April 19, 2024

Odia Express

News For Public

ପାଚିଲା କଦଳୀ ନୁହେଁ ବରଂ ସଢିଯାଇଥିବା କଦଳୀ ଖାଇଲେ ହୋଇଥାଏ ଗଜବ ଫାଇଦା , ଜାଣନ୍ତୁ କିପରି…

କଦଳି ସମସ୍ତଙ୍କୁ ଖାଇବାକୁ ଭଲ ଲାଗେ ବହୁତ ଲୋକେ ଏହାକୁ ଖାଇବାକୁ ବେଶୀ ପସନ୍ଦ କରନ୍ତି , ଓ ବହୁତ ଲୋକ ଅଛନ୍ତି ଏହାକୁ ବାନାନା ସେକ୍ କରି ପିଇଥାନ୍ତି , ଓ ବହୁତ ଲୋକେ ଏହାକୁ ଚକଟି କରି ଖାଇବାକୁ ପସନ୍ଦ କରନ୍ତି , କିନ୍ତୁ ବହୁତ ଲୋକଙ୍କ ମସ୍ତିଷ୍କରେ କଦଳି ଖାଇବାକୁ ନେଇ ବହୁତ ଗୁଡିକ ମତ ଅଛି , ଲୋକଙ୍କୁ ଏହା ଲାଗୁଛି କି ଯେବେ କଦଳି ପାଚିଯିବ , ତେବେ ତାହା ହଳଦିଆ ହୋଇଯାଏ , କିନ୍ତୁ ଯେବେ ଅଧିକା ପାଚିଗଲେ ତାହା ନିଜ ରଙ୍ଗ ବଦଳାଇଦେଇଥାଏ , କିନ୍ତୁ ଯେବେ ପଚିଯାଏ ତେବେ ଏହା କଳା ହୋଇଯାଏ ।

ଯାହାପରେ ଲୋକେ ସେହି କଦଳିକୁ ପଚା ବୋଲି ଫିଙ୍ଗିଦିଅ , କିନ୍ତୁ ଆଜି ଆମେ ଏହି ଆର୍ଟିକିଲ୍ କୁ ଆମେ ଆପଣଙ୍କୁ କହିବୁ କି ପାଚିଯାଈଥିବା କଦଳୀ ଖାଇଲେ କଣ ସବୁ ଫାଇଦା ହୋଇଥାଏ , ଏତିକି ନୁହେଁ ଏହାକୁ ଖାଇଲେ ନାନା ପ୍ରକାରର ରୋଗରୁ ମୁକ୍ତି ମିଳିଥାଏ , କଦଳିରେ ପୋଟାସିୟମ୍ ମାତ୍ରା ଅଧିକା ଥାଏ , ଯାହା ଦ୍ୱାରା କୋଲେଷ୍ଟ୍ରୋଲ୍ କୁ ନିୟନ୍ତ୍ରଣରଖିବାରେ ଏହା ମାଧ୍ୟମ ହୋଇଥାଏ , ଯାହାର କାରଣରୁ ଏହା ହୃଦୟ ଜନିତ ରୋଗରୁ ଦୂର ରଖିଥାଏ , ଏଥିରେ କପର୍ ଆଇରନ୍ ବହୁତ ମାତ୍ରାରେ ଥିବାରୁ ଏହା ହୃଦରୋଗ ଜନିତ ରୋଗରୁ ମୁକ୍ତି ଦେଇଥାଏ ।

 

ଏହା ମଧ୍ୟରେ କପର୍ , ଆଇରନ୍ , ହେଲଦି ଗୁଣ ମିଳିଥାଏ , ଯାହା ଆପଣଙ୍କ ହୃଦୟକୁ ସୁସ୍ଥ୍ୟ ରଖିଥାଏ । ଆପଣଙ୍କୁ କହିଦେବୁ କି ଏହା ଅଧିକା ପାଚିଲା କଦଳିରେ ଆଣ୍ଟିଏକ୍ସିଡେଣ୍ତ ଗୁଣ ମିଳିଥାଏ , ଏହା କୋଶିକାର କ୍ଷତିଗ୍ରସ୍ତ ହେବାରୁ ରଖା କରିଥାଏ , ଏହା ଛଡା ଆମର ଶରୀରରେ ଏହା ନାନାଦି ରୋଗର ରକ୍ଷା କରିଥାଏ ।

 

ହଜମ ହେବାରେ ଅଧିକା ପାଚିଥିବା କଦଳି । ଆପଣଙ୍କୁ କହିଦେବୁ କି ଅଧିକା ପାଚିଯାଇଥିବା କଦଳି ଷ୍ଟାର୍ଚ କାର୍ବୋହାଇଡ୍ରେଡ୍ ଶ୍ରୀ ସୁଗର ବଦଳିଯାଇଥାଏ , ଯାହାକୁ ନେଇ ଏହା ହଜମ ହେବାରେ ସହଜ ହୁଏ , ସେମିତି ସବୁଜ କଦଳିରେ ଅଧିକ ଷ୍ଟାର୍ଚ ମିଳିଥାଏ ,ଅଧିକ ହଜମ ହେବାକୁ ସମୟ ଲାଗିଥାଏ । ଅଧିକା ପାଚିଯାଇଥିବା କଦଳୀ ଖାଇଲେ ଛାତିରେ ଯନ୍ତ୍ରଣାରୁ ମୁକ୍ତି ମିଳିଥାଏ , ଏତିକି ନୁହେଁ ଏହାକୁ ଖାଇଲେ ଆମକୁ କେଉଁ ପ୍ରକାରର କ୍ଷତି ହୋଇନଥାଏ ।

କ୍ୟାନ୍ସର ପରି ରୋଗରୁ ରକ୍ଷା କରିଥାଏ । ଆପଣଙ୍କୁ କହିଦେବୁ କି ଅଧିକା ପାଚିଯାଈଥିବା କଦଳିର ଚୋପା କଳା ହୋଇଯାଇଥାଏ , ଯାହାକି ଚୋପା କଳା ଭାଗରେ ଅଧିକା ପଦାର୍ଥ ନିର୍ମାଣ କରିଥାଏ , ଯାହା ଆପଣଙ୍କୁ କାନ୍ସର ପରି ରୋଗରୁ ଦୂର ରଖିଥାଏ , ଏହି ପଦାର୍ଥ ଟ୍ୟୁମର ନେକ୍ରୋସିସ୍ ଫ୍ୟାକ୍ଟର ବି କହିଥାନ୍ତି ।

Leave a Reply

Your email address will not be published. Required fields are marked *