥିଲେ , ରିୟା ପଳେଇବାପାଇଁ ମେଡିକାଲ୍ ସପ୍ ରେ ଯିବାପାଇଁ କହିଲେ ମନୀଷଙ୍କ ବଡ ଭାଇ ହନୁମାନ ଅଟକାଇଦେଲେ ,

ତେବେ ଲୁଟେରୀ ବୋହୁ ପଳେଇବାର ପ୍ଲାନ୍ ଦ୍ୱାରା ମନୀଷଙ୍କ ମୋବାଇଲ୍ ରେ ଘରର ନେମ୍ ପ୍ଲେଟ୍ ସହ ନିଜ ଫଟୋ ନେଇଥିଲା , ଓ ୱାଟ୍ସଆପ୍ ରେ ନିଜ ପ୍ରେମୀକୁ ଲୋକେସନ୍ ପଠାଇଥିଲେ , ଫଟୋ ପଠେଇବାର କିଛି ମିନିଟ୍ ପରେ କନ୍ୟା ର ପ୍ରେମୀ କାର୍ ନେଇକରି ଆସିଲେ , ଓ ଗହଣାରେ ଭରି ରହିଥିବା କନ୍ୟାଆ ସେଠାରେ ବସିକରି ଫେରାର୍ ହୋଇଯାଇଥିଲେ ।

 

କନ୍ୟା ଖାଲି ପାଦରେ କାର୍ ରେ ଯାଇ ବସିପଡିଲା , ଏହା ସବୁ ସ୍ୱାମୀର ଆଖି ସାମ୍ନାରେ ହେଲା , ଏବେ ବର ଓ ତାର ପରିଜନ ସଞ୍ଜୟ ଗୁପ୍ତା ଓ ବନବାରୀ ଖଣ୍ତେୱାଲ୍ ଙ୍କୁ ଖୋଜୁଛନ୍ତି ଯିଏକି ବିବାହର ମଧ୍ୟସ୍ଥି କରିଥିଲେ,  କୁହାଯାଉଛି କି ଯୁବତୀ ରିୟା ଓ ତାଙ୍କର ଗ୍ୟାଙ୍ଗ୍ ର ତିନୋଟି ଆହୁରି ସାଥୀ ଥିଲେ,  ଲୁଟେରୀ ବୋହୁ ଧୋକା ଖାଇଥିବା ମନୀଷଙ୍କ ପରିବାର ଗ୍ୟାଙ୍ଗ୍ ରେ ସାମିଲ୍ ରିୟା ଙ୍କ ମାଉସି କ୍ରସ୍ କେସ୍ କରିବାର ଧମକ ମିଳିବାପରେ ଏବେ ପୋଲିସ୍ କେସ୍ ଦର୍ଜ କରିନାହାନ୍ତି ।

Leave a Reply

Your email address will not be published. Required fields are marked *