ଯଦି ଆପଣ ବୁଦ୍ଧିମାନ ଅଟନ୍ତି ତେବେ ଆଜି ଆମେ ଆପଣଙ୍କୁ ଏମିତି ଏକ ଚ୍ୟାଲେଞ୍ଜ ନେଇକରି ଆସିଛୁ ଯାହାକି ଆପଣଙ୍କ ମୁଣ୍ତ କାମ କରିବା ବନ୍ଦ କରିଦେବ । ଏହା ପୂର୍ବରୁ ବହୁତ ସାରା ପ୍ରଶ୍ନ ଓ ପଜଲ ସମାଧାନ କରିଥିବେ , କିନ୍ତୁ ଏହା ତା ଠାରୁ ଅଲଗା ଅଟେ , ଏହି ଫଟୋରେ ଆପଣଙ୍କୁ ଏକ ଝିଅର ଫଟୋ ଖୋଜିବାର ଅଛି ଏହି ଲୁଚିଥିବା ଝିଅକୁ ଖୋଜିବାରେ ବହୁତ ଲୋକ ଫେଲ୍ ମାରିଛନ୍ତି , ସେମିତି ବି ଆପଣ ଆଜି ପର୍ଯ୍ୟନ୍ତ ବହୁତ ପ୍ରଶ୍ନ ସମାଧାନ କରିଥିବେ , କିନ୍ତୁ କିଛି ଏପରି ପଜଲ୍ ନେଇକରି ଆସିଛୁ ଯାହା ବିଲକୁଲ୍ ଅସମ୍ଭବ ଅଟେ , ଯଦି ଆପଣ ନିଜକୁ ଏହି ପ୍ରଶ୍ନର ଉତ୍ତର ଦେଇପାରିବେ ସେଥିପାଇଁ ଏକ ଫଟୋ ଆପଣଙ୍କ ପାଖରେ ନେଇକରି ଆସିଛୁ,
ଏହି ଫଟୋରେ ଆପଣ ଏକ ଝିଅ ପାର୍କରେ ଲୁଚି କରି ଅଛି , ଆପଣଙ୍କୁ ଏହି ଫଟୋରେ ଲୁଚିଥିବା ଝିଅକୁ ଖୋଜିବାର ଅଛି, ପ୍ରଥମ ନଜରରେ ସାଧାରଣ ଭାବେ ଜଣାପଡୁଥିବା ଏହି ଫଟୋରେ ଏକ ଝିଅ ଲୁଚିକରି ଅଛି, ଯାହାକୁ ଖୋଜିବାରେ ଚେଷ୍ଟା ସମସ୍ତେ ୧୦୦ ରୁ ୯୯ ପ୍ରତିଶତ ଫେଲ୍ ମାରିଛନ୍ତି ।
ସୋସିଆଲ୍ ନେଟୱର୍କିଙ୍ଗ୍ ୱେବସାଇଡ୍ ରେଡିଡ୍ ରେ ଜଣେ ୟୁଜର ଏହି ଫଟୋକୁ ଅପଲୋଡ୍ କରିଛନ୍ତି , ଯେଉଁଥିରେ କ୍ୟାପସନ୍ ଅଛି କି ଏହି ଝିଅକୁ କିଏ ଖୋଜି ପାରିବ , ଫଟୋ ଅପଲୋଡ୍ କରୁଥିବା ବେଳେ ଅନ୍ୟ ୟୁଜର ମାନେ ଏହାକୁ ଖୋଜିବାରେ ଚ୍ୟାଲେଞ୍ଜ ନେଇଥିଲେ, ଆପଣଙ୍କୁ କହିଦେବୁ କି ଏହି ଫଟୋରେ ଲୁଚିଥିବା ୧୦୦ ରୁ ଜଣେ ବ୍ୟକ୍ତି ଖୋଜିପାରିଛି ,
ଯଦି ଆପଣ ଏବେ ପର୍ଯ୍ୟନ୍ତ ଏହି ଫଟୋରେ ଲୁଚିଥିବା ଝିଅକୁ ଖୋଜିପାରୁନାହାନ୍ତି , ତେବେ କହିଦେବୁ କି ସେହି ଝିଅ ସେହି ଗଛର ସହ ଏକ ଦମ ତଳେ ଲାଗିକରି ବସିଛି , ଆପଣଙ୍କୁ କହିଦେବୁ କି ଏହି ଫଟୋ ସୋସିଆଲ୍ ମିଡିଆରେ ଲକ୍ଷାଧିକ ଲୋକେ ବ୍ୟବହାର କରିସାରିଛନ୍ତି , ଲୋକେ ଏହି ଫଟୋକୁ ସେୟାର୍ କରି ନିଜ ସାଙ୍ଗ ମାନଙ୍କୁ ଚ୍ୟାଲେଞ୍ଜ ଦେଉଛନ୍ତି ।