IPL ର ସେହି ଏକମାତ୍ର ଖେଳାଳି ଯାହାଙ୍କୁ ନେବା ପାଇଁ ସବୁ ଦଳର ମାଲିକ ଅଣନିଶ୍ୱାସୀ ହେଇ ଚାହିଁଥାନ୍ତି …କିନ୍ତୁ କିଣି ପାରନ୍ତି ନାହିଁ ଏହି ଖେଳାଳି ଙ୍କୁ

େମିତି ଆମେ ମାନେ ସମସ୍ତେ ଜାଣିଛେ ଯେ ପଇସା ରେ ଘେରା IPL ଦୁନିଆ ର ସବୁଠୁ ମହଂଗା ଖେଳ ଭଳି ଲାଗେ |ଯେଉଁଥିରେ ଖେଳିବା ପାଇଁ ସବୁ ଖେଳାଳି ମାନକ ଗୋଟିଏ ବଡ ସ୍ୱପ୍ନ ଥାଏ |ଏଥରେ କ୍ଷଣକ ମଧ୍ୟରେ ଗରିବ ଖେଳାଳି କୋଟିପତି ହେଇଯାନ୍ତି |IPL ରେ ୨ ମାସ ଖେଳ ଭଲ ପଦର୍ଶନ କଲେ ସେମାନଙ୍କୁ ଆନ୍ତର୍ଜାତିକ ଖେଳ ପାଇଁ ସୁଯୋଗ ମିଳେ | ଏହି ମ୍ୟାଚ ରେ ସେମାନଙ୍କ ପଦର୍ଶନ ଜଣା ପଡିଥାଏ | IPL ୨୦୦୮ ରେ ଆରମ୍ଭ ହେଇଥିଲି |ସେହି ସମୟରେ ସବୁ ଖେଳାଳି ସବୁ ଟିମ ପାଇଁ ନୂଆ ଥିଲେ | ଏହି ଖେଳାଳି ମାନଙ୍କ ମଧ୍ୟରେ ଏମିତି ଜଣେ ଖେଳାଳି ଥିଲେ ଯାହାକୁ ନେବା ପାଇଁ ସବୁ ଦଳର ମାଲିକ ମାନେ ନିଲାମ ଡାକିଥିଲେ | କିନ୍ତୁ ଜଣେ ତାଙ୍କୁ ନେଇଥିଲେ |

 

ସେହି ଖେଳାଳି ଅନ୍ୟ କେହି ନୁହନ୍ତି ନହରତାର ପୂର୍ବ ଅଧିନାୟକ ମହେନ୍ଦ୍ର ସିଂ ଧୋନି |ଏ ହେଉଛନ୍ତି IPL ର ଏକମାତ୍ର ଖେଳାଳି ଯାହାଙ୍କ ପାଇଁ ସବୁ ମାଲିକ ମାନେ ନିଲାମ ଡାକିଥିଲେ |କିନ୍ତୁ ଶେଷରେ ଧୋନି ଙ୍କୁ ଚେନ୍ନାଇ ସୁପର କିଙ୍ଗସ ୬ କୋଟିର ଦାମୀ ରକମ ରେ ଧୋନି ଙ୍କୁ କିଣିଥିଲେ |ଏହାପରେ ଖେଳ ଯାଇଥିବା ୮ ଟି ସିଜିନ ରୁ ଧୋନି ନିଜ ଦଳ କୁ ୫ଥର ଫାଇନାଲ ରେ ପହଞ୍ଚେଇବାରେ ସଫଳ ହେଇଥିଲେ ଯେଉଁଥିରେ ୨ଥର ଚମ୍ପିୟାନ ଓ ୩ଥର ରନର୍ସଅପ ହେଇଥିଲେ

 

ଦୁଇ ବର୍ଷ ପରେ ଚେନ୍ନାଇ IPL ରେ ଦ୍ୱିତୀୟ ଥର ଆସିଥିଲା ଓ ଧୋନି ଏହାର ଚମ୍ପିୟାନ ହେଇଥିଲେ |ଧୋନି ଙ୍କୁ ଅନେକ ଲୋକ ଏଥି ପାଇଁ ଅନେକ ପ୍ରଶଂସା କରିଥିଲେ |ସିଏ ଯେଉଁ ଜିନିଷ ଛୁଇଁଛନ୍ତି ତାହା ସୁନା ହେଇଯିବ ବୋଲି ଲୋକ କହିବା ଆରମ୍ଭ କରିଦେଲେ |ତାଙ୍କର ସଫଳତା ଉପରେ ଆଖି ପକେଇଲେ ଅନେକ ରେକର୍ଡ ଦେଖିବା ପାଇଁ ମିଳେ

 

ତାଙ୍କର ପ୍ରଶଂସକ କେବଳ ଦର୍ଶକ ନୁହଁ IPL ସବୁ ଦଳର ମାଲିକ ମଧ୍ୟ ତାଙ୍କର ବହୁତ ବଡ ପ୍ରଶଂସକ |ତାଙ୍କୁ ନେବା ପାଇଁ ସବୁ ମାଲିକ ବହୁତ ଚେଷ୍ଟା କରନ୍ତି |ଅମ୍ବାନୀ ଙ୍କ ଠାରୁ ଆରମ୍ଭ କରି ପ୍ରୀତି ଜ଼ିଣ୍ଟା ଙ୍କ ଯାଏ ଓ ଶାହରୁଖ ଖାଁ ମଧ୍ୟ ତାଙ୍କୁ କିଣିବା ପାଇଁ ସବୁବେଳେ ଚେଷ୍ଟା କରିଥାନ୍ତି | ଏମିତି କି ଠାରେ ଶାହରୁଖ କହିଥିଲେ କି ଯଦି ଧୋନି କେବେ ଅପସନ ରେ ଆସନ୍ତି ତେବେ ସେ ତାଙ୍କୁ କିଣିବା ପାଇଁ ତାଙ୍କର ପ୍ୟାଣ୍ଟ ମଧ୍ୟ ବିକିଦେବେ ବୋଲି |ତେବେ ଧୋନି ଙ୍କ ବିଷୟରେ ଆପଣଙ୍କ ମତାମତ କଣ ଆମକୁ କମେନ୍ଟ ମାଧ୍ୟମରେ କୁହନ୍ତୁ

Leave a Reply

Your email address will not be published.