April 21, 2024

Odia Express

News For Public

ଦାଢୀ ରଖିବାର ୧୦ଟି ଫାଇଦା ବିଷୟରେ ଜାଣିରଖନ୍ତୁ….ଜାଣିବା ପରେ ଆପଣ ମଧ୍ୟ ଆଜିଠୁ ଦାଢ଼ି ରଖିବା ଆରମ୍ଭ କରିଦେବେ

ଆଜି କାଲି ଦାଢି ରଖିବାର ସଉକ ସମସ୍ତଙ୍କୁ ଲାଗିଛି , ଏମିତିରେ କିଶୋର ମାନେ ହୁଅନ୍ତୁ ନାଁ ୪୦ ବର୍ଷର ବ୍ୟକ୍ତି ହେଉ, ସମସ୍ତେ ଦାଢୀ ରଖିବାର ଟ୍ରେଣ୍ତ ବନାଇଦେଇଛନ୍ତି , ବ୍ୟକ୍ତି ଯେତେ କଳା ହୁଅନ୍ତୁ କିମ୍ବା ଗୋରା ଦାଢୀ ରଖିନେଲେ ତାଙ୍କର କିଛି ଅଲଗା ପରିଚୟ ହୋଇଥାଏ , ଏହା ଛଡା ଆଜି କାଲି ଫିଲ୍ମରେ ବି ହେଉ କିମ୍ବା କେଉଁ ମଡେଲ୍ ଙ୍କ ଦାଢୀ ନଜର ଆସିଥାଏ , ଦାଢୀ ତ ସମସ୍ତେ ରଖିନିଅନ୍ତି ,କିନ୍ତୁ ଏହା ସହ ସେମାନେ ଫାଇଦା ଜାଣନ୍ତି କି ?

ଦାଢୀ ରଖିବାର ୧୦ ଟି ଫାଇଦା : ଦାଢୀ ରଖିବା ସଉକ ତ ସମସ୍ତଙ୍କର ହୋଇଥାଏ । କିନ୍ତୁ ଏହା ବିଷୟରେ ଫାଇଦା ଗୁଡିକ ଜଣା ନଥାଏ , ଦାଢୀ ରଖିଲେ ସ୍କିନ୍ ରେ ଆଲର୍ଜୀ ହୁଏ ନାହିଁ , ଦାଢୀ ରଖିଲେ ଆପଣଙ୍କ ସ୍କିନ୍ ସୂର୍ଯ୍ୟଙ୍କ ଅଲଟ୍ରାଭାଓଲେଟ୍ କିରଣରୁ ବଞ୍ଚାଇଥାଏ , ଦାଢୀ ରଖିଲେ ଅଜିଙ୍ଗ୍ ଓ କଳାଦାଗ ହୁଏ ନାହିଁ ଏଥିରେ ପୁରୁଷଙ୍କୁ ବୟସ ଜଣା ପଡେନି , ଯେଉଁ ପୁରୁଷ ସବୁବେଳେ ଦାଢୀ ରଖୁଛନ୍ତି, ସେହି ପୁରୁଷମାନଙ୍କୁ କ୍ୟାନସର ହେବାର ବିପଦ ବହୁତ କମ୍ ହୋଇଥାଏ ।

 

ଦାଢୀ ପୁରୁଷଙ୍କ ଚେହେରାରେ କିଛି ବ୍ରଣ ହୁଏ ନାହିଁ , ଓ ସେବିଙ୍ଗ୍ ହୋଇଥିବା ଜାଗା ଅଧିକ ସୁସ୍ଥ୍ୟ ହୋଇଥାଏ , ଦାଢୀରେ ଗୋଟେ ପୁରୁଷର ପରିଚୟ ହୋଇଥାଏ , ଓ ମହିଳାଙ୍କୁ ବି ପୁରୁଷଙ୍କ ଦାଢୀ ଦ୍ୱାରା ଆକର୍ଷିତ ହୋଇଥାନ୍ତି , ଦାଢୀ ରଖିଲେ ପୁରୁଷଙ୍କ ଚେହେରା କୋମଳ ରହିଥାଏ , ଓ ଯେଉଁଥିରେ ଚେହେରା ସୁସ୍ଥ୍ୟ ରହିଥାଏ ,

 

ଥଣ୍ତା ମୌସୁମରେ ପୁରୁଷଙ୍କ ଚେହେରାରେ ଥଣ୍ତାରୁ ରକ୍ଷାକରିଥାଏ , ଦାଢୀ ରଖିଲେ ପୁରୁଷଙ୍କୁ କେଉଁ ଭଳି ବ୍ୟାକ୍ଟିରିଆଲ୍ ଇନ୍ଫେକ୍ସନ୍ ହୁଏ ନାହିଁ , କ୍ଲିନ୍ ସେଭ୍ ରୁ ୫ ବର୍ଷରୁ ଅଧିକା ବଞ୍ଚିପାରିବେ , ଦାଢୀ ରଖିଲେ , ପୁରୁଷଙ୍କ ଚେହେରାରେ ବ୍ରଣ ହୋଇନଥାଏ , ଏହା ଛଡା ତାଙ୍କ ଚେହେରାରେ ଅନ୍ୟ ଦାଗ କମ୍ ହୋଇଥାଏ ।

Leave a Reply

Your email address will not be published. Required fields are marked *