April 19, 2024

Odia Express

News For Public

ଏହି ରାଶିମାନଙ୍କ ଉପରେ ଆଜି ସନ୍ଧ୍ୟା ୭ ରୁ ରହିବ ଶୁଭ ଯୋଗର ପ୍ରଭାବ , ଧନପ୍ରାପ୍ତିର ପ୍ରବଳ ଯୋଗ, ନିଶ୍ଚିତ ମିଳିବ ଲାଭ…

1 min read

ଜ୍ୟୋତିର୍ବିଦ ମାନଙ୍କ ଅନୁଯାୟୀ ବ୍ରହ୍ମାଣ୍ଡରେ ଗ୍ରହ ସ୍ଥିତିରେ ପ୍ରତିକ୍ଷଣରେ କିଛି ନା କିଛି ପ୍ରକାର ଛୋଟ କିମ୍ବା ବଡ ପରିବର୍ତ୍ତନ ହେବା ଚାଲିଥାଏ । ଏହି କାରଣରୁ ଗ୍ରହ ମାନଙ୍କ ଦ୍ଵାରା ଶୁଭ ଯୋଗ ନିର୍ମାଣ ହୋଇଥାଏ ଓ ଏହି ଶୁଭ ଯୋଗ କେଉଁ ରାଶି ନିମନ୍ତେ ଭଲ ତ ଆଉ କେଉଁ ରାଶି ନିମନ୍ତେ ନକରାତ୍ମକ ପ୍ରଭାବ ପଡିଥାଏ । ଯଦି ଆପଣଙ୍କ ରାଶିରେ ଗ୍ରହ ମାନଙ୍କ ସ୍ଥିତ ଠିକ ଥାଏ ତେବେ ଏହି ଶୁଭଯୋଗର ପ୍ରଭାବ ଆପଣଙ୍କ ନିମନ୍ତେ ଶୁଭ ହୋଇଥାଏ । କିନ୍ତୁ ଗ୍ରହ ମାନଙ୍କ ସ୍ଥିତି ଆପଣଙ୍କ ରାଶିରେ ଠିକ ନଥିଲେ ଏହାର ବିପରୀତ ହୋଇଥାଏ ଓ କଠିନ ପରିସ୍ଥିତିର ସମ୍ମୁଖୀନ ହେବାକୁ ପଡିଥାଏ ।

ଜ୍ୟୋତିଷଶାସ୍ତ୍ର ଅନୁଯାୟୀ ଆଜି ଅପରାହ୍ନରୁ ଶୁଭ ଯୋଗର ନିର୍ମାଣ ହୋଇଛି । ଏହାର ପ୍ରଭାବ କିଛି ରାଶିମାନଙ୍କ ଉପରେ ପଡିବ । ଏମାନଙ୍କର ଧନପ୍ରାପ୍ତି ଯୋଗ ନିର୍ମିତ ହୋଇଛି ଓ ଲାଭର ଅନେକ ସୁଯୋଗ ହାତକୁ ଆସିବାର ଅଛି । ଏହି ରାଶିର ଲୋକମାନଙ୍କର ଉପରେ ଏହି ଶୁଭ ଯୋଗର ପ୍ରଭାବ ବହୁତ ଭଲ ରହିବ ।

ଆସନ୍ତୁ ଜାଣିବା କେଉଁ ରାଶି ମାନଙ୍କ ଉପରେ ଶୁଭ ଯୋଗର ଭଲ ପ୍ରଭାବ ରହିବ

 

ମେଷରାଶି – ମେଷରାଶିର ବ୍ୟକ୍ତିମାନଙ୍କ ଉପରେ ଏହି ଶୁଭଯୋଗର ଭଲ ପ୍ରଭାବ ରହିବ । ଆପଣଙ୍କ ମନ ପ୍ରସନ୍ନ ରହିବ, ଆପଣଙ୍କ ଦ୍ଵାରା କରାଯାଇଥିବା ପରିଶ୍ରମର ପରିଣାମ ଖୁବ ଭଲ ହେବ ଓ ଶୀଘ୍ର ପ୍ରାପ୍ତ ହେବ । ସ୍ଥାୟୀ ସମ୍ପତ୍ତି କାର୍ଯ୍ୟରେ ଆପଣଙ୍କୁ ଲାଭ ମିଳିବାର ଅଛି । ସନ୍ତାନ ପକ୍ଷରୁ ଆପଣ ସନ୍ତୁଷ୍ଟ ରହିବେ । ସନ୍ତାନ ର ଉନ୍ନତିରେ ଆପଣଙ୍କ ମନ ପ୍ରସନ୍ନ ରହିବ । ଜୀବନସାଥିଙ୍କର ପୂର୍ଣ୍ଣ ସହଯୋଗ ପ୍ରାପ୍ତ ହେବ । ଜୀବନସଠି ଆପଣଙ୍କ ନିଷ୍ପତ୍ତିର ସମ୍ମାନ କରିବେ । ଆପଣଙ୍କ ଆର୍ଥିକ ସ୍ଥିତିରେ ସୁଧାର ହେବାର ଯୋଗ ନିର୍ମିତ ହୋଇଛି ।

 

ମିଥୁନରାଶି – ମିଥୁନରାଶି ଲୋକମାନଙ୍କର ଏହି ଶୁଭଯୋଗରେ ଭଲ ପରିଣାମ ମିଳିବ । ଆପଣଙ୍କ ଆତ୍ମବିଶ୍ଵାସ ଉଚ୍ଚରେ ରହିବ , କାର୍ଯ୍ୟସ୍ଥଳରେ ସମ୍ମାନ ପ୍ରାପ୍ତି ହେବ । ଆପଣଙ୍କ କିଛି କାର୍ଯ୍ୟ ପୂର୍ଣ୍ଣ ହେବାଯୋଗୁ ମନ ପ୍ରସନ୍ନ ରହିବ । ଆପଣ ନିଜର ସମସ୍ତ ଯୋଜନା ଗୁଡିକର ରୂପରେଖ ସଠିକ କରିବେ । ଆପଣ ବହୁତ ସକ୍ରିୟ ଦୃଷ୍ଟିଗୋଚର ହେବେ । ଘରପରିବାରରେ ପ୍ରସନ୍ନତାର ପରିବେଶ ରହିବ । ଭାଇ ଭଉଣୀଙ୍କର ପୁରା ସମର୍ଥନ ମିଳିପାରେ । ସବୁ କ୍ଷେତ୍ରରେ ସଫଳତା ମିଳିବାର ଯୋଗ ନିର୍ମିତ ହୋଇଛି ।

 

ସିଂହ ରାଶି – ଏହି ରାଶିର ବ୍ୟକ୍ତିମାନେ ଏହି ଶୁଭଯୋଗ ଯୋଗୁ ଚିନ୍ତାକରିଥିବା କାମରେ ସଫଳତା ପାଇବେ । ପ୍ରତିଷ୍ଠିତ ଲୋକମାନଙ୍କର ସହଯୋଗ ମିଳିବ। ମାତାପିତାଙ୍କର ଆଶୀର୍ବାଦରୁ ଆପଣଙ୍କୁ ଧନପ୍ରାପ୍ତି ଯୋଗ ନିର୍ମିତ ହୋଇଛି । ଜୀବନସଠିଙ୍କର ବ୍ୟବହାର ଭଲ ରହିବ । ଆପଣ କୌଣସି ନୂତନ ବ୍ୟବସାୟ ବିଷୟରେ ଯାତ୍ରା କରିପାରନ୍ତି। ଅଚାନକ ଆପଣଙ୍କୁ ଆର୍ଥିକ ଲାଭ ମିଳିବାର ଯୋଗ ଅଛି ।

ତୁଳାରାଶି – ତୁଳାରାଶି ଲୋକମାନଙ୍କାର ଆମଦାନୀର ସ୍ରୋତ ମିଳିବାର ଯୋଗ ଅଛି । ଏହି ରାଶିର ଲୋକମାନଙ୍କୁ ଏହି ଶୁଭଯୋଗ କାରଣରୁ ଧନ ସମ୍ବନ୍ଧିତ ଚିନ୍ତାରୁ ମୁକ୍ତି ମିଳିବାର ଅଛି । ବିଦ୍ୟାର୍ଥୀ ବର୍ଗ ଙ୍କ ନିମନ୍ତେ ଶିକ୍ଷା କ୍ଷେତ୍ରରେ ସଫଳତା ହାସଲ ହେବ । ଆପଣ ନିଜର ବ୍ୟବସାୟରେ ଲଗାତର ଉନ୍ନତି ପ୍ରାପ୍ତ କରିବେ । ଭାଗୀଦାରଙ୍କର ସଂପୂର୍ଣ୍ଣ ସହଯୋଗ ମିଳିବ । ଆପଣଙ୍କୁ ଭାଗ୍ୟର ପୂର୍ଣ୍ଣ ସହଯୋଗ ପ୍ରାପ୍ତ ହେବ ।

ଧନୁରାଶି – ଧନୁରାଶିର ଲୋକମାନଙ୍କର ମାନସିକ ସନ୍ତୁଳନ ଭଲ ରହିବ । ଆପଣଙ୍କ ଆତ୍ମବିଶ୍ଵାସ ଓ ପରାକ୍ରମରେ ବୃଦ୍ଧି ହେବ । ମାତାପିତା ଙ୍କର ଆଶୀର୍ବାଦ ପ୍ରାପ୍ତ ହେବ।  ମାନ-ସମ୍ମାନର ପ୍ରାପ୍ତି ହୋଇପାରେ, ସନ୍ତାନର ଉନ୍ନତିରେ ଆପଣଙ୍କ ମନ ପ୍ରସନ୍ନ ରହିବ, ଜୀବନସାଥିଙ୍କ ପରାମର୍ଶ ଆପଣଙ୍କ ନିମନ୍ତେ ଲାଭଜନକ ପ୍ରମାଣିତ ହେବ , କାର୍ଯ୍ୟସ୍ଥଳରେ ଅପୂର୍ଣ୍ଣ କାର୍ଯ୍ୟ ସଂପୂର୍ଣ୍ଣ ହୋଇପାରେ ।

 

କୁମ୍ଭ ରାଶି – କୁମ୍ଭ ରାଶିର ଲୋକମାନଙ୍କର ଏହି ଶୁଭଯୋଗରେ ଭଲ ଲାଭ ହେବ । ମନରେ ଭାବିଥିବା କାର୍ଯ୍ୟପୂରଣ ହେବ । ସକ୍ରିୟ ମସ୍ତିସ୍କ ଥିବାରୁ ଆପଣଙ୍କ ବିଚାର ସକାରାତ୍ମକ ରହିବ । ସନ୍ତାନଙ୍କ ସଫଳତାରେ ଆପଣଙ୍କୁ ସୁଖ ପ୍ରାପ୍ତି ହେବ । ଘରପରିବାରରେ ଖୁଶିର ବାତାବରଣ ରହିବ । କୋର୍ଟକଚେରୀ ମାମଲାରେ ରାୟ ଆପଣଙ୍କ ସପକ୍ଷରେ ଯାଇପାରେ , ଆପଣଙ୍କ ପ୍ରେମ ଜୀବନ ସୁଖମୟ ହେବ ।

 

ମୀନରାଶି – ମୀନରାଶିର ବ୍ୟକ୍ତିମାନଙ୍କର ସମ୍ପତ୍ତି କାର୍ଯ୍ୟରେ ଉତ୍ତମ ଲାଭ ପ୍ରାପ୍ତ ହେବ । ଏହି ଶୁଭଯୋଗ କାରଣରୁ ଆପଣଙ୍କୁ ଅନେକ କ୍ଷେତ୍ରରୁ ଲାଭ ପ୍ରାପ୍ତ ହୋଇପାରେ । ଘରୋଇ ଜୀବନ ଭଲରେ କଟିବ , ବ୍ୟକ୍ତିଗତ ଜୀବନରେ ସୁଧାର ଆସିବାର ଯୋଗ ଅଛି , ମିତ୍ରମାନଙ୍କ ସହ ସମ୍ବନ୍ଧ ସ୍ଥାପିତ ହେବ , ଆପଣ ନିଜର ଗୁପ୍ତ ଶତ୍ରୁ ମାନଙ୍କୁ ପରାସ୍ତ କରିବେ , ମାତାପିତା ଙ୍କ ସ୍ୱାସ୍ଥ୍ୟ ଭଲ ରହିବ , ଆପଣ ଉଚିତ ସମୟରେ ଉଚିତ ନିର୍ଣ୍ଣୟ ନେବାରେ ସକ୍ଷମ ହେବେ । ଭାଇଭଉଣୀଙ୍କ ସହ ମତଭେଦ ଦୂର ହେବ ।

Leave a Reply

Your email address will not be published. Required fields are marked *