April 16, 2024

Odia Express

News For Public

ମୁମ୍ବାଇର ଏହି ଅଟୋ ବାଲାର ଅଟୋରେ ବସିବା ପାଇଁ ଲାଗିଥାଏ ଗ୍ରାହକଙ୍କ ଲମ୍ବା ଲାଇନ୍…ଏହା ପଛରେ କାରଣ ଜାଣିକରି ଆପଣ ଆଶ୍ଚର୍ଯ୍ୟ ଚକିତ ହୋଇଯିବେ

ଏମିତି ତ ମୁମ୍ବାଇ ସହରରେ ବହୁତ ଲୋକ ଅଛନ୍ତି ଯେଉଁ ମାନେ ଅଟୋରେ ବସିକରି ଗୋଟେ ଜାଗାରୁ ଅନ୍ୟ ଜାଗାକୁ ଯାଇଥାନ୍ତି , ସେଥିପାଇଁ ମୁମ୍ବାଇରେ ଅଟୋ ବାଲାଙ୍କ ଅଧିକା ଡିମାଣ୍ତ ରହିଥାଏ , ଏମିତି କୁହାଯାଏ କି ମୁମ୍ବାଇରେ ବଲିଉଡ୍ ଷ୍ଟାର୍ ବି କେବେ କେବେ ଦେଖାଦେଇଯାଆନ୍ତି , କିନ୍ତୁ ମୁମ୍ବାଇର ସଡକରେ ଗୋଟେ ମିଳିବା ବହୁତ ମୁସକିଲ୍ ଅଟେ , ଆଜି ଆମେ ଆପଣଙ୍କୁ ଏମିତି ଏକ ଅଟୋବାଲାକୁ ଦେଖାଇବାକୁ ଯାଉଛୁ , ଯାହାର ଅଟୋରେ ବସିବା ପାଇଁ ଲୋକଙ୍କ ଲମ୍ବା ଲାଇନ୍ ଲାଗିଯାଏ
ଆପଣଙ୍କ ସୂଚନା ପାଇଁ ଜଣାଇଦେବୁ କି ବଲିଉଡ୍ ର ଷ୍ଟାର୍ ସଞ୍ଜୟ ଦତ୍ତଙ୍କର ସେହି ଅଟୋ ଚାଳକ ବହୁତ ବଡ ଫ୍ୟାନ୍ ଅଟନ୍ତି , ସେ ସଞ୍ଜୟ ଦତ୍ତଙ୍କ କେଉଁ ଛୋଟ ମୋଟ ଫ୍ୟାନ୍ ନୁହନ୍ତି , ସେ ଏକ ଖାସ୍ ଫ୍ୟାନ୍ ଅଟନ୍ତି , ତେବେ ଆସନ୍ତୁ ସଞ୍ଜୟ ଦତ୍ତଙ୍କ ସେହି ଖାସ୍ ଫ୍ୟାନଙ୍କ ସହ କିଛି କଥା କହିବୁ ।

 

ଏମିତି ତ ସମସ୍ତେ ଜାଣିଛନ୍ତି କି ସଞ୍ଜୟ ଦତ୍ତଙ୍କ ନିଜ କ୍ୟାରିୟର ଆରମ୍ଭ ରକି ଫିଲ୍ମରୁ କରିଥିଲେ , କିନ୍ତୁ ଆଜିକାଲି ସଞ୍ଜୟ ଦତ୍ତଙ୍କୁ ସମସ୍ତେ ମୁନ୍ନା ଭାଇ ନାଁରେ ଜାଣିଥାନ୍ତି , ଏବେ ଏହା ନିଶ୍ଚିତ ଯେ ଏହି ଫିଲ୍ମ ସଞ୍ଜୟ ଦତ୍ତଙ୍କର ସବୁଠାରୁ ହିଟ୍ ଫିଲ୍ମ ଥିଲା , ଲୋକମାନେ ତାଙ୍କର ଫିଲ୍ମରେ ଏହି ଭୂମିକା ମନେ ରଖିଥିବେ  | ଏହି ଫିଲ୍ମରେ ନା କେବଳ ସଞ୍ଜୟ ଦତ୍ତଙ୍କୁ ଏକ ନୂଆ ପରିଚୟ ମିଳିଲା , ତା ସହ ତାଙ୍କୁ ଏକ ନୂଆ ନାଁରେ ଜାଣିବାକୁ ଲାଗିଲେ , ସେମିତି ଯଦି ଅଟୋ ଓ ଅଟୋ ବାଲାଙ୍କ କଥା କହିବୁ , ଏହି ଅଟୋ ପ୍ରକୃତରେ ସଞ୍ଜୟ ଦତ୍ତଙ୍କ ପାଇଁ ବହୁତ ଲୋକପ୍ରିୟ ହୋଇଯାଇଛି , କହିଦେବୁ କି ଏହି ଅଟୋ ଚାଳକର ନାଁ ସଞ୍ଜୟ ବାଚେ ଅଟେ । ସେମିତି ଆପଣ ଭାବୁଥିବେ କି ଏହି ଅଟୋ ବାଲାଙ୍କ ସହ ସଞ୍ଜୟ ଦତ୍ତଙ୍କ କଣ ସଂମ୍ପର୍କ , ତେବେ ଆମେ କହିଦେବୁ କି ନା କେବଳ ଏହି ଅଟୋ ବାଲା ବରଂ ସେ ସଞ୍ଜୟ ଦତ୍ତଙ୍କୁ ସେ ଜାଣିଛନ୍ତି ,

 

ଏହି କାରଣରୁ ଲୋକଙ୍କ ମଧ୍ୟରେ ତାଙ୍କର ଏକ ସ୍ୱତନ୍ତ୍ର ପରିଚୟ ହୋଇପାରିଛି , ଏହା ସହ ମୁମ୍ବାଇ ସହରର ଲୋକେ ବି ଏହି କଥା ଜାଣିଛନ୍ତି ସନ୍ଦୀପଙ୍କୁ , ସଞ୍ଜୟ ଦତ୍ତ ବହୁତ ଖାସ୍ ଫ୍ୟାନ୍ ଅଟନ୍ତି ସେ , ସଞ୍ଜୟ ଦତ୍ତ ଏହି ଅଟୋ ବାଲାକୁ ଦେଖା ବି କରିସାରିଛନ୍ତି , କେବଳ ଏତିକି ନୁହେଁ ଏହା ଛଡା ଲୋକେ ତାଙ୍କୁ ମୁନ୍ନା ଭାଇ ଏମ୍ ବି ବି ଏସ୍ ବୋଲି ଡାକୁଛନ୍ତି ।

 

ଏହା ସହ ଲୋକଙ୍କ କହିବା କଥାକି ସନ୍ଦୀପ ସଞ୍ଜୟ ଦତ୍ତଙ୍କ ଏତେ ବଡ ଫ୍ୟାନ୍ ଅଟନ୍ତି , ସେ ସଞ୍ଜୟ ଦତ୍ତଙ୍କ ଭଳି ନିଜ ଲୁକ୍ କରିଛନ୍ତି , ଏହା ସହ ମୁମ୍ବାଇ ସହରର ଲୋକେ ଏହି ଅଟୋ ଚାଳକଙ୍କୁ ବହୁତ ସମ୍ମାନ ବି କରନ୍ତି , କହିଦେବୁ କି ସନ୍ଦୀପ ନିଜ ହାତରେ ଏକ ଟାଟୁ ବି ବନାଇଛନ୍ତି , ଓ ଏହି ଟାଟୁ କେବଳ ଖାସ୍ ସଞ୍ଜୟ ଦତ୍ତଙ୍କ ପାଇଁ ବନାଇଛନ୍ତି

Leave a Reply

Your email address will not be published. Required fields are marked *