ମନ୍ଦିର ରେ ଲାଗିଲା ନିଆଁ – ପୋଡ଼ିଗଲେ ଶ୍ରୀ ଜଗନ୍ନାଥ – କଳିଯୁଗ ଶେଷର ସୂଚନା ଦେଉଛନ୍ତି କି କାଳିଆ ଠାକୁର ?କଣ ହେଲା ଦେଖନ୍ତୁ

ଜଗତର ନାଥ କହିଲେ ଶ୍ରୀଜଗନ୍ନାଥ ଙ୍କୁ ବୁଝା ଯାଏ | ସାରା ଓଡ଼ିଆ ଓ ସାରା ବିଶ୍ୱର ଆରାଧ୍ୟ ଦେବତା କହିଲେ ଭୁଲ ହେବ ନାହିଁ |ଶ୍ରୀଜଗନ୍ନାଥ ଙ୍କ ମହିମା ସାରା ବିଶ୍ୱରେ ବନ୍ଦିତା | ଏହିଠାରେ ଆମର କଥା କୁହ କାଳିଆ ଠାକୁର ଅଛନ୍ତି | ଓଡ଼ିଆ ମାନେ ମାନିଥାନ୍ତି ଯେ ଆମର ଭଗବାନ କାଳିଆ ସାଆନ୍ତ ଯଦି କିଛି ଖରାପ ସଂକେତ ଆସେ ବହୁ ପୂର୍ବରୁ କାଳିଆ ସଂକେତ ଦେଇଥାଏ ଆମକୁ ଓ ତାର ବି ଭକ୍ତ ମାନକୁ ସୁରକ୍ଷା ପାଇଁ ସଚେତନ କରିଥାଏ ଭକ୍ତ ଡାକିଲା ଓ କରନ୍ତି ସେ କିନ୍ତୁ ବର୍ତମାନ ସମୟରେ ଏଭଳି ଏକ ଘଟଣା ଘଟିଛି ଯାହା ହୁଏତ ଆପଣାକୁ ବହୁତ ଦୁଃଖ ଦେବ | ଆଜ୍ଞା ହଁ ଶ୍ରୀଜଗନ୍ନାଥ ଙ୍କ ପୂଜା ପାଉଥିବା ମୂର୍ତି ରେ ନିଆଁ ଲାଗି ଯାଇଛି |ତେବେ ଘଟଣା ଟି ଭଦ୍ରକ ଜିଲା ଭଣ୍ଡାରିପୋଖରୀ ବ୍ଲକ ରାମଚନ୍ଦ୍ରପୁର ପଞ୍ଚାୟତ ସରପଦା ଗ୍ରାମରେ ଘଟିଛି

 

ଏହି ଗ୍ରାମରେ ଥିବା ଶ୍ରୀଜଗନ୍ନାଥ ମନ୍ଦିରରେ ଅଗ୍ନିକାଣ୍ଡ ହେବ ଫଳରେ ଏଠାରେ ଥିବା ଠାକୁରଙ୍କ ଏକ କାଠ ଖଟୁଲି ସମେତ ଶ୍ରୀଜୀଉ ମଧ୍ୟ ଏଥିରେ ଅଧା ଜଳିଜାଇଛନ୍ତି ସୂଚନ ଅନୁଯାଇ ଗଲା ରବିବାର ଦିନ ପ୍ରାୟ ୧୨ଟା ସମୟରେ ମନ୍ଦିର ବେଢ଼ାରୁ ଧୁଆଂ ଆସିଥିଲା | ଏହାକୁ ଦେଖି ସେଠାକାର ଲୋକ ମନ୍ଦିର ଖୋଲିବା ବେଳକୁ ଦେଖିଥିଲେ ଯେ ମନ୍ଦିର ରେ ନିଆଁ ଲାଗି ଯାଇଛି ଓ ଭଗବାନ ଙ୍କ ଖଟୁଲି ସହ କାଳିଆ ସାଆନ୍ତ ମଧ୍ୟ ଅଧା ପୋଡ଼ିଯାଇଥିଲେ

 

ତେବେ ଏହି ଘଟଣ ସଂଗେ ସଂଗେ ସାରା ଅଂଚଳ ରେ ଏକ ଦୁଖଦ ମାହୋଲ ହେଇଯାଇଥିଲା ଓ ସମତେ ଚିନ୍ତିତ ମଧ୍ୟ ହେଇଯାଇଥିଲେ |ଓ ସେଠାରେ ଉପସ୍ଥିତ ଲୋକ ମାନେ ଅତ୍ୟନ୍ତ ଜୋର ଜୋର ରେ କାନ୍ଦିଥିଲେ | ଭଗବାନ ଙ୍କ ଏ କିଭଳି ସଂକେତ ବୋଲି ସମତଙ୍କ ମନରେ ଏକ ପ୍ରଶ୍ନ ର ଉଙ୍କି ମାରିଚି |ଅବଶ୍ୟ ଆକସ୍ମିକ ଭାବେ ଅଗ୍ନିକାଣ୍ଡ ଘଟିଥିବା କୁହାଯାଉଛି |ତେବେ କଣ ପାଇଁ ଏହା ଘଟିଲା ତାହା କେହି ମଧ୍ୟ ଭାବିପାରୁ ନାହାନ୍ତି

ଯେତେବେଳେ ଏଭଳି ଘଟଣା ସାରା ଅଂଚଳରେ ଶୋକ ଆଣିଦେଇଥିଲା ,ଯାହା ଫଳରେ ସେ ଅଂଚଳର କୌଣସି ବି ଲୋକ ସେଦିନ ରୋଷେଇ କରି ନଥିଲେ ଓ ଅର୍ଣ୍ଣ ସ୍ପର୍ଶ ମଧ୍ୟ କରିନଥିଲେ |ତେବେ ଏ ସଂକ୍ରାନ୍ତରେ ଅଧିକ କଥା ହେବ ପାଇଁ ଗ୍ରାମର କିଛି ମୁଖିୟା ଲୋକ ପୁରୀ ମୁକ୍ତି ମଣ୍ଡପ ଯାଇ ଆଲୋଚନ କରିଛନ୍ତି

Leave a Reply

Your email address will not be published. Required fields are marked *