April 19, 2024

Odia Express

News For Public

ନିଜ ସ୍ତ୍ରୀ ସାଥିରେ ଅନେକ ବର୍ଷ ଯାଏ ଅନ୍ଧ ହେବାର ଅଭିନୟ କରିଲେ ତାଙ୍କ ସ୍ୱାମୀ … କାରଣ ଜାଣିଲେ ଆପଣଙ୍କ ଆଖିରେ ଲୁହ ଆସିଯିବ – ସବୁ ପୁଅ ଝିଅକୁ ପଢିବା ଦରକାର ଏହି ଦୁହିଁଙ୍କର କାହାଣୀ…

ଆଜି ଆମେ ଆପଣଙ୍କ ପାଇଁ ଏକ ହୃଦୟସ୍ପର୍ଶୀ କାହାଣୀ ନେଇ ଅଶିଚୁ |ଯାହାକି ଏକ ସତ ଘଟଣା ଉପରେ ଆଧାରିତ | କାହାଣୀ ଏପରି ଥିଲା କି ବାଙ୍ଗାଲୋର ଏକ ଧନୀ ଘର ପୁଅ ଥିଲା ଶିବମ୍ ତାକୁ ଏକ ଗରିବ ଚାଷୀ ଝିଅ ସହ ପ୍ରେମ ହୋଇଗଲା , ଝିଅଟି ସୁନ୍ଦର ହେବା ସହ ବହୁତ ବୁଦ୍ଧିମତି ଥିଲା , ସେ ପ୍ରଥମ ଦେଖାରେ ତା ସହ ପ୍ରେମ କରିବସିଥିଲା , କିନ୍ତୁ ତାଙ୍କ ରାସ୍ତା ସେତିକି ସହଜ ନୁହେଁ , ଦିନେ ଯେବେ ସେହି ଝିଅକୁ କହିଲା କି ସେ ଭଲ ପାଉଛି , ଓ ତାକୁ ବାହା ହେବା ପାଇଁ ଚାହୁଁଛି , ଝିଅଟି କିଛି ନ ଭାବି ପୁଅକୁ ବାହାହେବା ପାଇଁ ରାଜି ହୋଇନଥିଲା , ସେହି ଗରିବ ପରିବାରରୁ ଥିଲା

 

କିଛି ସମୟ ପରେ ଯେବେ ସେହି ପୁଅକୁ ଜଣା ପଡିଥିଲା ସେ ସେହି ଝିଅର ବାପା ମା ଙ୍କ ସହ କଥା ହୋଇଥିଲା , ଓ ସେ ଝିଅକୁ ବୁଝାଇଥିଲା , ବହୁତ ବୁଝାଇଲା ପରେ ସେ ଝିଅଟି ସେହି ପୁଅର କଥାକୁ ମାନିଲା , ଓ ଦୁହେଁ ବିବାହ କରିଥିଲେ , ବାହାଘର ପରେ ସେ ପୁଅଟି ସେ ଝିଅକୁ ବହୁତ ଭଲ ପାଉଥିଲା , ତାଙ୍କର ଦାମ୍ପତ୍ୟ ଜୀବନ ବହୁତ ଭଲ ରହିଥିଲା ।

 

ବାହାଘର କିଛି ମାସ ପରେ ଝିଅର ଶରୀରରେ ଚର୍ମ ରୋଗ ହୋଇଯାଇଥିଲା , ଯାହାର କାରଣରୁ ସେହି ଝିଅର ସୁନ୍ଦରତା କମିବାକୁ ଲାଗିଲା , ଏବେ ସେ ଝିଅକୁ ଡର ଥିଲା କି ସେ ଅସୁନ୍ଦର ହୋଇଗଲେ ତା ସ୍ୱାମୀ ତାକୁ ଛାଡୁ ନ ଦେଉ , ଝିଅଟି ତାର ଚର୍ମ ରୋଗକୁ ଠିକ୍ କରିବା ପାଇଁ ପ୍ରୟାସ କରିଥିଲା , ସମୟ ଅତିବାହିତ ହେବାକୁ ଲାଗିଲା , ଓ ଝିଅର ସୁନ୍ଦରତା କମିବାକୁ ଲାଗିଲା , ଗୋଟେ ଦିନ ତା ସ୍ୱାମୀ କାମ ପାଇଁ ଅଲଗା ସହରକୁ ଗଲା , ସେ ଯେତେବେଳେ ଘରକୁ ଫେରିବାକୁ ଯାଇଥିଲା , ତେବେ ରାସ୍ତାରେ ତାହା ସହ ଏକ ଦୂର୍ଘଟଣା ହୋଇଗଲା , ସେହି ଦୂର୍ଘଟନା ସମୟରେ ତା ସ୍ୱାମୀର ଆଖିକୁ ଆଉ ଦେଖା ଦେଲା ନାହିଁ ,

 

ସେହି ଦୂର୍ଘଟନା ସମୟରେ କିଛି ସମୟ ପରେ ତା ଜୀବନ ପୁଣି ସାମାନ୍ୟ ଓ ସୁଖୀରେ ବିତିବାକୁ ଲାଗିଲା , ସେହି ଝିଅର ଚର୍ମରୋଗ କାରଣରୁ ସେ ପ୍ରତିଦିନ ଦୁର୍ବଳ ଓ ଅସୁନ୍ଦର ହୋଇଯାଉଥିଲା , କିନ୍ତୁ ତାର ସ୍ୱାମୀ ଅନ୍ଦ ହୋଇଥିବା କାରଣରୁ ତାଙ୍କର ଦାମ୍ପତ୍ୟ ଜୀବନ ଠିକ୍ ଚାଲୁଥିଲା , ଓ ନ ଦେଖା ଯିବା କାରଣରୁ ସେ ତାର ସ୍ତ୍ରୀକୁ ଆଗ ଭଳି ଭଲ ପାଉଥିଲା ।

କିଛି ବର୍ଷ ପରେ ସେହି ରୋଗର କାରଣରୁ ସେ ଝିଅଟି ମୃତ୍ୟୁ ବରଣ କରିଥିଲା , ମୃତ୍ୟୁ ହେବା ପରେ ସେହି ପୁଅଟି ବହୁତ ଭାଙ୍ଗି ପଡିଥିଲା , ସେ ସହର ଛାଡିବାକୁ ଯାଉଥିଲା , ତାର ପଡୋଶୀ ତାକୁ ସ୍ୱାନ୍ତନା ଦେଇକରି କହିଲେ , ଏବେ ତୁମେ ତୁମର ସ୍ତ୍ରୀ ନ ଥିବା କାରଣରୁ ଏକେଲା ହୋଇଯିବ , ସେ ତୁମକୁ ବହୁତ ଯତ୍ନ ନେଉଥିଲା , ଏବେ ତୁମର ଜୀବନ ଅନ୍ଧକାରରେ କଟିବ ,

 

ସେହି ସମୟରେ ସେ ପୁଅଟି ତାଙ୍କ ପଡୋଶୀ ଆଡକୁ ଦେଖିକରି କହିଲା କି ମୁଁ କେବେ ଅନ୍ଦ ନଥିଲି , କିନ୍ତୁ ଏହା ଭାବିକରି ଅନ୍ଧ ହେବାର ଅଭିନୟ କରୁଥିଲି କି ମୋର ସ୍ତ୍ରୀ ତାର ରୋଗ ପାଇଁ ତାକୁ ଏହା ନ ଲାଗୁ କି ସେ ଅସୁନ୍ଦର ହୋଇଯାଇଛି , ଓ ମୁଁ ତାକୁ ଭଲ ପାଉନି , ଏଥିପାଇଁ ମୁଁ ମୋ ସ୍ତ୍ରୀ ର ଖୁସି ପାଇଁ ମୁଁ ବର୍ଷଯାକ ଅନ୍ଧ ହେବାର ଅଭିନୟ କରୁଥିଲି , ଏହି କଥା ଶୁଣିକରି ପଡୋଶୀଲୋକଙ୍କର ଆଖିରୁ ଲୁହ ଚାଲି ଆସିଥିଲା , ଓ ସେହି ପୁଅଟି ସେଠାରୁ ଉଠିକରି ଚାଲିଆସିଲା , ତେବେ ଆପଣ ଏବେ ବୁଝିପାରିଥିବେ କି ଯେବେ ଆପଣ କାହାକୁ ଅଧିକା ପ୍ରେମ କରୁଛନ୍ତି ତେବେ ତାକୁ ଯେଉଁ ପରିସ୍ଥିତିରେ ହେଲେ ବି ପ୍ରେମ କରିବା ଉଚିତ୍ , ସେ ଯେମିତି ପରିସ୍ଥିତି ହେଉ ନା କାହିଁକି , ତା ସାଥ୍ କେବେ ଛାଡିବା ଉଚିତ୍ ନୁହେଁ

Leave a Reply

Your email address will not be published. Required fields are marked *