March 25, 2024

Odia Express

News For Public

ଏହି ଝିଅ ର ହାତଲେଖା ହେଉଛି ଦୁନିଆ ର ସବୁଠୁ ସୁନ୍ଦର ହାତ ଲେଖା – ତାଙ୍କ ଅକ୍ଷର ଦେଖିଲେ କମ୍ପ୍ୟୁଟର୍ ମଧ୍ୟ ଲାଜ କରିବ – ଏବେ ଦେଖି ନିୟନ୍ତୁ…

ଏଥିରେ କୌଣସି କହିବାର ନାହିଁକି ଦେଶ ହେଉକି ବିଦେଶ , କିନ୍ତୁ କୌଶଳ ସବୁ ଜାଗାରେ ଦେଖିବାକୁ ମିଳିଥାଏ । ସେମିତି ବି ଆମ ଦେଶରେ କୌଶଳର କମି ନାହିଁ । ଓ ଦ୍ୱିତୀୟ ପକ୍ଷ ଦେଖିବାକୁ ଗଲେ କୌଶଳର ସୀମା ନଥାଏ । ଏହାକୁ ଯେତେ ତଳକୁ ଖସେଇଲେ ବି ଏହା ଉପରକୁ ବିକଶିତ ହୋଇ ବାହାରିଥାଏ। କୌଶଳ ଦେଖେଇବାର କୌଣସି ବୟସ ନଥାଏ । ଆଜି କାଲି ଛୋଟ ଛୁଆଙ୍କ ଠାରୁ ବି କୌଶଳ ଦେଖିବାକୁ ମିଳିଥାଏ । ସେମିତି ବି ଆଜିକାଲିର ସମୟ ଇଣ୍ଟରନେଟ୍ ର ଜମାନା ଅଟେ । ସେଥିପାଇଁ ସବୁ ସ୍କୁଲ୍ ରେ କମ୍ପ୍ୟୁଟର ଞ୍ଜାନ ସେତେ ବି ଜରୁରୀ ହୋଇଗଲାଣି ।

 

କୁହାଯାଏ ଯେ ମଣିଷ ର ହାତ ଲେଖା ତାର ଏକ ପ୍ରକାର ଚରିତ୍ର ସାର୍ଟିଫିକେଟ ହେଇଥାଏ |ସମସ୍ତେ ଚାହିଁଥାନ୍ତି ଯେ ତାଙ୍କ ହାତ ଲେଖା ଦୁନିଆ ର ସବୁଠୁ ସୁନ୍ଦର ଲେଖା ହେଉ | କିନ୍ତୁ ବହୁତ କମ ଲୋକଙ୍କର ଏଭଳି ହେଇଥାଏ |ଯାହାଙ୍କ ହାତଲେଖା ସମ୍ପୂର୍ଣ କମ୍ପୁଟର ଭଳି ହେଇଥାଏ |ଅନେକ ଲୋକ ଏହାକୁ ଯେତେ ଚେଷ୍ଟା କରି ମଧ୍ୟ ଲେଖି ପାରନ୍ତି ନାହିଁ |ତେବେ ଆଜି ଆମେ ଆପଣାକୁ ଏଭଳି ଜଣେ ଝିଅର ହାତ ଲେଖା ଦେଖେଇବାକୁ ଯାଉଛୁ ଯାହା ଦେଖିଲେ ଆପଣ ନିଶ୍ଚୟ ଖୁସି ହେବେ

 

ହଁ ଆଜିକାଲି ସମୟରେ କମ୍ପ୍ୟୁଟର୍ ଏକ ଜରୁରୀ ବିଷୟ ହେଇସାରିଲାଣି । ସେଥିପାଇଁ ଆଜି କାଲିର ପିଲା କମ୍ପ୍ୟୁଟର ଦ୍ୱାରା କରୁଛନ୍ତି । ଆପଣ ଭାବୁଥିବେ କି ଆମେ ଅଚାନକ କମ୍ପ୍ୟୁଟର୍ ର କଥା କାହିଁକି କହୁଛୁ ବୋଲି , ଆମେ ଆପଣଙ୍କୁ କହିଦେଉଛୁ କି ଏହା ପଛରେ ବି ଏକ ବଡ କାରଣ ଅଛି , ଆପଣ ଶୁଣିଥିବେ କି ମଣିଷ ଲେଖାରୁ ହିଁ ତାର ଚରିତ୍ର କିପରି ତାହା ଜଣା ପଡିଥାଏ । ସେମିତି ବି ବହୁ ଲୋକ ଭଲ ଲେଖିବାକୁ ଚେଷ୍ଟା କରନ୍ତି । କିନ୍ତୁ ବହୁତ କମ୍ ଲୋକ ଏମିତି ଥାନ୍ତି ।

 

ଯାହାର ହାତ ଲେଖାକୁ ଦେଖିକି ବି କହନ୍ତି କମ୍ପ୍ୟୁଟରରେ ଲେଖା ହୋଇଛି ବୋଲି । ଆପଣ ଏହା ଶୁଣି ଆଶ୍ଚର୍ଯ୍ୟ ହେବେ କି ଏହା ଏକ ଛୋଟ ଛୁଆ ସତ କରି ଦେଖେଇଛି । ଆମେ ଯେଉଁ ଛୁଆ ବିଷୟରେ କଥା ହେଉଛେ ସେଇ ଝିଅଟି ନେପାଳର ଅଟେ ।ଯାହାର ନାଁ ପ୍ରକୃତି ମଲ୍ଲା ଅଟେ ।

 

ଆପଣ ବିଶ୍ୱାସ କରନ୍ତୁ ଏହି ଝିଅର ହାତ ଲେଖା ଦେଖିକି ଆପଣ ବି କହିବାକୁ ଲାଗିବେ କି ସେ ଏହା ନିଜ ହାତରେ ନ ଲେଖି କେଉଁ କମ୍ପ୍ୟୁଟରରେ ଲେଖିଛି । ଓ ତାହାର ପ୍ରିଣ୍ଟ୍ ଆଉଟ୍ ବାହାର କରିଛି । ହଁ ଆଞ୍ଜା ଏହି ଝିଅର ହାତ ଲେଖା ବହୁତ ସୁନ୍ଦର ଅଟେ । ଯିଏ ଦେଖିଲେ ଧୋକା ଖାଇଯିବ , ପ୍ରକୃତି ଏବେ ଅଷ୍ଟମ ଶ୍ରେଣୀରେ ପଢୁଛି । ସେ ନେପାଳର ସୈନିକ ଆବାସିକ ମହାବିଦ୍ୟାଳୟରେ ପଢୁଛି ।

ଆପଣଙ୍କୁ ଜାଣିକି ଆଶ୍ଚର୍ଯ୍ୟ ହେବେ କି ବଡ ବଡ୍ ଲୋକଙ୍କର ବି ମୁଣ୍ତ୍ରୁ ଝାଳ ବାହାରିଯିବ । ସେମିତି ବି ଭଲ ହାତ ଲେଖାର ବହୁତ ଫାଇଦା ଅଛି । ସାମନାବାଲା ଲୋକର ଭଲ ଇପ୍ରେସନ୍ ପଡିବ । ଶିକ୍ଷକ ବି ଖୁସି ହେଇକି ଭଲ ମାର୍କ ଦିଅନ୍ତି । ଯଦି ଆମେ ପ୍ରକୃତିର କଥା କହିବା ସେ ବହୁତ ପରିଶ୍ରମ କରି ଏମିତି ହାତ ଲେଖା ବନେଇଛି । ପ୍ରକୃତିର ପରିବାର ସଦସ୍ୟଙ୍କ କହିବା ଅନୁଯାୟୀ ସବୁ ଦିନ ଦୁଇ ଘଣ୍ଟା ପ୍ରାକ୍ଟିସ୍ କରୁଛି । ସେଥିପାଇଁ ଆଜି ତାର ହାତ ଲେଖା ଏପରି ହୋଇଛି

Leave a Reply

Your email address will not be published. Required fields are marked *