ମହିଳାଙ୍କ ବ୍ୟାଗ୍ ରୁ ଆସୁଥିଲା ଅଜବ ଶବ୍ଦ , ଯେବେ ବିମାନ ଅଧିକାରୀମାନେ ବ୍ୟାଗ୍ ଖୋଲିକରି ଦେଖିଲେ ତେବେ ହୋସ୍ ଉଡିଗଲା ..

ଏହି ଦୁନିଆଁରେ ଅଜବ ଧରଣର ଲୋକଙ୍କ ଦ୍ୱାରା ଭରି ରହିଛି, କେବେ କେବେ ଆମର କୌଣସି କିଛି ଏପରି କଥା ଆସିଯାଏ ଯାହା ମାନିବା ମୁସକିଲ୍ ହୋଇଯାଏ , କିନ୍ତୁ ସତ ଏହା କି ଏମିତି ଏକ ମାମଲା ସାମ୍ନାକୁ ଆସିଛି କି ଜଣେ ମହିଳା ମେଲବର୍ଣ୍ଣ ଅନ୍ତରାଷ୍ଟ୍ରିୟ ବିମାନ ଅଡ୍ଡାରୁ ଏକ ଅଜବ ଧରଣର ଜିନିଷ ନିଜ ବ୍ୟାଗରେ ନେଇକରି ଯାଉଥିଲେ  ୨୭ ବର୍ଷୀୟ ଜାପାନି ମହିଲାଙ୍କୁ ଏବେ ଗିରଫ କରିନିଆ ହୋଇଛି, ତାଙ୍କ ବ୍ୟାଗରେ ଅଜବ ଧରଣର ଝିଟିପିଟି ଥିଲା , ମହିଳାଙ୍କ ବ୍ୟାଗରେ ୧୯ ଟି ଝିଟିପିଟି ଥିଲା , ଆପଣଙ୍କୁ କହିଦେବୁ କି ଏୟାରପୋର୍ଟରେ ଥିବା ବର୍ଡର ଫୋର୍ସ ଅଧିକାରୀ ଏହି ମହିଳାଙ୍କୁ ଏହି ଝିଟିପିଟି ସହ ଧରି ନେଇଥିଲେ , ମହିଳାଙ୍କ ବ୍ୟାଗରୁ ୧୭ ଟି ସିଙ୍ଗଲବେକ ଝିଟିପିଟି ବାହାରିଥିଲେ , ଓ ଦୁହେଁ ନିଳ ଜିଭ ବାଲା ଝିଟିପିଟିଥିଲେ , ଅଫିସରଙ୍କ ଠାରୁ ମିଳିଥିବା ସୁଚନା ମୁତାବିକ ଝିଟିପିଟି ଉପରେ ବହୁତ ଥିଲେ , ତାହାଙ୍କୁ ଦେଖି ଲାଗୁଥିଲା କି ତାଙ୍କୁ କେଉଁ ଜଙ୍ଗଲରୁ ଧରା ହୋଇଛି ,

 

ଏହା ବି ଜଣା ପଡିଲା କି ଏହି ଝିଟିପିଟିକୁ ମହିଳା ଜଣଙ୍କ ତସ୍କରୀ କରିବାକୁ ନେଇଯାଉଥିଲେ,  ଯେବେ ଅଧିକାରୀଙ୍କ ପାଖକୁ ଏହି ଝିଟିପିଟି ଆସିଲା ତେବେ ସେ ବେଟେନର ଡାକ୍ତରଙ୍କ ପାଖକୁ ଯାଞ୍ଚ କରିବାକୁ ନେଇଗଲେ । ଖବର ଏହା ବି ଅଛି କି ଅଷ୍ଟ୍ରେଲିଆରେ ସବୁ ବର୍ଷ ତସ୍କରି କରୁଥିବା ଲୋକଙ୍କୁ ଗିରଫ କରାଯାଏ , ଓ ସେଠାରେ ସରକାର ତସ୍କରି କରୁଥିବା ଲୋକଙ୍କ ଉପରେ ଆଇନଗତ କାର୍ଯ୍ୟନୁଷ୍ଠାନ ନେଇଛନ୍ତି , ସୂଚନା ଅନୁସାରେ ସବୁ ଆଇନ କାନୁନୀ ପ୍ରକୀୟା କରିବାପରେ , ଏହା ତୟ କରାଯିବ କି ଏହା ଜଙ୍ଗଲକୁ ଛାଡିଦିଆଯିବ କି ଓ ଏହାକୁ ଏକ ଲାଭକାରୀ ପ୍ରାଇଭେଟ୍ ସଂସ୍ଥାକୁ ଦିଆଯିବ ।

Leave a Reply

Your email address will not be published.