ହେ ଭଗବାନ , ଯାହାଙ୍କୁ ଆପଣ ଛୋଟ ମୋଟ ଅଭିନେତା ବୋଲି ଭାବୁଥିଲେ ସେ ହେଉଛନ୍ତି ଅମିତାଭ ବଚ୍ଚନ ଙ୍କ ଜ୍ୱାଇଁ – ଏବେ ଦେଖି ନିୟନ୍ତୁ..

ବଲିଉଡ୍ ଦୁନିଆଁରେ ଏମିତି ସବୁ ଦିନ କିଛି ନା କିଛି ନୁଆ ହୋଇଥାଏ , କିନ୍ତୁ କିଛି ଖବର ଆଶ୍ଚର୍ଯ୍ୟ କରିଦେଲା ଭଳି ଅଟେ , ଏମିତି ଏକ ଖବର ଆମେ ନେଇକରି ଆସିଛୁ  , ଯାହାକୁ ଜାଣିବା ପରେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ , ଆଜି ଆମେ ବଚ୍ଚନ ପରିବାରଙ୍କ ଜ୍ୱାଇଁଙ୍କ ବିଷୟରେ କହିବାକୁ ଯାଉଛୁ  ଯାହାକୁ ଆପଣ ଏବେ ପର୍ଯ୍ୟନ୍ତ ଜାଣିନଥିଲେ , ଫିଲ୍ମ ଦୁନିଆଁରେ ଏମିତି ନୁଆ ନୁଆ କଳାକାର ସାମନାକୁ ଆସୁଛନ୍ତି , ଯେଉଁଥିରୁ କିଛି ହିଟ୍ ହୋଇଯାଆନ୍ତି , ଓ କିଛି ଫ୍ଲପ୍ ହୋଇଥାନ୍ତି , ଚାଲନ୍ତୁ ଜାଣିବା ତାଙ୍କ ବିଷୟରେ । ଏମିତିରେ ବହୁତ ଅଜଣା କଳାକାର ଥାନ୍ତି , ଯେଉଁ ମାନେ ଷ୍ଟାର୍ ହେବା ପୂର୍ବରୁ ଫ୍ଲପ୍ ହୋଇଯାଆନ୍ତି, କିନ୍ତୁ ତାଙ୍କର ସଂମ୍ପର୍କ କେଉଁ ପରିବାର ସହ ନିଶ୍ଚିତ ଥାଏ , ଯାହା ବିଷୟରେ ସମସ୍ତେ ପଢିବାକୁ ଚାହ୍ଁନ୍ତି , ଆମେ କଥା ହେଉଛୁ ବଚ୍ଚନ ପରିବାରର , ଯାହାଙ୍କୁ ଆମେ ଛୋଟ ମୋଟ ଅଭିନେତା ବୋଲି ଭାବୁଥିଲେ କ୍ ସେ ଏବେ ଆପଣଙ୍କ ଆଗରେ ଏକ ବଡ ଖୁଲାସା ହୋଇପାରିଛି ,

 

ଏହି ଅଭିନେତା ପରଦା ପଛରେ ଏମିତି କିଛି ଖାସ୍ କମାଲ୍ କରିନଥିଲେ , କିନ୍ତୁ ତାଙ୍କ ବିଷୟରେ ଯାହା ଖବର ଆସିଛି ତାହା ଆଶ୍ଚର୍ଯ୍ୟ କରିଦେବ , ଆମେ କଥା ହେଉଛୁ ଅଭିନେତା କୁର୍ଣ୍ଣାଲ କାପୁରଙ୍କ ବିଷୟରେ , କୁର୍ଣ୍ଣାଲ୍ ବଚ୍ଚନ ପରିବାରଙ୍କ ଜ୍ୱାଇଁ ଅଟନ୍ତି , ଏବେ ବଚ୍ଚନ ପରିବାର କିଏ ବି ଜ୍ୱାଇଁ ହେବ , ତାଙ୍କର ଉଚ୍ଚତା କେବଳ ବଚ୍ଚନଙ୍କ ନାଁ ରୁ ଜାଣିପାରୁଥିବେ , କୁର୍ଣ୍ଣାଲ କାପୁର ଅମିତାଭ ବଚ୍ଚନଙ୍କ ଭାଇଙ୍କ ଜ୍ୱାଇଁ ଅଟନ୍ତି , ତାଙ୍କୁ ବହୁତଥର ବଚ୍ଚନ ପରିବାରଙ୍କ ସହ ଦେଖା ହୋଇଛି ,

 

ଅମିତାଭ ବଚ୍ଚନଙ୍କ ଭାଇ ଅଜିତାଭ ବଚ୍ଚନଙ୍କ ଝିଅଙ୍କ ସ୍ୱାମୀ କୁର୍ଣ୍ଣାଲ କାପୁର ଅଟନ୍ତି , କୁର୍ଣ୍ଣାଲଙ୍କ ଫିଲ୍ମ ଜଗତର କ୍ୟାରିୟର ବହୁତ ଛୋଟ ଥିଲା , କିନ୍ତୁ ସେ ରଙ୍ଗ ଦେ ବସନ୍ତିରେ ଯେପରି କାମ କଲେ ସେ ବହୁତ ପ୍ରଶଂସିତ ହୋଇଥିଲେ , ଏହି ଫିଲ୍ମ ପାଇଁ ଲୋକେ ତାଙ୍କୁ ଜାଣିବାକୁ ଲାଗିଲେ , କୁର୍ଣ୍ଣାଲ କାପୁର ଙ୍କୁ ଆପଣ ଛୋଟ ମୋଟ ଅଭିନେତା ହିସାବରେ ଜାଣିଥିବେ , ତେବେ ଏବେ ଆପଣ ବଚ୍ଚନ ପରିବାରର ଜ୍ୱାଇଁ ହିସାବରେ ଜାଣିନିଅନ୍ତୁ ,

 

କୁର୍ଣ୍ଣାଲ କାପୁର କେବେ ବି ବଚ୍ଚନ ପରିବାରଙ୍କ ନାଁ ନେଇ ନିଜ ନାଁ କମେଇବାକୁ ଚାହିଁନାହାନ୍ତି , ନହେଲେ ସେ ଏବେ ବଡ ଅଭିନେତାଙ୍କ ମଧ୍ୟରୁ ଜଣେ ହୋଇଥାନ୍ତେ , କିନ୍ତୁ ଏହା ସତ୍ୟ ଯେ ଜଣେ ଅଭିନେତା ହିସାବରେ ପୁରା ଭାବେ ଜଣେ ଫ୍ଲପ୍ ଅଭିନେତା ହିସାବରେ ଜଣା ଗଲେ , ଯାହା କାରଣରୁ ବହୁତ କମ୍ ଲୋକେ ତାଙ୍କୁ ଜାଣିଛନ୍ତି

Leave a Reply

Your email address will not be published.